Home ଓଡ଼ିଶା ଝାଜ୍ଜରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କଲେ ଡ. ହର୍ଷ ବର୍ଦ୍ଧନ

ଝାଜ୍ଜରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କଲେ ଡ. ହର୍ଷ ବର୍ଦ୍ଧନ

532

ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଏମ୍ସ ଝାଜ୍ଜର ସମନ୍ବିତ କୋଭିଡ-19 ହସ୍ପିଟାଲ ଭାବେ କାର୍ଯ୍ୟ କରିବ। ଏଥିରେ 300 ଆଇସୋଲେସନ ଓ୍ବାର୍ଡ ରହିଛି ଯାହା ରୋଗୀଙ୍କ ପାଇଁ ତ୍ବରିତ ଅତ୍ୟାଧୁନିକ ଚିକିତ୍ସା ସୁନିଶ୍ଚିତ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.