Home ଓଡ଼ିଶା ସନ୍ଦେହ ଜନକ ଭାବେ ମହିଳା ଭିଏଲଡବ୍ଲୁଙ୍କ ମୃତ ଦେହ ଉଦ୍ଧାର

ସନ୍ଦେହ ଜନକ ଭାବେ ମହିଳା ଭିଏଲଡବ୍ଲୁଙ୍କ ମୃତ ଦେହ ଉଦ୍ଧାର

139

ଯାଜପୁର,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ସରପଞ୍ଚଙ୍କ ଘରୁ ଭିଏଲ୍‌ଡବ୍ଲୁଙ୍କ ମୃତଦେହ ଉଦ୍ଧାର ହୋଇଛି । ସରପଞ୍ଚଙ୍କ ସରକାରୀ ବାସଭବନର ବାଥ୍‌ ରୁମରୁ ମହିଳା ଭିଏଲଡବ୍ଲୁ ସ୍ମିତାଞ୍ଜଳି ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଅତି  ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହକୁ ପୋଲିସ ଜବତ କରିଛି । ମୃତ୍ୟୁ ର ପଛରେ ପ୍ରକୃତ କାରଣ କ’ଣ ତାହା ଜଣାପଡିନାହିଜ । ହେଲେ ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ,  ଆଜି ହରିଦାସପୁରକୁ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିଲେ ମହିଳା ଭିଏଲଡବ୍ଲୁ ସ୍ମିତାଞ୍ଜଳି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.