Home ଓଡ଼ିଶା ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପ ଫାଇନାଲରେ ମ୍ୟାରିକମ

ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପ ଫାଇନାଲରେ ମ୍ୟାରିକମ

217

ନୂଆଦିଲ୍ଲୀ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ରୁଷିଆର ଉଲାନ ଉଦେରେ ଚାଲିଥିବା ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ଗୁରୁବାର ଦିନ ୫୧ କେଜି ବର୍ଗର ସେମିଫାଇନାଲରେ ଭାରତର ମ୍ୟାରି କମ୍ ପ୍ରବେଶ କରିଛନ୍ତି । କ୍ବାର୍ଟରରେ କଲମ୍ବିଆର ଇନ୍‌ଗ୍ରିଟ୍‌ ଭାଲେନ୍‌ସିଆଙ୍କ ୫-୦ରେ ହରାଇ ସୁପରମମ୍‌ ମ୍ୟାରି କମ୍ ସେମୀ ଫାଇନାଲ୍‌ରେ ସ୍ଥାନ ସଂରକ୍ଷିତ କରିଛନ୍ତି ।ଏଥିସହିତ ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ମ୍ୟାରି କମ୍ ନିଜର ଅଷ୍ଟମ ମେଡାଲ ସୁନିଶ୍ଚିତ କରିଛନ୍ତି । ୩୬ ବର୍ଷୀୟା ମ୍ୟାରି କମ୍‌ ବିଶ୍ବ ବକ୍ସିଂ ଚାମ୍ପିଅନସିପ୍‌ରେ ଅଷ୍ଟମ ମେଡାଲ ଜିତିବାର ଗୌରବ ଅର୍ଜନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.