Home ଓଡ଼ିଶା ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା

ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା

833

ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଯଦିଓ ରାଜ୍ୟରେ ବର୍ଷା ପରିମାଣ କମିଛି । ମାତ୍ର ଅଳ୍ପ କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି । ଦିନ ୧୧ଟା ଯାଏଁ ସତର୍କ ରହିବା ସହ ୪ ଜିଲ୍ଲାକୁ ସତର୍କ ବାଣୀ ଦେଇଛି ପାଣିପାଗ ବିଭାଗ । ଚାରି ଜିଲ୍ଲାଗୁଡିକ ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲା ସାମିଲ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.