Home ଓଡ଼ିଶା ଡରାଉଛି ଡେଙ୍ଗୁ

ଡରାଉଛି ଡେଙ୍ଗୁ

320

କଟକ,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ଆତଙ୍କ । ଆଜି କଟକ ଏସସିବିରେ ଡେଙ୍ଗୁ ରୋଗରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ କଟକ ଏସ୍‌ସିବିରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ଵାର୍ଡର ଆଇସିୟୁରେ ରମା ବାରିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ଚଳିତବର୍ଷ ଡେଙ୍ଗୁ ଜ୍ୱରରେ ଦ୍ୱିତୀୟ ବୋଲି ଜଣାପଡ଼ିଛି। ମୃତ ମହିଳା ଜଣକ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ରମା ବାରିକ ବୋଲି ଜଣାପଡ଼ିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.