Home କନ୍ଧମାଳ ବାଲିଗୁଡ଼ାରେ ଗଜଲକ୍ଷ୍ମୀ ପୂଜା

ବାଲିଗୁଡ଼ାରେ ଗଜଲକ୍ଷ୍ମୀ ପୂଜା

58

ବାଲିଗୁଡ଼ା-୧୭/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ମା ପାଟ୍ଟଖଣ୍ଡା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଅନିଷ୍ଠିତ ହୋଇଛି। ବିଭିନ୍ନ ଆଲୋକମାଳା ଓ ତୋରଣରେ ବାଲିଗୁଡ଼ା ସହର ସଜ୍ଜିତ ହୋଇଛି। ବାଲିଗୁଡ଼ା ସହର ତଥା ଆଖପାଖ ଅଂଚଳରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଧୂମଧାମ ରେ ଲୋକେ ପାଳିଛନ୍ତି। ମା ପାଟ୍ଟଖଣ୍ଡା ପୂଜା କମିଟି ପକ୍ଷରୁ ସଭାପତି ଲୋକନାଥ ପାଢୀ, ସଂପାଦକ ଶ୍ରୀନିବାସ ରାଓ, ଉପସଭାପତି ଇନ୍ଦ୍ରମଣି ପାତ୍ର ସମେତ କର୍ମକର୍ତ୍ତା ଯୋଗ ଦେଇ ପୂଜା କାର୍ଯ୍ୟ ସଂପାଦକ ହୋଇଛି। ବାଲିଗୁଡ଼ା ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ଦୃଷ୍ଟିରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.