Home ଓଡ଼ିଶା ଫୁଲିଲା ଧନୁଆ ନଦୀ : ଗାଁ ରେ ପଶିଲା ଧନୁଆ ପାଣି

ଫୁଲିଲା ଧନୁଆ ନଦୀ : ଗାଁ ରେ ପଶିଲା ଧନୁଆ ପାଣି

63

ପୁରୀ ୧୮-୮ (ଓଡ଼ିଆ ପୁଅ) ଫୁଲିଲା ଧନୁଆ ନଦୀ। ଗାଁ ରେ ପଶିଲା ଧନୁଆ ପାଣି। ପୁରୀ ନିମାପଡ଼ା ବ୍ଲକର ଧନୁଆ ନଦୀରେ ବନ୍ୟା ପ୍ରଭାବରେ ୫ ପଂଚାୟତର ୨୦ ରୁ ଉର୍ଦ୍ଧ୍ବ ଗ୍ରାମ ପ୍ରଭାବିତ ହୋଇଛି। ଧନୁଆ, ଅଲଣ୍ଡା, ଶଗଡ଼ା, ବଡ଼ ମାଛପୁର ପଂଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛି। ବିଶେଷ କରି ଧନୁଆର ଦେଖତା, ଦିହସାହି, ସୁନୁ ଗୁରୁଡ଼ି, ବଉଲ ପଡ଼ା, ବଣିଆ ସହି ଜଳମଗ୍ନ ଥିବା ବେଳେ ଏକର ଏକର ଧାନ ଜମି ଜଳମଗ୍ନ ହୋଇଛି। ସେହିପରି ପିପିଲିର କାଜିପାଟଣାରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁ ପିପିଲି ନିମାପଡ଼ା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।
– ବିଜୟ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.