Home ଓଡ଼ିଶା ମୋଦିଙ୍କୁ ଟାର୍ଗେଟ କଲେ ମୁଫତୀ

ମୋଦିଙ୍କୁ ଟାର୍ଗେଟ କଲେ ମୁଫତୀ

1139

ଜମ୍ମୁ,୫ /୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀର ପାଇଁ ସମ୍ବିଧାନରେ ଥିବା ଧାରା ୩୭୦ ଓ ୩୫-ଏ ଉଠିବା ପରେ ଏବେ ପରିସ୍ଥିତି ସରଗରମ ହୋଇପଡିଛି ।

ଅନ୍ୟପଟେ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ବା ପିଡିପି ମୁଖ୍ୟ ମେହେବୁବା ମୁଫତି ଟ୍ୱିଟ୍ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ମୁଫତି କହିଛନ୍ତି ଯେ, ଗଣତନ୍ତ୍ର ପାଇଁ ଏହା ହେଉଛି କଳାଦିନ । ଏହା ଅଗଣତାନ୍ତ୍ରିକ, ଯାହାର ପରିମାଣ ଭୟଙ୍କର ହେବ । କାଶ୍ମୀରକୁ ଦେଇଥିବା ପ୍ରତିଶ୍ରୁତି ପାଳିଲେନି ମୋଦୀ ସରକାର ।’ଏହା ସହ ଲୋକଙ୍କୁ ଭୟଭୀତ କରି ଭୂଖଣ୍ଡ ଉପରେ ଅଧିକାର ଛାହୁଁଛନ୍ତି ବୋଲି ମୁଫତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.