Home Coronavirus Outbreak କୋଭିଡ୍-୧୯ ମୁକାବିଲା ନିମନ୍ତେ ରାଜ୍ୟରେ ନିଯୁକ୍ତ କରୋନା ଯୋଦ୍ଧାଙ୍କ ତାଲିକା

କୋଭିଡ୍-୧୯ ମୁକାବିଲା ନିମନ୍ତେ ରାଜ୍ୟରେ ନିଯୁକ୍ତ କରୋନା ଯୋଦ୍ଧାଙ୍କ ତାଲିକା

292

ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) କୋଭିଡ୍-୧୯ ମୁକାବିଲା ନିମନ୍ତେ ଓଡ଼ିଶାରେ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ଚିକିତ୍ସା ସହାୟକମାନଙ୍କୁ ପ୍ରସ୍ତୁତ ରଖାଯାଇଛି। ସ୍ଵତନ୍ତ୍ର ଭାବେ ଗଠିତ ତାଲିମ ଓ ଦକ୍ଷତା ବିକାଶ ଟିମ୍‌ଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ସୁଦ୍ଧା ୮୦୨୩ ଡାକ୍ତର, ୮୨୯୬ ଷ୍ଟାଫ୍ ନର୍ସ, ୪୧୦୫ ଲାବୋରେଟୋରୀ ଟେକ୍ନିସିଆନ୍, ୪୧୧୪ ଆୟୁଷ ଡାକ୍ତର, ୪୯୦୫ ଆମ୍ବୁଲନ୍ସ ଡ୍ରାଇଭର, ୧, ୩୫, ୮୨୦ ଏଏନ୍ଏମ୍, ଆଶା/ଅଙ୍ଗନବାଡ଼ି କର୍ମୀ ଏବଂ ୭୨୩୬ ସଫେଇ କର୍ମଚାରୀଙ୍କୁ କୋଭିଡ୍‌-୧୯ ଯୋଦ୍ଧା ଭାବେ ତାଲିକାଭୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.