Home ଓଡ଼ିଶା ସଡ଼କ ଦୁର୍ଘଟଣାରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ପରଲୋକ

ସଡ଼କ ଦୁର୍ଘଟଣାରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ପରଲୋକ

291

ବାଲେଶ୍ବର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ପ୍ରସିଦ୍ଧ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ଆଜି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏଥିପାଇଁ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ସେ ଫେରିଲା ବେଳେ ଏକ ସ୍କର୍ପିଓ ହଠାତ୍ ବ୍ରେକ ମାରିବାରୁ ସେହି ଗାଡ଼ିରେ ବିଲେଇ ହୋଇ ଦେବେନ୍ଦ୍ର ତଳେ ପଡିଯାଇଥିଲେ । ଠିକ ସେହି ସମୟରେ ଅତି ଦ୍ରୁତ ଗତିରେ ଆସୁଥିବା ବସଟି ତାଙ୍କ ଉପରେ ଚଢ଼ିଯାଇ ଥିଲା । ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.