Home ଓଡ଼ିଶା ରକ୍ତଦାନ କରିବାକୁ ନବୀନଙ୍କ ନିବେଦନ

ରକ୍ତଦାନ କରିବାକୁ ନବୀନଙ୍କ ନିବେଦନ

153

ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ଆଜି ବିଶ୍ଵ ଥାଲାସେମିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଭିନ୍ନ ରୋଗରେ ଆକ୍ରାନ୍ତ ଲୋକମାନଙ୍କ ନିମନ୍ତେ ରକ୍ତଭଣ୍ଡାର ଗୁଡ଼ିକରେ ଯଥେଷ୍ଟ ପରିମାଣର ରକ୍ତ ମହଜୁଦ ରହିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ କୋଭିଡ୍–୧୯ ଲକ୍ ଡାଉନ୍ ତଥା ସାମାଜିକ ଦୂରତ୍ବର ନିୟମାବଳୀ ଅନୁପାଳନପୂର୍ବକ ରକ୍ତଦାନ କରି ସ୍ଵାସ୍ଥ୍ୟସେବାର ଏହି ଆବଶ୍ୟକତା ପୂରଣ କରିବା ପାଇଁ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.