Home ଓଡ଼ିଶା ବିରୁପା ନଦୀରେ ଭାସିଗଲେ ୨ ଯୁବକ

ବିରୁପା ନଦୀରେ ଭାସିଗଲେ ୨ ଯୁବକ

76

ଜଗତପୁର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ବିରୁପା ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ୨ ଯୁବକ । ନଦୀକୁ ଗାଧୋଈବାକୁ ଯାଇ ଏହି ଅଘଟଣ ଘଟିଛି । ଦୁଇ ଯୁବକ ଜଣକ ଅଜିତ ସାହୁ ଓ ସୁନା ନାୟକ ବୋଲି ଜଣାପଡିଛି । ପରେ ସ୍ଥାନୀୟ ଲୋକେ ଖୋଜାଖୋଜି ପରେ ଜଣଙ୍କୁ ଉଦ୍ଧାର କରିଛନ୍ତି । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.