Bureau
ଯୁବକଙ୍କ ଉପରକୁ ଗୁଳିମାଡ
ବଲାଙ୍ଗୀର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ବଲାଙ୍ଗୀର କଣ୍ଟାବାଞ୍ଜି ରେ ଯୁବକଙ୍କ ଉପରକୁ ହୋଇଛି ଗୁଳିମାଡ । ସେ ଆସୁଥିବା ବେଳେ ତାଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳିମାଡ କରିଥିଲା । ଗୁଳିମାଡ ଫଳରେ...
ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପ ଫାଇନାଲରେ ମ୍ୟାରିକମ
ନୂଆଦିଲ୍ଲୀ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ରୁଷିଆର ଉଲାନ ଉଦେରେ ଚାଲିଥିବା ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍ରେ ଗୁରୁବାର ଦିନ ୫୧ କେଜି ବର୍ଗର ସେମିଫାଇନାଲରେ ଭାରତର ମ୍ୟାରି କମ୍ ପ୍ରବେଶ କରିଛନ୍ତି ।...
ଓଡ଼ିଆ ଯବାନ ପ୍ରବୀର ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ
ଯାଜପୁର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଓଡ଼ିଆ ଯବାନ ପ୍ରବୀର ନାୟକଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଯାଜପୁରସ୍ଥିତ କଚେରୀ ଗାଁରେ ତାଙ୍କ ଅନ୍ତେଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରବୀର...
ପାଣିଟାଙ୍କିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଭୁବନେଶ୍ଵରରେ ଏକ ସରକାରୀ କ୍ଵାର୍ଟରର ପାଣିଟାଙ୍କିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ୟୁନିଟ୍-୯ ସ୍ଥିତ ୨ଆରବି-୧୩୦ ନଂ କ୍ବାର୍ଟରର ପାଣିଟାଙ୍କିରୁ ଏହି ମୃତଦେହ...
ଗାଁ ବିଲରୁ ମୁର୍ମୂଷ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର
ମୟୁରଭଞ୍ଜ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାହ୍ନୁପୁର ଗାଁ ବିଲରୁ ମୁର୍ମୂଷ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର...
କାଠଯୋଡି ପୋଲରୁ ଡେଇଁବା ଘଟଣା, ମିଳିନାହିଁ ଦେବବ୍ରତ୍ତଙ୍କ ପତ୍ତା
କଟକ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଗତକାଲି କାଠଯୋଡି ଉପରୁ ତଳକୁ ଡେଇଁ ପଡ଼ିଥିବା ଦେବବ୍ରତ ମହାପାତ୍ରଙ୍କ ଏଯାଏଁ କିଛି ପତ୍ତା ମିଳିପାରିନାହିଁ । କାଲି ଅନେକ ଖୋଜାଖୋଜି ପରେ ଆଜି ବି ଖୋଜା...
ଚାକିରୀରୁ ବିଦା ହେଲେ ଆଠଗଡ଼ ଡିଏଫଓ ସୁଧାଂଶୁ ଶେଖର ମିଶ୍ର
ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଚାକିରୀରୁ ବହିଷ୍କାର ହୋଇଛନ୍ତି ଆଠଗଡ଼ ଡିଏଫଓ ସୁଧାଂଶୁ ଶେଖର ମିଶ୍ର । ନିଜ ସଂପତ୍ତି ର ସଂପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇ ପାରିନଥିବାରୁ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...
ସଲମାନଙ୍କ ଘରେ ପହଞ୍ଚିଲା ପୋଲିସ
ମୁମ୍ବାଇ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଦବଙ୍ଗ ଖାନ ସଲମାନଙ୍କ ଘରେ ଚଢାଉ କରିଛି ମୁମ୍ବାଇ ପୋଲିସ । ଚଢ଼ାଉ କରି ୨୯ ବର୍ଷ ତଳର ଜଣେ ମୋଷ୍ଟ ୱଣ୍ଟେଡ ଅପରାଧୀକୁ ପୋଲିସ ଗିରଫ...
ଢାବା ଉପରକୁ ଅତର୍କିତ ବୋମା ମାଡ଼
ପୁରୀ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଢାବା ଉପରକୁ ଅତର୍କିତ ବୋମା ମାଡ଼ । ରାମିଚଣ୍ଡି ଥାନା ଅଧୀନ ଛଇତନା କବିରାଜପୁର ଛକରେ ଥିବା ଏକ ଥଣ୍ଡା ଦୋକାନ ଓ ଢାବା ଉପରକୁ ଲଗାତାର...
ନିଆଁରେ ଘର ଭସ୍ମୀଭୂତ
ବାଲେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ଵର ଜିଲ୍ଲା ରସାଳପୁର ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସର୍ଟସର୍ସର୍ଟ ଯୋଗୁଁ ନିଆଁ ଲାଗି ୪ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି...
ନକଲି ଜର୍ଦ୍ଦା ଜବତ କଲା ପୋଲିସ
ପୁରୀ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଜବତ ହେଲା ନକଲି ଜର୍ଦ୍ଦା । ଏହା ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ଜବତ ହୋଇଛି । ବଜାରରେ ନକଲି ଜର୍ଦ୍ଦା ବିକ୍ରି ହେଉଥିଲା ବୋଲି ପୋଲିସକୁ ସୂଚନା...
ମନ୍ଦିରରେ କଳାକନା ବୁଲାଇଲେ ଚୋର
ଅନୁଗୁଳ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ମନ୍ଦିରରୁ ଚୋରି କରି କଳାକନା ବୁଲାଇଛନ୍ତି ଚୋର । ଆଜ୍ଞା ହଁ, ଏହି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ୍ ଗାଁର ବରାଳ ବାଲୁଙ୍କେଶ୍ୱର ମନ୍ଦିରରେ...
ଆଉ ଦେଖିବାକୁ ମିଳିବନି ଭିକାରୀ
ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଆଉ ଦେଖିବାକୁ ମିଳିବନି ଭିକାରୀ । ଆଜ୍ଞା ହଁ, ଏହା ସତ୍ୟ । କାରଣ ସରକାର ଏବେ ଭିକାରୀଙ୍କ ଥଇଥାନ ପାଇଁ ଚିନ୍ତା କରୁଛନ୍ତି ଏବଂ ରୋଡମ୍ୟାପ...
ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଉଦ୍ଧାର ହୋଇଛି ଅଜଣା ଯୁବକଙ୍କ ମୃତଦେହ । ବ୍ରହ୍ମପୁର ଗୋଳନ୍ଥରା ଥାନା ମଦନପୁର ଗାଁ ରୁ ଏହି ମୃତଦେହ ଉଦ୍ଧାର ହୋଇଛି । ଏହାକୁ ଦେଖି ପ୍ରଥମେ...
ବାଲେଶ୍ବରରେ ଡେଙ୍ଗୁ ରୋଗୀ ଚିହ୍ନଟ
ବାଲେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ବର ଜିଲ୍ଲାରେ ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି । ଡେଙ୍ଗୁ ରେ ୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବିଶେଷ ଭାବରେ ବାଲେଶ୍ବରର ନୀଳଗିରି...
ପୁରୀ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ପୁରୀ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ପୁରୀ ପିପିଲି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର ଗଛକୁ ପିଟିଛି । ଫଳରେ ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର...
ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଯଦିଓ ରାଜ୍ୟରେ ବର୍ଷା ପରିମାଣ କମିଛି । ମାତ୍ର ଅଳ୍ପ କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା...
ଖୋଲିବ ୧୩୩ ଡାକଘର
ଭୁବନେଶ୍ୱର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଡାକସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଖୋଲିବ ୧୩୩ ଡାକଘର । ଏଥିପାଇଁ ଡାକ ବିଭାଗ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ତେବେ ସମ୍ବଲପୁରରେ...
ବନ୍ଦ ହେଲା ୨ଟି ଗେଟ
ସମ୍ବଲପୁର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ହୀରାକୁଦ ଜଳଭଣ୍ତାରର ୨ ଟି ଗେଟ ବନ୍ଦ କରାଯାଇଛି। ଜଳଭଣ୍ତାରରେ ଜଳ ପତନ ହ୍ରାସ ହୋଇଥିବାରୁ ଏହି ଦୁଇଟି ଗେଟ୍ କୁ ବନ୍ଦ କରାଯାଇଛି ବୋଲି ଜଳଭଣ୍ଡାର...
ସରିଗଲା ଦଶହରା, ବିଦାୟ ନେଲେ ମା’
ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ସରିଗଲା ଦଶହରା ଆଉ ମେଲାଣି ନେଇଛନ୍ତି ମା ଦୁର୍ଗା । ଗତକାଲି ଭସାଣୀ ଥିବାବେଳେ ତାଙ୍କ ଶେଷ ଦର୍ଶନ କରି ଭକ୍ତଙ୍କ ଆଖିରେ ଲୁହ ଭରିଯାଇଛି ।...





