Home ଓଡ଼ିଶା ବିବାହ ପ୍ରତିଶ୍ରୁତି ଦେଇ ଧୋକ୍କା

ବିବାହ ପ୍ରତିଶ୍ରୁତି ଦେଇ ଧୋକ୍କା

1104

କୋରାପୁଟ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଧୋକ୍କା ଦେଇଛନ୍ତି ଜଣେ ଯୁବକ । ସୂଚନା ଅନୁସାରେ, କୋଟପାଡ ଏନଏସି ଅନ୍ତର୍ଗତ ବଡଦୁଆର ସାହିର ଜଣେ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ପାଞ୍ଚ ବର୍ଷ ଧରି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ଯୁୁୁୁବତୀ ଯେତେବେଳେ ଗର୍ଭବତୀ  ବୋଲି ଜଣାଇଥିଲେ, ସେତେବେଳେ ଠାରୁ ଯୁବକ ଜଣଙ୍କ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦେବା ଆରମ୍ଭ କରି ଦେଇଥିଲେ । ପରେ ଏନେଇ ଯୁବତୀ ପୋଲିସକୁ ଜଣାଇଥିଲେ । ବର୍ତ୍ତମାନ ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.