Home ଓଡ଼ିଶା ସରିଗଲା ଦଶହରା, ବିଦାୟ ନେଲେ ମା’

ସରିଗଲା ଦଶହରା, ବିଦାୟ ନେଲେ ମା’

160

ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ସରିଗଲା ଦଶହରା ଆଉ ମେଲାଣି ନେଇଛନ୍ତି ମା ଦୁର୍ଗା । ଗତକାଲି ଭସାଣୀ ଥିବାବେଳେ ତାଙ୍କ ଶେଷ ଦର୍ଶନ କରି ଭକ୍ତଙ୍କ ଆଖିରେ ଲୁହ ଭରିଯାଇଛି । ପୁଣି ଅପେକ୍ଷା ଆର ବର୍ଷକୁ । ତେବେ କଟକ ଓ ଭୁବନେଶ୍ୱରରେ ଭସାଣୀ ଉତ୍ସବ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିପାଇଁ ୩୦୦ ଅଫିସର, ୪ ଜଣ ଅତିରିକ୍ତ ଡିସିପି, ୨ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ, ସାଦା ପୋଷାକଧାରୀ ପୋଲିସ ମୁତୟନ ହୋଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.