Bureau
୪ କାଠ ମାଫିଆ ଗିରଫ
ବଡ଼ବିଲ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଗିରଫ ହେଲେ ୪ କାଠ ମାଫିଆ । ବଡ଼ବିଲ ଫରେଷ୍ଟ ରେଞ୍ଜ ଅଧିନରେ ଥିବା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ୪ ଜଣ କାଠ ମାଫିଆଙ୍କୁ ଗିରଫ କରିଛି...
ଗୁରୁଙ୍କ ନାଁ ରେ କଳଙ୍କ
ମୟୁରଭଞ୍ଜ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଗୁରୁ ନାଁ ରେ ଲାଗିଛି କଳଙ୍କ । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗୁରୁଙ୍କ ନାଁ ରେ ଅଭିଯୋଗ ହୋଇଛି ।...
କମ୍ପୁଛି ବିଜେପୁର ପ୍ରଚାର
ଭୁବନେଶ୍ଵର,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପନିର୍ବାଚନ କୁ ଆଉ ରହିଲା ଦିନ ୩ଟା । ଏହି ଶେଷ ତିନିଦିନକୁ ସଫଳ କରିବା ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ...
ନିଆଁ ଲାଗି ୪ ବଖରା ଭସ୍ମୀଭୂତ
ବାଲେଶ୍ଵର,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକ୍ ମହାରାଜପୁର ପଞ୍ଚାୟତ ବୋଇତା ଗ୍ରାମ ଆଦିବାସୀ ସାହିରେ ଅଗ୍ନିକାଣ୍ଡ ଘଟି ମଣ୍ଟୁ ଦଳେଇ ନାମକ ଜଣେ ବ୍ୟକ୍ତିଙ୍କ...
ନିଶା ସଚେତନ କରିବା ପଡିଲା ମହଙ୍ଗା
ନୟାଗଡ଼,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ନିଶାକୁ ବାରଣ କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁରେ ଦେଖିବାକୁ ମିଳିଛି । ତେବେ ସୂଚନା...
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ନୟାଗଡ଼,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନୟାଗଡ଼ କ୍ଷୁଦ୍ର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧି । ଆଜି ଏକାସାଙ୍ଗେ...
ଜଙ୍ଗଲରୁ ହାତୀର ମୃତ ଦେହ ଉଦ୍ଧାର
ସୁନ୍ଦରଗଡ଼,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ସୁନ୍ଦରଗଡ ଜିଲ୍ଲା ରାଣୀ ବଗିଚା ଜଙ୍ଗଲରୁ ଏକ ଜୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀ ପଲ ଭିତରେ ଛୁଆ ହାତୀଟି ଦଳାଚକଟା ହୋଇ...
ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ନୟାଗଡ଼,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଘେରାଉ କରିଛନ୍ତି କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ।ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଥିବା ସଂଘ ଅଭିଯୋଗ କରିଛି...
ବିବାହ ପ୍ରତିଶ୍ରୁତି ଦେଇ ଧୋକ୍କା
କୋରାପୁଟ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଧୋକ୍କା ଦେଇଛନ୍ତି ଜଣେ ଯୁବକ । ସୂଚନା ଅନୁସାରେ, କୋଟପାଡ ଏନଏସି ଅନ୍ତର୍ଗତ ବଡଦୁଆର ସାହିର ଜଣେ ଯୁବକ ସ୍ଥାନୀୟ...
ବାଲିଗୁଡ଼ାରେ ଗଜଲକ୍ଷ୍ମୀ ପୂଜା
ବାଲିଗୁଡ଼ା-୧୭/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) - ମା ପାଟ୍ଟଖଣ୍ଡା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଅନିଷ୍ଠିତ ହୋଇଛି। ବିଭିନ୍ନ ଆଲୋକମାଳା ଓ ତୋରଣରେ ବାଲିଗୁଡ଼ା ସହର ସଜ୍ଜିତ ହୋଇଛି। ବାଲିଗୁଡ଼ା ସହର ତଥା ଆଖପାଖ...
୨୫ ତାରିଖରେ ବନ୍ଦ ଡାକରାକୁ ସଫଳ କରିବାକୁ ଲାଲ ବାହିନୀ ଙ୍କ ଆହ୍ବାନ
ଛତିଶଗଡ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ୨୫ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ଗତକାଲି ରାୟଗଡାରେ ଏନେଇ ମାଓ ପୋଷ୍ଟର ମିଳିଥିଲା । ତେବେ ଆଜି...
ଟ୍ରାଫିକ ସମସ୍ୟାକୁ ନେଇ ଚିନ୍ତାରେ ଲୋକେ
ସୁନ୍ଦରଗଡ଼,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ସୁନ୍ଦରଗଡ଼ କୋଇଡା ବ୍ଲକ ନିକଟରେ ବହୁତ ଟ୍ରାଫିକ ସମସ୍ୟା ଲାଗିରହିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରୁଛନ୍ତି । ତେବେ କୋଇଡା ବ୍ଲକର...
ଆଣ୍ଠୁଏ ପାଣିରେ ଗାଁ
ବଲାଙ୍ଗୀର,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଦେଶ ସ୍ବାଧୀନ ହେବାକୁ ହେଲାଣି ୭୩ ବର୍ଷ । ହେଲେ ବି ପରିସ୍ଥିତି ପୂର୍ବରୁ ଯାହା ଥିଲା ସେୟା । ଲୋକଙ୍କ ସୁବିଧା ସରକାର କୋଟି କୋଟି...
ଭତ୍ତା ପାଇଁ ଧାରଣା
ଗଞ୍ଜାମ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଭତ୍ତା ପାଇଁ ଧାରଣାରେ ବସିଲେ ବୃଦ୍ଧ । ଏହା ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଳକ ଅନ୍ତର୍ଗତ ଦାନପୁରୁ ପଞ୍ଚାୟତରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ...
ଅଧା ବାଟରେ ଟାୟାର ପଙ୍କଚର ଯୋଗୁଁ ଗଲା ରୋଗୀଙ୍କ ଜୀବନ
ରାୟଗଡ଼ା,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଗତକାଲି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜଣେ ରୋଗିଙ୍କୁ ହସ୍ପିଟାଲ ନେବା ସମୟରେ ଅଧା ବାଟରେ ଆମ୍ବୁଲାନ୍ସ ଚକା ପଂକଚର...
ସାଉଦିରେ ବସ କ୍ରାସ; ୩୫ ବିଦେଶୀ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ମୁସଲମାନଙ୍କ ପବିତ୍ର ନଗରୀ କୁହାଯାଉଥିବା ମକ୍କାରେ ଗତକାଲି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ମେସିନ ରେ ବସଟି ପିଟି ହୋଇ କ୍ରାସ ହେବା ଫଳରେ...
ସୁଧୁରୁଛି କାଳିଆର ସ୍ବାସ୍ଥ୍ୟ
କଟକ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): କଟକ ଏସସିବିରେ ଚିକିତ୍ସିତ ହେଉଥିବା କାଳିଆର ସ୍ବାସ୍ଥ୍ୟ ଏବେ ସୁଧୁରୁଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ତାର ସ୍ବାସ୍ଥ୍ୟ ଗୁରୁତର ହେବାରୁ ଭେଣ୍ଟିଲେଟରରେ କାଳିଆ...
ପ୍ରତ୍ୟାବର୍ତ୍ତନ କଲା ମୋୖସୁମୀ
ଭୁବନେଶ୍ଵର,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ୬ ଦୀର୍ଘ ୬ ମାସ ଧରି ବର୍ଷ ହେବା ପରେ ଏବେ ଦେଶରୁ ପ୍ରତ୍ୟାବର୍ତ୍ତନ କରିଛି ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ । ଆଉ ରାଜ୍ୟରେ ବର୍ଷା...
ସନ୍ଦେହ ଜନକ ଭାବେ ମହିଳା ଭିଏଲଡବ୍ଲୁଙ୍କ ମୃତ ଦେହ ଉଦ୍ଧାର
ଯାଜପୁର,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ସରପଞ୍ଚଙ୍କ ଘରୁ ଭିଏଲ୍ଡବ୍ଲୁଙ୍କ ମୃତଦେହ ଉଦ୍ଧାର ହୋଇଛି । ସରପଞ୍ଚଙ୍କ ସରକାରୀ ବାସଭବନର ବାଥ୍...
ଡରାଉଛି ଡେଙ୍ଗୁ
କଟକ,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ଆତଙ୍କ । ଆଜି କଟକ ଏସସିବିରେ ଡେଙ୍ଗୁ ରୋଗରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ଗତ ୮...





