Home ଓଡ଼ିଶା ପୁଣି ଭାରାରେ ବୁହା ହେଲେ ପ୍ରସୂତି

ପୁଣି ଭାରାରେ ବୁହା ହେଲେ ପ୍ରସୂତି

136

ସୁନ୍ଦରଗଡ଼, ୦୧/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବର୍ଷା ସାଜିଲା ବାଧକ। ଯାହା ଫଳରେ କାନ୍ଧରେ ୮ କିଲୋମିଟର ବୁହା ହେଲେ ପ୍ରସୂତି। ଏଭଳି ଘଟଣା ପୁଣି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ବର୍ଷା ହେବାରୁ ପୋଲ ଉପରେ ପାଣି ଯାଉଥିଲା। ଫଳରେ ଆଶା ଦିଦି ପ୍ରସୂତିଙ୍କ ପାଖରେ ପହଞ୍ଚି ପାରିନଥିଲେ। ଗାଁକୁ ଅନ୍ୟ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରିନଥିଲା। ତେଣୁ ବାଧ୍ୟ ହୋଇ ପ୍ରସୂତିଙ୍କ ପରିବାର ଲୋକ ଷ୍ଟ୍ରେଚରରେ ବୋହି ନେଇଥିଲେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ।

ବର୍ଷା କାରଣରୁ ପ୍ରସୂତୀଙ୍କ ନିକଟରେ ପହଞ୍ଚିପାରିନଥିଲା ଆମ୍ବୁଲାନ୍ସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.