Home Authors Posts by Bureau

Bureau

17676 POSTS 0 COMMENTS

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ତାଲିମ ଶିବିର

0
ନବରଙ୍ଗପୁର ୨୨.୦୮ (ଓଡ଼ିଆ ପୁଅ) : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଦଶହରା ପଦା ଠାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ପଚିଶ ଜଣ ସଭ୍ୟ ସଭ୍ୟାଙ୍କୁ ନେଇ...

ନାଟ୍ୟକାର ୰ ରଣଜିତ୍ ପଟ୍ଟନାୟକଙ୍କ ପାଇଁ ଓଡ଼ିଶା ନାଟ୍ୟସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

0
ଭୁବନେଶ୍ୱର, ୨୨ା୮ (ଓଡ଼ିଆ ପୁଅ) : ଗତ ସନ୍ଧ୍ୟାରେ ଓଡ଼ିଶା ନାଟ୍ୟସଂଘ ତରଫରୁ ଦିବଂଗତ ମହାନ୍ ନାଟ୍ୟକାର ଓ ନିର୍ଦ୍ଦେଶକ ସ୍ୱର୍ଗତ ରଣଜିତ୍ ପଟ୍ଟନାୟକଙ୍କ ଆବର୍ତ୍ତମାନରେ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ...

ପୁରୁଷ ବିଶ୍ୱକପ ହକି ୨୦୨୩ ପାଇଁ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ : ବିଶ୍ୱସ୍ତରୀୟ...

0
ଭୁବନେଶ୍ୱର, ୨୨ ଅଗଷ୍ଟ (ଓଡ଼ିଆ ପୁଅ) ୨୦୨୩ ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ କିପରି ଏକ ବିଶ୍ୱସ୍ତରୀୟ ଚମତ୍କୃତ ଇଭେଣ୍ଟ ହେବ ସେଥିପାଇଁ ରାଜ୍ୟ ସରକାର ଅଣ୍ଟାଭିଡ଼ିବା ଆରମ୍ଭ...

ବାଲିଗୁଡା : ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବାଲିଗୁଡା ବିଡ଼ିଓ ଙ୍କୁ ସ୍ୱାଗତ...

0
ବାଲିଗୁଡା ୨୨-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ବାଲିଗୁଡା ବିଡ଼ିଓ ତଥା ବ୍ଲକ କଳା...

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ମଜବୁତ୍ କରିବାରେ ଶିକ୍ଷା ଏକ ପ୍ରମୁଖ ସ୍ତମ୍ଭ – ଧର୍ମେନ୍ଦ୍ର ପ୍ରଧାନ

0
ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ କେନ୍ଦ୍ରମନ୍ତ୍ରୀ · ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ-ଅଧ୍ୟକ୍ଷତା · ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଓ ଖଣ୍ଡୁଆ ପାଟ ପ୍ରଦାନ କଲେ · ଭାରତରେ...

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ, ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

0
କେନ୍ଦ୍ରାପଡ଼ା ୨୨-୮ (ଓଡ଼ିଆ ପୁଅ) ସକାଳ ୮ ଟା ପରିବର୍ତ୍ତେ ୧ ଘଣ୍ଟା ଡେରିରେ ସକାଳ ୯ ଟା ରେ ଖୋଲୁଛି ଡାକ୍ତରଖାନାର ମୁଖ୍ୟ ଦ୍ୱାର। ଡାକ୍ତର ଆସୁଛନ୍ତି ଦେଢ଼ ଘଣ୍ଟା ଡେ଼ରିରେ...

ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

0
ବାଲିଗୁଡା ୨୨-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ...

ବନ୍ୟା ବିପଦ ପରେ ଏବେ ଦାଉ ସାଧୁଛି ବିଦ୍ୟୁତ୍ : ଉପୁଡି ପଡିଛି ବିଦ୍ୟୁତ...

0
ପୁରୀ ୨୨-୮ (ଓଡ଼ିଆ ପୁଅ) ବନ୍ୟା ବିପଦ ପରେ ଏବେ ଦାଉ ସାଧୁଛି ବିଦ୍ୟୁତ୍। ଉପୁଡି ପଡ଼ିଛି ବିଦ୍ୟୁତ ଖୁଣ୍ଟ। ଦୁଇ ଦିନ ହେବ ଅନ୍ଧାର ଘେରରେ ପୁରୀ ଜିଲ୍ଲାର ଡ଼େଲାଙ୍ଗ ଓ...

ପୁରୀର ଧନୁଆ ନଦୀର ବନ୍ୟାରେ ସୁବର୍ଣ୍ଣପୁର ଗବକୁଣ୍ଡ ରାସ୍ତାର ସୃଷ୍ଟି ହେଇଛି କୋଡ଼ିଏ ଫୁଟର...

0
ପୁରୀ ୨୨-୮ (ଓଡ଼ିଆ ପୁଅ) ପୁରୀର ଧନୁଆ ନଦୀର ବନ୍ୟାରେ ସୁବର୍ଣ୍ଣପୁର ଗବକୁଣ୍ଡ ରାସ୍ତାର ନନ୍ଦୀଗୋରଡ଼ା କେନାଲ ବନ୍ଧରେ ସୃଷ୍ଟି ହେଇଛି କୋଡ଼ିଏ ଫୁଟ ର ଘାଇ। ଏହି ଘାଇ ଦ୍ଵାରା ପ୍ରଭାବିତ...

ଭଉଣୀ ଘରୁ ଫେରୁଥିବା ବେଳେ ଦୁର୍ଘଟଣା : ଯୁବକଙ୍କ ମୃତ୍ୟୁ

0
ପୁରୀ ୨୨-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଳମ୍ବିତ ରାତିରେ ଭଉଣୀ ଘରୁ ଫେରୁଥିବା ବେଳେ ଦୁର୍ଘଟଣା। ପୁରୀ ଜିଲ୍ଲା ଗୋପ ଥାନା ଅଧିନ ଖଡିସ ଠାରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ।...

ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

0
ପୁରୀ ୨୨/୮ (ଓଡ଼ିଆ ପୁଅ) ଆଜି ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ଭିନ୍ନକ୍ଷମ କାଳୁ ପ୍ରଧାନଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ଗିରିସୋଲା ଅନ୍ତର୍ଗତ...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ

0
ପୁରୀ ୨୨-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ। ବୁଧବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଯେଉଡ଼ ଭୋଗ ପରେ...

ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୈତରଣୀ ଓ କାଣୀରେ ପୁଣି ଆସୁଛି ବନ୍ୟା

0
ଯାଜପୁର ୨୧।୮ (ଓଡ଼ିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଆନନ୍ଦପୁର ଓ ରେଙ୍ଗାଲି ଡ୍ରାଇଭରକୁ ପାଣି ଛଡାଯିବାରୁ ବୈତରଣୀ ନଦୀରେ ଦ୍ବିତୀୟ ଥର ପାଇଁ ବନ୍ୟା ସୃଷ୍ଟି...

ଅନନ୍ତ ଡିଏଭି ପବ୍ଲିକ ସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ

0
ତାଳଚେର, ୨୧/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ସ୍ଥାନୀୟ ମହାନଦୀ କୋଲଫିଲ୍ଡସ ଲିଃ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ୍, ଅନନ୍ତବିହାର ପରିସରରେ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି।...

ରାଜ୍ୟରେ ଆଜି ୨୦୩ ନୂଆ ଆକ୍ରାନ୍ତ

0
ଭୁବନେଶ୍ୱର ୨୨-୮ (ଓଡିଆ ପୁଅ) ରାଜ୍ୟରେ ଆଜି ୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୨୦୩ ୦-୧୮ ବର୍ଷର : ୩୧ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୯ - ସ୍ଥାନୀୟ ଅଞ୍ଚଳରୁ୮୪ ୧- ବାଲେଶ୍ୱର ଜିଲ୍ଲାରୁ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୯,୫୩୧...

0
ନୂଆ ଦିଲ୍ଲୀ ୨୨-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୯,୫୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୭,୬୪୮ କୁ ହ୍ରାସ...

୨୨ ଅଗଷ୍ଟ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ...

ପୁରୀରେ ଆଉ ଦୁଇ ଦିନ ସ୍କୁଲ୍ ସ୍କୁଲ୍ ଛୁଟିପାଇଁ ନିର୍ଦ୍ଦେଶ ଦେଲେ ଗଣ ଶିକ୍ଷାମନ୍ତ୍ରୀ

0
ପୁରୀ ୨୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ସୁଧୁରି ନାହିଁ। ଅନେକ ଅଞ୍ଚଳ ଜଳବନ୍ଦୀ ଘେରରେ ରହିଛି। ଛାତ୍ରଛାତ୍ରୀ ମାନେ ସ୍କୁଲ୍ ଯିବା ସମ୍ଭବ ନୁହେଁ। ଏଣୁ ପୁରୀ...

ଜିଲ୍ଲା କଂଗ୍ରେସ ଭବନରେ ସଦଭାବନା ଦିବସ ପାଳିତ

0
କେନ୍ଦ୍ରାପଡ଼ା, ୨୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀ...

ଆଦର୍ଶ ପ୍ରଧାନ ଶିକ୍ଷକ ଜଗଜ୍ଜୀବନ ସାହୁଙ୍କ ଏକାଦଶରେ ଶ୍ରଦ୍ଧାଞ୍ଜଳି ସଭା

0
କେନ୍ଦ୍ରାପଡ଼ା, ୨୧ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିକିରାଇ ପଞ୍ଚାୟତ ଅନ୍ତର୍ଗତ ହରିପୁର ମଧ୍ୟଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗତଜ୍ଜୀବନ ସାହୁଙ୍କର ୫୬ବର୍ଷ ବୟସରେ ଗତ ୯ ତାରିଖରେ ବିୟୋଗ ହୋଇଯାଇଥିଲା। ତାଙ୍କ...