Home Authors Posts by Bureau

Bureau

17675 POSTS 0 COMMENTS

କୋଭିଡ-19 ପରିଚାଳନା ଲାଗି 2 ବର୍ଷ (2020-21 ଏବଂ 2021-22) ପାଇଁ ସାଂସଦ ସ୍ଥାନୀୟ...

0
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କୋଭିଡ-19ର ବ୍ୟାପକତାକୁ ରୋକିବା ପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦୁଇ ବର୍ଷ (2020-21...

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ କୋଭିଡ-19 କାଳରେ ଛାତ୍ରଛାତ୍ରୀଙ୍କ ମାନସିକ...

0
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ‘ନିଶଙ୍କ’ଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ ଛାତ୍ରଛାତ୍ରୀଙ୍କ ମାନସିକ...

ରେଳବାଇ ଦ୍ୱାରା 2500 ବଗି ଆଇସୋଲେସନ କୋଚକୁ ରୂପାନ୍ତରୀତ – 40000 ଆଇସୋଲେସନ ବେଡ଼...

0
- ସ୍ୱଳ୍ପ ସମୟ ମଧ୍ୟରେ ରେଳବାଇ ତାହାର ପ୍ରାଥମିକ ଲକ୍ଷ୍ୟର ଅର୍ଦ୍ଧେକ ପୂରଣ କଲା- 40000 ଆଇସୋଲେସନ ବେଡ଼ ବ୍ୟବହାର ପାଇଁ ପ୍ରସ୍ତୁତ - ପ୍ରତିଦିନ ହାରାହାରି 375 କୋଚକୁ କରାଗଲା ପରିବର୍ତ୍ତନ...

ଭାରତରେ ଅଟକି ରହିଥିବା 769 ବିଦେଶୀ ପର୍ଯ୍ୟଟକ ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ ପୋର୍ଟାଲରେ ପଞ୍ଜିକୃତ...

0
- ପର୍ପ୍ୟଟକମାନଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ ପୋର୍ଟାଲ ମାଧ୍ୟମରେ ଯୋଗାଇ ଦେବାକୁ ଉଦ୍ୟମ ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କରୋନା ବିରୋଧୀ ଲଢେଇ ପାଇଁ ଦେଶବ୍ୟାପୀ ଲାଗୁହୋଇଥିବା ଲକଡାଉନ ପରିପ୍ରେକ୍ଷୀରେ ଭାରତର ବିଭିନ୍ନ...

ଓଡ଼ିଶାରେ ପୁଣି ଜଣେ କରୋନା ଆକ୍ରାନ୍ତ – ନୂଆ କରୋନା ପଜିଟିଭ କେସ୍

0
ଭୁବନେଶ୍ୱର ୬-୪ (ଓଡ଼ିଆ ପୁଅ) କେନ୍ଦ୍ରାପଡାର ୩୨ ବର୍ଷ ବୟସ୍କ ଯୁବକଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ଏ ନେଇ ସୂଚନା ଓ ଲୋକ...

ବାଲିଗୁଡା:କରୋନା ଯୋଗୁ ପନିପରିବା ଚାଷୀ ପ୍ରଭାବିତ, ଋଣ ଛାଡ଼ ଦାବି

0
ବାଲିଗୁଡା, ୬/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା (କୋଭିଡ-୧୯) ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ। ଏଥିପାଇଁ ସମସ୍ତ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଛି। ଏହି ସମୟରେ...

ଚାଲବାଜ୍ ଚାଇନାର ଆଉ ଏକ ନୀଚ ପ୍ରକୃତି ..

0
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ପ୍ରଭାବ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବିକାଶଶୀଳ ଦେଶମାନେ ଅନ୍ୟ ଦେଶମାନଙ୍କୁ ଏହାର ମୁକାବିଲା ପାଇଁ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି। କିନ୍ତୁ ଏହି କଠିନ ସମୟରେ...

କରୋନା ପାଇଁ ଲଣ୍ଡା ହେଲେ ୭୫ ପୋଲିସ୍

0
ଭୁବନେଶ୍ୱର: ସମଗ୍ର ବିଶ୍ୱ ପାଇଁ କରୋନା ଭାଇରସ୍ ଏକ ଗମ୍ଭୀର ବିପଦ ଭାବରେ ଉଭା ହୋଇଛି। ଏହି ଭୂତାଣୁ ଯୋଗୁଁ ଭାରତରେ ୨୧ ଦିନର ଲକ୍ ଡାଉନ୍ ଘୋଷଣା କରାଯାଇଛି।ଲକ୍ ଡାଉନକୁ ସଫଳ...

କେବଳ ଭୁବନେଶ୍ୱରରେ ପ୍ରାୟ ୩୦ କରୋନା ଆକ୍ରାନ୍ତ – ସରକାରଙ୍କ ପକ୍ଷରୁ ଆଡଭାଇଜୋରୀ ଜାରୀ

0
ଭୁବନେଶ୍ୱର ୬-୪ (ଓଡ଼ିଆ ପୁଅ) ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୧୬ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ କୁ ବୃଦ୍ଧି ପାଇଛି।...

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାତି ୯ଟାରେ ୯ ମିନିଟ୍ ପାଇଁ ସପରିବାର ଦୀପ ଜାଳିଲେ...

0
ନୂଆଦିଲ୍ଲୀ ଏପ୍ରିଲ ୦୫ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ନୂଆଦିଲ୍ଲୀରେ ପରିବାର ସହ ଦୀପ ଜାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସରଞ୍ଜାମ ସମେତ ନିୟମିତ ବିମାନ ଯୋଗେ ମାଲ ପରିବହନ...

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଲକଡାଉନ ଘୋଷଣା ହେବା ପରଠାରୁ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଜମ୍ମୁ ଓ କଶ୍ମୀର, ଲଦାଖ କେନ୍ଦ୍ର ଶାସିତ...

ଝାଜ୍ଜରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କଲେ ଡ. ହର୍ଷ ବର୍ଦ୍ଧନ

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଏମ୍ସ ଝାଜ୍ଜର ସମନ୍ବିତ କୋଭିଡ-19 ହସ୍ପିଟାଲ ଭାବେ କାର୍ଯ୍ୟ କରିବ। ଏଥିରେ 300 ଆଇସୋଲେସନ ଓ୍ବାର୍ଡ ରହିଛି ଯାହା ରୋଗୀଙ୍କ ପାଇଁ...

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିଙ୍କ ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଆଲୋଚନା

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ପାଠପଢ଼ା କାର୍ଯ୍ୟକ୍ରମ ଜାରି ରଖିବା ନିମନ୍ତେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସ୍ବୟମ ଏବଂ ସ୍ବୟଂ ପ୍ରଭା ସମେତ ଅନ୍ୟାନ୍ୟ ଅନଲାଇନ ଡିଜିଟାଲ ମାଧ୍ୟମକୁ ତୁରନ୍ତ କାର୍ଯ୍ୟକାରୀ...

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ତରଫରୁ ପିଏମ କେଆର ପାଣ୍ଠିକୁ 430...

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) କୋଭିଡ-19ର ମୁକାବିଲା ଏବଂ ଏଥିରେ ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଅର୍ଥ ମନ୍ତ୍ରଣାଳୟ, ଆର୍ଥିକ ପ୍ରତିଷ୍ଠାନ ଓ ସରକାରୀ କର୍ତ୍ତୃତ୍ଵାଧୀନ ବ୍ୟାଙ୍କ/ଉଦ୍ୟୋଗ କର୍ମଚାରୀମାନେ ଆଗେଇ...

କୋଭିଡ-19 ମୁକାବିଲାରେ ଏମଏସଏମଇ ବୈଷୟିକ କେନ୍ଦ୍ରର ଯୋଗଦାନ

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ)  ସମଗ୍ର ଦେଶ ବିଭିନ୍ନ ସ୍ତରରେ କରୋନା ସଂକ୍ରମଣର ମୁକାବିଲା କରୁଥିବା ବେଳେ କେନ୍ଦ୍ର ଅଣୁ, ସୁକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ ଅଧିନସ୍ଥ 18ଟି ବୈଷୟିକ କେନ୍ଦ୍ର...

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଥିବା ବିଭିନ୍ନ ସମସ୍ୟା ନେଇ ସଂଶ୍ଳିଷ୍ଟ ବିଭାଗଗୁଡିକ ସହିତ ଯୋଗାଯୋଗ...

0
- କୋଭିଡ-19 ଲକଡାଉନ କାଳରେ ଶିଳ୍ପ ପ୍ରତିନିଧିଙ୍କ ସହିତ ଶ୍ରୀମତୀ ବାଦଲଙ୍କ ଭିଡିଓ କନଫରେନ୍ସନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ମନ୍ତ୍ରଣାଳୟ...

ଲାଇଫଲାଇନ ଉଡାଣ ବିମାନ ଦ୍ଵାରା ଦେଶବ୍ୟାପୀ 161 ଟନ କାର୍ଗୋ ପରିବହନ

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଲାଇଫଲାଇନ ଉଡାଣ ବିମାନ ଯଥା ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା, ପବନହଂସ ଓ ଅନ୍ୟାନ୍ୟ ଘରୋଇ ବିମାନ ମୋଟ 116ଟି ଉଡାଣ କରିଛନ୍ତି।...

କୋଭିଡ-19 ଲକଡାଉନ ସମୟରେ ସାଧାରଣ ଲୋକଙ୍କ ପାଇଁ ଚିନି, ଲୁଣ ଓ ଖାଇବା ତେଲ...

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) କରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ଚିନି, ଲୁଣ ଓ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେପରି...

ଇପିଏଫଓ ସଦସ୍ୟଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ସଂଶୋଧନ କରିବା ନିମନ୍ତେ ସାନି ନିର୍ଦ୍ଦେଶ

0
କରୋନା ସଂକ୍ରମଣ କାଳରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ର ସଦସ୍ୟମାନଙ୍କୁ ଅନଲାଇନ୍ ସେବା ଯୋଗାଣକୁ ଅଧିକ ସଫଳ ଓ ବ୍ୟାପକ କରିବାକୁ ପଦକ୍ଷେପ ନିଆଯାଇଛି। ତଦନୁସାରେ ଇପିଏଫଓ ସଦସ୍ୟମାନଙ୍କ ରେକର୍ଡଭୁକ୍ତ ହୋଇଥିବା ଜନ୍ମ...

ଭାରତ ସରକାରଙ୍କ ଦ୍ୱାରା ନୀତି ଆୟୋଗ ସିଇଓଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କ୍ଷମତାପ୍ରାପ୍ତ ଗୋଷ୍ଠୀ

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଦେଶରେ ଦେଖା ଦେଇଥିବା କୋଭିଡ଼-19 ମହାମାରୀ ମୁକାବିଲା ସଂପର୍କୀତ କାର୍ଯ୍ୟାନୁଷ୍ଠାନ ସକାଶେ ଘରୋଇ ସଂସ୍ଥା, ଏନଜିଓ ଏବଂ ଆନ୍ତର୍ଜାତିକ ସଂଗଠନମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ...