Home ଓଡ଼ିଶା ବାରହା ନେଲା ବୃଦ୍ଧଙ୍କ ଜୀବନ

ବାରହା ନେଲା ବୃଦ୍ଧଙ୍କ ଜୀବନ

120

କୁଚିଣ୍ଡା,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ବାରହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସାଲେଭାଡି ଗ୍ରାମପଞ୍ଚାୟତ ଲୁନ୍ଦୁରଡିହି ଗ୍ରାମରେ ଘଟିଛି । ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତି ଜଣକ ଚାଷ ଜମିିିକୁ ଯାଇଥିବା ସମୟରେ ବାରହା ତାଙ୍କୁ ଆକ୍ରମଣ କରିଥିଲା । ପରେ ଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.