Home Authors Posts by Bureau

Bureau

17674 POSTS 0 COMMENTS

ଜାମ୍ମୁ – କାଶ୍ମୀର : ମହବୁବା ମୁଫ୍ତୀ ଏବଂ ଉମର ଅବଦୁଲ୍ଲା ଗିରଫ

0
ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଅନୁଚ୍ଛେଦ ୩୭୦ର ଖିଲାପ କରିବା ଏବଂ ଜାମ୍ମୁ-କାଶ୍ମୀିର ପୁର୍ନଗଠନ ବିଧେୟକ ରାଜ୍ୟସଭାରେ ପାଶ୍ ହେବା ପରେ ସୋମବାରଦିନ ସଂଧ୍ୟାରେ ଜାମ୍ମୁ - କାଶ୍ମୀରର ପୂର୍ବତନ ଦୁଇ...

ବଡ଼ ଘୋଷଣା : ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର୍ ଡେଲ ଷ୍ଟେନ ଟେଷ୍ଟ କ୍ରିକେଟରୁ...

0
ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଦକ୍ଷିଣ ଆଫ୍ରିକାର ମହାନ ଫାଷ୍ଟ ବୋଲର୍ ଡେଲ ଷ୍ଟେନ ଟେଷ୍ଟ କ୍ରିକେଟରୁ ସଂନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନ ଏହି ସୂଚନା...

ସମସ୍ତ ଚାଷୀ ଓ ବି.ପି.ଏଲ୍ ଧାରୀଙ୍କୁ ରାଜ୍ୟ ସରକାର ମାଗଣା ବିଜୁଳି ଯୋଗାଇ ଦେବାକୁ...

0
ଭୁବେନଶ୍ୱର, ୪/୮ (ଓଡ଼ିଆ ପୁଅ) - ଓଡ଼ିଶାର ଚାଷୀ କୃଷିକାର୍ଯ୍ୟ ପାଇଁ ଠିକଣା ସମୟରେ ବିଜୁଳି ନ ପାଉଥିବା ବେଳେ ରାଜ୍ୟ ସରକାର ଅନେକ ଶିଳ୍ପପତିମାନଙ୍କ ଉପରେ ପଡ଼ିରହିଥିବା ବକେୟା ବିଜୁଳି ଶୁଳଳ୍କ...

ଜାତୀୟସ୍ତରରେ ଓଡିଶା ଡାକ ପରିମଣ୍ଡଳ ଚମ୍ପିଆନ ବିବେଚିତ

0
ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମିତ୍ତ ଜାତୀୟସ୍ତରରେ ଓଡିଶା ଡାକ ପରିମଣ୍ଡଳ ସର୍ବଶ୍ରେଷ୍ଠ ଡାକ ପରିମଣ୍ଡଳ ଭାବରେ ବିବେଚିତ ହୋଇଅଛି। ଭାରତୀୟ ଡାକ ବିଭାଗ ଦ୍ୱାରା...

୫ ଦଫା ଦାବି ପୂରଣ ନେଇ ମହାମହିମ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା...

0
- ରାଜ୍ୟରେ ତୁରନ୍ତ ଓବିସି କମିଶନ ନିଯୁକ୍ତି କରାଯାଉ - ପଛୁଆ ବର୍ଗର ଛାତ୍ର ଓ ଛାତ୍ରୀଙ୍କୁ ବୃତି ପ୍ରଦାନ କରାଯାଉ - ପଛୁଆ ବର୍ଗର ଛାତ୍ର ଓ ଛାତ୍ରୀଙ୍କୁ ବୃତି ପ୍ରଦାନ, ଉଭୟ ସରକାରୀ...

ସାତଶଙ୍ଖ ଉତରାୟଣୀ ଶୀତଳଭଣ୍ଡାରରେ ହଜାର ହଜାର କ୍ୱିଂଟାଲ ଆଳୁ ଗଜା ହେବା ପ୍ରସଙ୍ଗ :...

0
- ପୁରୀ ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାରରେ ଗଜା ହେଲା ୪୦୦୦ କ୍ୱିଂଟାଲ ଆଳୁ - ବିଜୁଳି କଟିବା ପରେ ବିକଳ୍ପ ବିଜୁଳି ବ୍ୟବସ୍ଥା କରିପାରିଲା ନାହିଁ ପ୍ରଶାସନ - ଗଜା ହୋଇଥିବା ଆଳୁର କ୍ଷତିପୂରଣ...

ଲୋକସଭାରେ ହୀରାକୁଦ ଓ ଏହାର ବିସ୍ତାପିତଙ୍କ ଦୁଃଖ ଉତଥାପନ କଲେ ସୁରେଶ ପୁଜାରୀ

0
ସମ୍ବଲପୁର, ୫/୮ (ଓଡ଼ିଆ ପୁଅ) ହୀରାକୁଦ ନଦୀବଂଧର ବିଭିନ୍ନ ସମସ୍ୟାର ତ୍ୱରୀତ ଓ ସ୍ତାୟୀ ପ୍ରତିକାର ପାଇଁ ବରଗଡ ଲୋକସଭା ସଦସ୍ୟ ସୁରେଶ ପୂଜାରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶୁକ୍ରବାର...

ଗିରଫ ହେଲେ ମେହେବୁବା

0
ନୂଆଦିଲ୍ଲୀ, ୦୫/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ,): ଆଜି ଗିରଫ ହୋଇଛନ୍ତି କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ମୁଖ୍ୟ ମେହବୁବା ମୁଫତି । ଗତକାଲିଠାରୁ ନଜରବନ୍ଦୀ ଥିଲେ ମେହବୁବା । ଗିରଫ...

ଅନୁଚ୍ଛେଦ ୩୭୦ ଉପରେ ଅମିତ ଶାହାଙ୍କ କଣ ମନ୍ତବ୍ୟ

0
ନୂଆଦିଲ୍ଲୀ, ୦୫/୦୮: ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଜାମ୍ମୁକାଶ୍ମୀର ଉପରୁ ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରାଯାଇଥିଲା । ଏନେଇ ରାଜ୍ୟସଭାରେ ବକ୍ତବ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେଠାରେ...

କୋଇଲା ଖଣିରୁ ଆଉ ଏକ ମୃତ ଦେହ ଉଦ୍ଧାର

0
ତାଳଚେର,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ତାଳେଚେର ଭରତପୁର କୋଇଲା ଖଣିରୁ ଉଦ୍ଧାର ହୋଇଛି ଆଉ ଜଣେ ଶ୍ରମିକଙ୍କ ମୃତଦେହ। ସୁରକ୍ଷାକର୍ମୀଙ୍କ ମୃତଦେହ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୂର୍ବରୁ ଗୋଡ଼ ଓ ଶରୀରର...

ମୋଦିଙ୍କୁ ଟାର୍ଗେଟ କଲେ ମୁଫତୀ

0
ଜମ୍ମୁ,୫ /୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀର ପାଇଁ ସମ୍ବିଧାନରେ ଥିବା ଧାରା ୩୭୦ ଓ ୩୫-ଏ ଉଠିବା ପରେ ଏବେ ପରିସ୍ଥିତି ସରଗରମ ହୋଇପଡିଛି । ଅନ୍ୟପଟେ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ବା ପିଡିପି...

ଡଙ୍ଗା ବୁଡି ୩୩ ମୃତ

0
ଫିଲିପାଇନ୍ସ,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଫିଲିପାଇନ୍ସରେ ଭୟଙ୍କର ତୋଫାନ ହେବା ଫଳରେ ସମୁଦ୍ରରେ ତିନୋଟି ଡଙ୍ଗା ବୁଡି ୩୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ରହିଛନ୍ତି। ସୂଚନା ମୁତାବକ, ଫିଲିପାଇନ୍ସରେ ସମୁଦ୍ର...

ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0
ବିହାର୍,୦୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ବିହାରର ପୁର୍ନିଆ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ମୁଜ୍ଜାଫରନଗରରୁ ସିଲିଗୁଡୀ ଯାଉଥିବା ବସ ଡିଭାଇଡର ସହିତ ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗିଯାଇଛି।...

ଜେଲରୁ କଏଦୀ ଚମ୍ପଟ

0
ନୟାଗଡ଼,୦୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ନୟାଗଡ଼ ଜେଲରୁ ବିଚାରାଧିନ କଏଦୀ ଫେରାର ହୋଇଯାଇଛି । ଫେରାର କଏଦି ଜଣକ ନୟାଗଡ ଟାଉନ ଥାନା ଲେଖନପୁରର ହିଂମାଶୁ ନାୟକ ହୋଇଥିବା ବେଳେ ଡକାୟତ...

ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ

0
ନୂଆଦିଲ୍ଲୀ,୫ /୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): କାଶ୍ମୀରରେ ଦଙ୍ଗାକୁ ଦୃଷ୍ଟିରେ ରଖି ସେଠାକାର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଯଥା-ମେହବୁବା ମୁଫତି ଓ ଉମର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଛି । ତେବେ ଏହାକୁ ବିରୋଧ କରି...

ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ

0
ନୂଆଦିଲ୍ଲୀ,୫ /୦୮:  ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି । ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ପରେ ଏହି ସିସିଏସ ବୈଠକ ଆରମ୍ଭ ହୋଇଯାଇଛି । ଏହି...

ଆଉ ବର୍ଷିବ ୨ ଦିନ

0
ଭୁବନେଶ୍ଵର,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆସନ୍ତା ୨୪ ଘଣ୍ଟା ଭିତରେ ସାରା ରାଜ୍ୟରେ ବର୍ଷା ହେବାର ନାହିଁ । ଏହାଛଡା ୬ ତାରିଖରୁ ବର୍ଷାର ପରିମାଣ ବଢ଼ିବ ସହ ୮ ତାରିଖ ବେଳକୁ...

ବିପଦପୂର୍ଣ୍ଣ ଭାବେ ସମୁଦ୍ରରେ ସ୍ନାନ କରୁଛନ୍ତିି ପର୍ଯ୍ୟଟକ

0
ପୁରୀ,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷାରେ ପୁରୀ ସହରର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏବେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ସମୁଦ୍ର...

କଂଗ୍ରେସ ନେତା କରଣ ସିଂହଙ୍କ ଆବାସରେ ନିଯୁକ୍ତ ପୁଲିସ କର୍ମୀ ନିଜକୁ ମାରିଲା ଗୁଳି,...

0
ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) : ନୂଆ ଦିଲ୍ଲୀର ଚାଣକ୍ୟପୁରୀରେ କଂଗ୍ରେସ ନେତା କରଣ ସିଂହଙ୍କର ଆବାସରେ ନିଯୁକ୍ତ ଜଣେ ପୁଲିସ କର୍ମୀ କଥିତ ରୂପରେ ନିଜକୁ ଗୁଳି ମାରବାରୁ ଗୁରୁତର...

ଶ୍ରାବଣ ମାସ ତୃତୀୟ ସୋମବାର, ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ

0
ଭୁବନେଶ୍ଵର,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ଦେବ ଦେବ ମହାଦେବଙ୍କୁ ଜଳ ଲାଗି ପାଇଁ ଶୈବାଳୟରେ ଲାଗିଛି କାଉଡ଼ିଆଙ୍କ...