Home ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲା ମୋୖସୁମୀ

ପ୍ରତ୍ୟାବର୍ତ୍ତନ କଲା ମୋୖସୁମୀ

954

ଭୁବନେଶ୍ଵର,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ୬ ଦୀର୍ଘ ୬ ମାସ ଧରି ବର୍ଷ ହେବା ପରେ ଏବେ ଦେଶରୁ ପ୍ରତ୍ୟାବର୍ତ୍ତନ କରିଛି ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ । ଆଉ ରାଜ୍ୟରେ ବର୍ଷା ପରିମାଣ ମଧ୍ୟ କମିଛି । ତେବେ କେଉଁଠି ଅଧିକ ବର୍ଷା ରେକର୍ଡ କରାଯାଇଛି ତ ଆଉ କେଉଁଠି ସ୍ବଳ୍ପ ବର୍ଷା ରେକର୍ଡ କରାଯାଇଛି । ଏହାଛଡା ଅନେକ ଜାଗାରେ ବନ୍ୟା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ପୂର୍ବାହ୍ନ ସୁଦ୍ଧା ସାରା ଦେଶରୁ ମୌସୁମୀ ପ୍ରତ୍ୟାବର୍ତନ କରିବା ସହ ଉତ୍ତରପୂର୍ବ ମୌସୁମୀ ବାୟୁ ପ୍ରବାହିତ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.