Home Coronavirus Outbreak ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଦଳାଇଲେ ସରକାର ୨୭୧ ନୁହେଁ ୨୭୦

ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଦଳାଇଲେ ସରକାର ୨୭୧ ନୁହେଁ ୨୭୦

398

ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ରାଜ୍ୟରେ ମୋଟ କରାନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ବୋଲି ସୂଚନା ପ୍ରଦାନ କରିଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। କିନ୍ତୁ ଜଣେ ୪୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଯିଏକି ମୁମ୍ବାଇର ଟ୍ରକ୍ ଡ୍ରାଇଭର। ଓଡିଶାରେ ଏକ ସଡ଼କ ଦୁର୍ଘଟଣା କାରଣରୁ ଭୁବନେଶ୍ୱର, ଏମ୍ସରେ ଭର୍ତ୍ତି ହୋଇଛନ୍ତି ତାଙ୍କର କରୋନା ପଜିଟିଭ୍ ଆସିଛି। ଏହି କେସ୍ ମହାରାଷ୍ଟ୍ର ରାଜ୍ୟରେ ଗଣାଯିବ। ତେଣୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.