Bureau
ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ...
ଭୁବନେଶ୍ବର ୯-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ...
ଗଞ୍ଜାମରେ ପୁଣି ୧୨, ରାଜ୍ୟରେ ଆଜି ସକାଳୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ :...
ଭୁବନେଶ୍ବର ୯-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ...
ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଦଳାଇଲେ ସରକାର ୨୭୧ ନୁହେଁ ୨୭୦
ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ରାଜ୍ୟରେ ମୋଟ କରାନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ବୋଲି ସୂଚନା ପ୍ରଦାନ କରିଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। କିନ୍ତୁ ଜଣେ ୪୨ ବର୍ଷୀୟ ପୁରୁଷ...
ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୪୬, ୩୮୩ ଜଣ ଫେରିଛନ୍ତି
ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୬୬୧୮ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ...
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଫସଲ ବିବିଧିକରଣ ଉପରେ ଗୁରୁତ୍ବ
ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ରାଜ୍ୟରେ ଖରିଫ ଫସଲ ପାଇଁ ୯୬ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ...
କୋଭିଡ୍-୧୯ ମୁକାବିଲା ନିମନ୍ତେ ରାଜ୍ୟରେ ନିଯୁକ୍ତ କରୋନା ଯୋଦ୍ଧାଙ୍କ ତାଲିକା
ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) କୋଭିଡ୍-୧୯ ମୁକାବିଲା ନିମନ୍ତେ ଓଡ଼ିଶାରେ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ଚିକିତ୍ସା ସହାୟକମାନଙ୍କୁ ପ୍ରସ୍ତୁତ ରଖାଯାଇଛି। ସ୍ଵତନ୍ତ୍ର ଭାବେ ଗଠିତ ତାଲିମ ଓ ଦକ୍ଷତା...
ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କଲେ...
ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍ ୨୦୨୦ରୁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ...
ରକ୍ତଦାନ କରିବାକୁ ନବୀନଙ୍କ ନିବେଦନ
ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ଆଜି ବିଶ୍ଵ ଥାଲାସେମିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଭିନ୍ନ ରୋଗରେ ଆକ୍ରାନ୍ତ ଲୋକମାନଙ୍କ ନିମନ୍ତେ ରକ୍ତଭଣ୍ଡାର ଗୁଡ଼ିକରେ ଯଥେଷ୍ଟ...
ଗଞ୍ଜାମ ଜିଲ୍ଲାରେ କୋଭିଡ୍-୧୯ ପରିଚାଳନାପାଇଁ ୩ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତ...
ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ରାଜ୍ୟ ସରକାର ଆଜି ୩ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ କୋଭିଡ୍-୧୯ ପରିଚାଳନାପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଏକ...
ଲକଡାଉନ ସମୟରେ ବେସାହାରା ଶ୍ରମିକଙ୍କୁ ଉପାର୍ଜନ ଯୋଗାଇଛି ଏମଜିଏନଆରଇଜିଏସ
- ସାରା ଦେଶରେ ୫.୯୭ କୋଟି ଶ୍ରମ ଦିବସ ସୃଷ୍ଟି, ରାଜ୍ୟଗୁଡ଼ିକୁ ୨୧, ୦୩୨ କୋଟି ଟଙ୍କାର ପାଣ୍ଠି ଯୋଗାଣ
- ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ଜିଲ୍ଲାର ଜବକାର୍ଡଧାରୀ...
ପୁଣି ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଚିହ୍ନଟ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧
ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) : ପୁଣି ୨୪ ଗଞ୍ଜାମ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...
ପ୍ରବାସୀ ଓଡ଼ିଆଙ୍କର ଅନାହାର ଜନିତ ମୃତ୍ୟୁ କିମ୍ବା ରାସ୍ତାରେ ପଡ଼ି ମୃତ୍ୟୁ ହେଲେ ରାଜ୍ୟ...
ଭୁବନେଶ୍ୱର ତା ୮/୫ (ଓଡ଼ିଆ ପୁଅ) - ପ୍ରବାସରେ ଥିବା ଓଡ଼ିଆମାନେ ନିଜ ରାଜ୍ୟକୁ ଫେରିବା ହୁଏତ ବର୍ତମାନ ସହଜ ଓ ସମ୍ଭବ ନୁହେଁ। ନିଜ ନିଜ କର୍ମକ୍ଷେତ୍ରରେ ରହିବା ବ୍ୟତିତ ତାଙ୍କ...
ପେଟ୍ରୋଲ ଓ ଡିଜେଲ ଉପରେ ମୋଦି ଜିଜିଆ କର ଲଗାଇଛନ୍ତି – ସୁରେଶ କୁମାର...
ଭୁବନେଶ୍ୱର ୮.୫ (ଓଡ଼ିଆ ପୁଅ) - ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୨୦ ବର୍ଷ ତଳକୁ ଫେରି ଆସି ୨୦ ଡଲାଇ ହୋଇଥିବା ବେଳେ ଏହାର ସୁବିଧା ଜନସାଧାରଣ ଉପଲବ୍ଧ ନକରି...
ସେବି (SEBI) ମୁଖ୍ୟାଳୟରେ ମ୍ୟାନେଜର କରୋନା ପଜିଟିଭ୍ – ମୁଖ୍ୟାଳୟ ଆସନ୍ତା ୧୦ ମଇ...
ମୁମ୍ବାଇ ୮-୫ (ଓଡ଼ିଆ ପୁଅ) SEBI (ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ) ମୁଖ୍ୟାଳୟରେ ଜଣେ ମ୍ୟାନେଜର କରୋନା ଆକ୍ରାନ୍ତ ହେବା ପରେମୁଖ୍ୟାଳୟକୁ ଆସନ୍ତା ମେ ୧୦ ତାରିଖ ପଯ୍ୟନ୍ତ ବନ୍ଦ...
ଏୟାରଫୋର୍ସ ମିଗ -୨୯ ବିମାନ ଦୁର୍ଘଟଣାଗ୍ରସ୍ତ – ପାଇଲଟ ସୁରକ୍ଷିତ ଉଦ୍ଧାର
ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଭାରତୀୟ ବାୟୁସେନାର ଏୟାରଫୋର୍ସ ମିଗ -୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କିନ୍ତୁ ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବାୟୁସେନାର...
ତ୍ରିପୁରାରେ ୨୪ ବିଏସ୍ଏଫ୍ କର୍ମଚାରୀ କରୋନା ଆକ୍ରାନ୍ତ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮
ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଗୁରୁବାର ଦିନ ତ୍ରିପୁରାରେ ୨୪ ଜଣ ସୀମା ସୁରକ୍ଷା ବଳ (ବିଏସଏଫ) କର୍ମଚାରୀଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ତେଣୁ ଏହାକୁ ମିଶାଇ ରାଜ୍ୟରେ ମୋଟ...
COVID-୧୯ – ଭାରତରେ କରୋନା ଆକ୍ରାନ୍ତ ୫୬, ୩୪୨ ଏବଂ ୧୮୮୬ ମୃତ୍ୟୁ
ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ଆଜି ସକାଳ ୮ଟା ସମୟ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ମୋଟ...
ଔରଙ୍ଗାବାଦ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମଧ୍ୟପ୍ରଦେଶ...
ଭୋପାଳ ୮-୫ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନରେ କଟି ଯାଇଥିବା ୧୭ ଜଣଙ୍କ ମୃତ୍ୟୁ ଦେଶକୁ ଦୋହଲାଇଦେଇଛି। ଔରଙ୍ଗାବାଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମଧ୍ୟପ୍ରଦେଶର ପ୍ରବାସୀ ଶ୍ରମିକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ...
୧୪ ପ୍ରବାସୀ ଶ୍ରମିକ ମୃତ ମାଲବାହୀ ଟ୍ରେନ ଚଢ଼ିଯିବାରୁ ଦୁର୍ଘଟଣା
ଔରଙ୍ଗାବାଦ୍ ୮-୫ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ଔରଙ୍ଗାବାଦରେ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଟ୍ରେନ୍ ଚଢ଼ିଯିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ଔରଙ୍ଗାବାଦ-ଜଲନା ରେଳ ଲାଇନରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଁଚିଛି।...
ପୁଣି ୨୬ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ମୋଟ ସଂଖ୍ୟା ୨୪୫ କୁ...
ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ନୂଆ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...










