Bureau
ଲଗାଣ ବର୍ଷାରେ ଅସ୍ଥାୟୀ କଲଭର୍ଟ ଧୋଇଗଲା କଳାହାଣ୍ଡି – କନ୍ଧମାଳ ଯୋଗାଯୋଗ ବିଛିନ୍ନ
ବାଲିଗୁଡା, ୮/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ସାରା ରାଜ୍ୟରେ ଲାଗିରହିଛି ବର୍ଷା। ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳ। ରବିବାର ରାତ୍ରିରୁ ଲଗାଣ ବର୍ଷା ହେବା ଫଳରେ...
ସ୍ମାର୍ଟ୍ ସିଟିରେ ଗଡିବ ଇଲେକ୍ଟ୍ରିକ ବସ
ଭୁବନେଶ୍ଵର,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ରାଜଧାନୀ ଭୁବନେଶ୍ବରବାସୀନ୍ଦାଙ୍କ ପାଇଁ ଆସିଛି ଖୁସି ଖବର। ଏବେ ଯାତାୟତକୁ ଅଧିକ ସୁଗମ କରିବା ପାଇଁ ସ୍ମାର୍ଟ ସିଟିକୁ ମିଳିବାକୁ ଯାଉଛି ୫୦ଟି ଇଲେକ୍ଟ୍ରି ବସ୍ । କେନ୍ଦ୍ର...
ଦିଲ୍ଲୀ ସରକାର କଲେ ଏକ ବଡ଼ ଘୋଷଣା, ଏବେ ମିଳିବ ୧୫ ଜିବି ଡାଟା
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଦିନକୁ ଏବେ ମିଳିବ ୧୫ ଜିବି ଡାଟା । ଏନେଇ ଆଜି ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୧୧ ହଜାର ଓ୍ଵାଇଫାଇ ହଟ୍ସ୍ପଟ୍...
ପୋଲିସଙ୍କ ବ୍ୟବହାର ଠିକ୍ ହେବା ଉଚିତ: ବିକେ ଶର୍ମା
ଭୁବନେଶ୍ୱର, ୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଡିଜିପି ପଦରୁ ଆର.ପି.ଶର୍ମା ଅବସର ନେବା ପରେ ସେହି ପଦବିରେ ବି.କେ.ଶର୍ମା ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଭୁବନେଶ୍ୱର...
ଦେଶବାସୀଙ୍କ ସ୍ବପ୍ନ ପୂରଣ ହୋଇଛି: ମୋଦୀ
ନୂଆଦିଲ୍ଲୀ, ୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜାମ୍ମୁକାଶ୍ମୀରରେ ୩୭୦ ଉଚ୍ଛେଦ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଦେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ...
ପାଣି ଭିତରେ ଚାଲିବ ଟ୍ରେନ
ନୂଆଦିଲ୍ଲୀ, ୮ା୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବହୁତ ଶୀଘ୍ର ପାଣିଭିତରେ ଚାଲିବ ଟ୍ରେନ । ଏନେଇ ଆଜି ସୂଚନା ମିଳିଛି । ତେବେ ଏହା ହେବା ଦ୍ବାରା ଏହା ଭାରତର ଏହା ପ୍ରଥମ ଅଣ୍ଡର...
ତିନି ଥର ତଲାକ କହି ସ୍ତ୍ରୀକୁ ଛାଡ଼ପତ୍ର ଦେଲା ସ୍ବାମୀ
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ତଲାକ୍ ତଲାକ୍ ତଲାକ୍ ଏହି ଶଦ୍ଦ ଉଚାରଣ କରି କେହି ତଲାକ ଦେଇପାରିବେନି। ଏଥିପାଇଁ କିଛି ଦିନ ତଳେ ପାର୍ଲାମେଣ୍ଟରେ ଏହାକୁ ଉଚ୍ଛେଦ କରିବା ପାଇଁ ଅଣାଯାଇଛି ସ୍ବତନ୍ତ୍ର...
ନୁସରତଙ୍କ ଟିକଟକ ଭିଡିଓ ଭାଇରାଲ
ମୁମ୍ବାଇ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ଫେସବୁକ୍, ଟୁଇଟର, ଇନଷ୍ଟାଗ୍ରାମ୍ ଏବଂ ଟିକ୍ ଟକ୍ ଭଳି ପ୍ଲାଟଫର୍ମରେ...
ରକ୍ତରେ ଲାଲ୍ ସମୁଦ୍ର
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ସୋସିଆଲ ମିଡିଆରେ ରକ୍ତରେ ଭରା ସମୁଦ୍ର କୁଳର ଫଟୋ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଫଟୋର ରହସ୍ୟ ବୁଝିବାକୁ ଚେଷ୍ଟା କରୁଛନ୍ତି କି ପ୍ରକୃତରେ ଏହା...
ବର୍ଷା ପାଇଁ ଟ୍ରେନ ବାତିଲ
ଭୁବନେଶ୍ୱର,୮ା୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରାଜ୍ୟରେ ଏବେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କିଛି ଟ୍ରେନ ବାତିଲ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଆଜି ୬ଟି ବାତିଲ କରାଯିବା ସହ...
ଏହି ତିନି ଜଣଙ୍କୁ ଭାରତ ରତ୍ନ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୮ା୮,(ଓଡ଼ିଆ ପୁଅ /ପଙ୍କଜି ନାୟକ): ଆଜି ତିନି ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି...
ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟ ରେ ଯୋଗଦେବେ ଆର୍ ପି ଶର୍ମା
ଭୁବନେଶ୍ୱର, ୮ା୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଆର.ପି.ଶର୍ମା । ଡିଜିପି ପଦ ଛାଡ଼ିବା ସହ ନିଜ କାର୍ଯ୍ୟ ରେ ଆଜି ରାଜେନ୍ଦ୍ର ପ୍ରସାଦ ଶର୍ମା...
ସୁଇମିଂ ପୁଲ ତଳେ ସୁନା
ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):୩୦ ହଜାର ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ତଥା ପୁଞ୍ଜି ସ୍କାମର ମାଷ୍ଟରମାଇଣ୍ଡ ମସୁଂର ଖାନଙ୍କ ଘରୁ ମିଳିଛି ୩ କୁଇଣ୍ଟାଲର ନକଲି ସୁନା। ମସୁଂର...
କାଇରୋ ଆନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କଲେ ଭିଏସଏସୟୁଟି ଛାତ୍ର
ସମ୍ବଲପୁର, ୭/୦୮ (ଓଡ଼ିଆ ପୁଅ) ଇଜିପ୍ଟର କାଇରୋ ଏବଂ ଏଲ ଗୋଉନା ଠାରେ ଗତ ୧ରୁ ୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନନୋଲୋଜି- ଏମଆଇଟିର ଫେବ ଲ୍ୟାବ ସମ୍ମିଳନୀରେ ବୁର୍ଲା...
୭ ଅଗଷ୍ଟ – ସାମାଜିକ ନ୍ୟାୟ ଦିବସ ଅବସରରେ ପ୍ରତିବାଦ ବିକ୍ଷୋଭ
- ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପଛୁଆବର୍ଗଙ୍କୁ ୨୭ ଭାଗ ସଂରକ୍ଷଣ ଦାବିରେ ସ୍ମାରକପତ୍ର : ସାମ୍ମାଜିକ ନ୍ୟାୟ ସାମ୍ମୁଖ୍ୟ
ଭୁବନେଶ୍ୱର, ୭ା୮ (ଓଡ଼ିଆ ପୁଅ) : ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ...
ଗଂଜେଇ ଜବତ ତିନି ଗିରଫ, ବାଇକ ଜବତ
ବାଲିଗୁଡା, ୮/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) - ବାଲିଗୁଡା ପୋଲିସ ଦ୍ୱାରା ଗଂଜେଇ ଚାଲଣ ବେଳେ ତିନି ଗିରଫକୁ ହୋଇ ଗିରଫ କରି କୋର୍ଟ ଚାଲଣ କରାଯାଇଛି। ସୂଚନା ପ୍ରକାରେ ଗତକାଲି ବାରଖମା...
ମାଇଁ ସିଟି ଲିଙ୍କସ୍ ପକ୍ଷରୁ ମାଇଁ ସିଟି ଆୱାର୍ଡସ୍ ର ଦ୍ୱିତୀୟ ସଂସ୍କରଣ ଆୟୋଜିତ
ଭୁବନେଶ୍ୱର, ୭ ଅଗଷ୍ଟ ୨୦୧୯ (ଓଡ଼ିଆ ପୁଅ) : ଓଡିଶାର ପ୍ରଥମ ଇଂରାଜୀ ପଡୋଶ ପ୍ରକାଶନ, ମାଇଁ ସିଟି ଲିଙ୍କସ୍ ପକ୍ଷରୁ ଆଜି ଏଠାରେ ଆୟୋଜିତ ମାଇଁ ସିଟି ଆୱାର୍ଡସ୍ ର ଦ୍ୱିତୀୟ...
ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ୱର୍ଗତାଃ ସୁଷମା ସ୍ୱରାଜଙ୍କ ବିୟୋଗରେ...
- ସ୍ୱର୍ଗତାଃ ସୁଷମା ସ୍ୱରାଜଜୀଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀକ୍ଷତି
- ପୁଷ୍ପମାଲ୍ୟ ଦେଇ ଶୋକ ବ୍ୟକ୍ତ କଲେ ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପଦାଧିକାରୀ
- ଆସନ୍ତାକାଲି ଆୟୋଜିତ ହେବ...
ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ‘ମେକ୍ ଇନ୍ ଓଡିଶା’ ବର୍ତମାନ ବୌଦ୍ଧରେ ବାସ୍ତବତାର ରୂପ ନେଉଛି
- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧରେ ଉଦ୍ ଘାଟିତ ହେଲା ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ।
- ବୌଦ୍ଧଜିଲ୍ଲାର ଆର୍ଥିକ ପ୍ରଗତି ଓ ଅଭିବୃଦ୍ଧିରେ ବୌଦ୍ଧ ଡିଷ୍ଟିଲାରୀ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଭୁବନେଶ୍ୱର ୮-୮...
ସମାଜସେବୀ ଶୈଳବାଳାଙ୍କ ଅନନ୍ୟ କାର୍ଯ୍ୟକ୍ରମ
ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସମାଜସେବୀ ଶୈଳବାଳା ଷଡଙ୍ଗୀ ବନ୍ଧୁତ୍ୱ ଦିବସ ଉପଲକ୍ଷେ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୈତିକ ଶିଶୁ ସେବାଶ୍ରମ ଠାରେ ଅନ୍ତେବାସୀଙ୍କୁ ଉତ୍ସାହିତ କରିବା ପାଇଁ ଖାତା,...



