Home ଆନ୍ତର୍ଜାତୀୟ ଡଙ୍ଗା ବୁଡି ୩୩ ମୃତ

ଡଙ୍ଗା ବୁଡି ୩୩ ମୃତ

809

ଫିଲିପାଇନ୍ସ,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଫିଲିପାଇନ୍ସରେ ଭୟଙ୍କର ତୋଫାନ ହେବା ଫଳରେ ସମୁଦ୍ରରେ ତିନୋଟି ଡଙ୍ଗା ବୁଡି ୩୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ରହିଛନ୍ତି।

ସୂଚନା ମୁତାବକ, ଫିଲିପାଇନ୍ସରେ ସମୁଦ୍ର ମଧ୍ୟରେ ପ୍ରବଳ ଝଡତୋଫାନ ହେବା ଫଳରେ ତିନୋଟି ଡଙ୍ଗା ବୁଡିଯାଇଥିଲା। ଉକ୍ତ ତିନୋଟି ଡଙ୍ଗା ମଧ୍ୟରୁ ୬୨ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଇତିମଧ୍ୟରୁ ଅନ୍ୟ ୩ ଜଣ ମଧ୍ୟ ନିଖୋଜ ରହିଛନ୍ତି ବୋଲି କୋଷ୍ଟ ଗାର୍ଡ ପ୍ରବକ୍ତା ଅରମଣ୍ଡ ବାଲିଲୋ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.