Bureau
ମହାବାତ୍ୟାର ରୂପ ନେଉଛି ଅମ୍ଫାନ୍
ନୂଆଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ପାନ୍ ସୁପର ସାଇକ୍ଲୋନର ରୂପ ନେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ୧୨...
ରାଜ୍ୟରେ ପୁଣି ୪୮ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ...
ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ...
ଦଶମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ ଆଜି ଘୋଷଣା କରିବ ସିବିଏସଇ
ନୂଆଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ସିବିଏସ୍ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବିଷୟରେ ଏକ ବଡ଼ ଘୋଷଣା ହୋଇଛି। ୧ ରୁ ୧୫ ଜୁଲାଇ ମଧ୍ୟରେ ହେବାକୁ ଥିବା ଦଶମ ଏବଂ...
ଅତି ଭୟଙ୍କର ବାତ୍ୟା ଅମ୍ଫାନ୍ : ଏବେ ପାରାଦୀପଠାରୁ ୮୨୦ କିମି ଦୂରରେ –...
ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ଅତି ଭୟଙ୍କର ବାତ୍ୟାର ପୂପ ନେଇ ସାରିଲାଣି ଅମ୍ଫାନ୍। ଏବେ ପାରାଦୀପଠାରୁ ୮୨୦ କିମି ଦୂରରେ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।...
ସନ୍ଥକବି ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକଙ୍କ ବିରୁଦ୍ଧରେ ଏତଲା
ଈଶ୍ୱର ସଦୃଶ ଭୀମ ଭୋଇଙ୍କ ଚରିତ୍ର ଉପରେ ଅତ୍ୟନ୍ତ ଅରୁଚିକର, କୁତ୍ସିତ, ମିଥ୍ୟାରୋପ ଓ ମହିମା ଧର୍ମକୁ ନିଚ୍ଚା ଦେଖାଇବା ପାଇଁ ଘୃଣିତ ପ୍ରୟାସ ହୋଇଛି: ବିଜେପି
ଭୁବନେଶ୍ୱର, ୧୭/୦୫ (ଓଡ଼ିଆ ପୁଅ) :...
କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ – ଭିତିଭୂମି ଆହୁରି ମଜବୁତ୍...
ଭୁବନେଶ୍ୱର, ୧୭/୦୫ (ଓଡ଼ିଆ ପୁଅ) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ଅନ୍ତିମ ଦିନର ଘୋଷଣାରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି...
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ପତ୍ର – ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ...
ଭୁବନେଶ୍ୱର, ୧୭/୦୫ (ଓଡ଼ିଆ ପୁଅ) : ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡିଆ ଶ୍ରମିକ, ଛାତ୍ର ତଥା ଅନ୍ୟାନ୍ୟ ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ଅଧିକ ଟ୍ରେନ୍ ଚଳାଚଳ ପାଇଁ...
କରୋନା, ବାତ୍ୟା ଓ ଜନଜୀବନ
-ସୌଭାଗ୍ୟ ରଂଜନ ମହାନ୍ତି
ବର୍ତମାନର କାରୁଣ୍ୟ ପରିସ୍ଥିତିରେ ଦେଶ ତଥା ରାଜ୍ୟ କରୋନା ସହ କଡା ମୁକାବିଲା କରିଆସୁଛି। ଏହା ସଫଳତାର ସହ ହୋଇଆସୁଛି। ଅନ୍ୟ ଦେଶ ତୁଳନାରେ ଆମେ ଏବେ ଭଲ ସ୍ଥିତିରେ...
କରୋନା ସମୟରେ ତୈଳଦର ବୃଦ୍ଧି ଜନସାଧାରଣଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା- ନିରଞ୍ଜନ...
ଭୁବନେଶ୍ୱର, ୧୭-୦୫ (ଓଡ଼ିଆ ପୁଅ) : ପ୍ରତିଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଚାଲିଛନ୍ତି। ତାକୁ ସମୀକ୍ଷା କଲେ ଜଣାଯିବ, ଏହି ପ୍ୟାକେଜ୍ ସବୁ ଲୋକଙ୍କୁ ଲୁଟିବାର ଗୋଟିଏ ରାସ୍ତା। ଦିନ ଦ୍ୱିପ୍ରହରରେ...
ଲକ୍ ଡାଉନ୍ ୩୧ ମେ ପର୍ଯ୍ୟନ୍ତ ବୃଦ୍ଧି, ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶାବଳୀ ପଢ଼ନ୍ତୁ...
ନୂଆଦିଲ୍ଲୀ ୧୭-୫ (ଓଡ଼ିଆ ପୁଅ) : କରୋନାଭାଇରସ୍ ବିସ୍ତାରକୁ ହ୍ରାସ କରିବା ପାଇଁ ୫୪ ଦିନରୁ ଜାରି ହୋଇଥିବା ଲକଡାଉନ୍ ୩୧ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ହେଉଛି ଲକଡାଉନ୍ ର...
ଲକଡାଉନ୍ ଅବଧି ବୃଦ୍ଧି – ଲକଡାଉନ୍ ୪.୦ – ୩୧ ମଇ ପର୍ଯ୍ୟନ୍ତ ହେବ
ନୂଆଦିଲ୍ଲୀ ୧୭-୫ (ଓଡ଼ିଆ ପୁଅ) : କରୋନାଭାଇରସ୍ ଦେଶରେ ହଇଚଇ ସୃଷ୍ଟି କରୁଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ହେଲାଣି। ଏପର୍ଯ୍ୟନ୍ତ ୨୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ...
ବାଲିଗୁଡା ଉପଖଣ୍ଡରେ ବାତ୍ୟା ଆଶଙ୍କା ନେଇ ସଚେତନ କଲା ପ୍ରଶାସନ
ବାଲିଗୁଡା,୧୭/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ବାତ୍ୟା ଅମ୍ଫନ୍କୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତଥା ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି। ବହୁ ଲୋକ ଦୁର୍ଗମ...
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅନ୍ତିମ ଆର୍ଥିକ ପ୍ୟାକେଜ ଘୋଷଣା : ମୋଦି ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ...
ନୂଆଦିଲ୍ଲୀ/ଭୁବନେଶ୍ୱର, ମେ ୧୭ (ଓଡ଼ିଆ ପୁଅ) – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଦେଶର ସବୁ ବର୍ଗର ଲୋକଙ୍କ ଜୀବନ...
ରାଜ୍ୟରେ ପୁଣି ୯୧ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ପୁଣି ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ...
ସାମୁଦ୍ରିକ ଝଡ଼ – ଅମ୍ଫାନ, ୨୦ ରେ ସ୍ଥଳଭାଗ ଛୁଇଁବ – କାଲିଠୁ ପ୍ରବଳ...
ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି। ଏହି ବାତ୍ୟାର ନାମକରଣ ଅମ୍ଫାନ ନାମରେ ନାମିତ କରାଯାଇଛି। ବାତ୍ୟା ‘ଅମ୍ଫାନ’ ଆସନ୍ତା ୨୦ ତାରିଖ...
ନୟାଗଡ଼ : କାଠଗଡ଼, ଗଞ୍ଜେଇ ଓ ଜଙ୍ଗଲି ମାଂସ ଜବତ, ୨ ଗିରଫ
ନୟାଗଡ଼, ୧୭ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଗୋଛା ସଂରକ୍ଷିତ ଜଙ୍ଗଲରେ ଦିନକୁ ଦିନ କାଠ ମାଫିଆଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇଛି। ଓଡ଼ଗାଁ ଓ ପଂଚିରିଡ଼ା ବନାଚଂଳ ଟିମ୍ ଦ୍ୱାରା ୧୭ ଖଣ୍ଡ...
ଚାଷୀ ଓ ଶ୍ରମିକଙ୍କ ପାଇଁ ସରକାରଙ୍କୁ ନିରଞ୍ଜନଙ୍କ ନିବେଦନ
ଭୁବନେଶ୍ୱର ୧୬/୫ (ଓଡ଼ିଆ ପୁଅ) – ୧୯୧୯ ମସିହାରେ ଅର୍ନ୍ତରାଷ୍ଟ୍ରୀୟ ଦେଶମାନେ ନିଷ୍ପତି କରିଥିଲେ ଯେ ଶ୍ରମିକମାନଙ୍କ କାର୍ଯ୍ୟ ଦୈନିକ ୮ ଘଂଟା ରହିବ। ଏହି ନିୟମକୁ ପ୍ରଥମଥର ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ...
ଆତ୍ମ ନିର୍ଭର ଭାରତ ଅଭିଯାନରେ ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ...
ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) କରୋନା ମହାମାରୀକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ଜାରି କରିଥିବା ଲକଡାଉନ ଦ୍ୱାରା ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁଡ଼ିକ ବ୍ୟାପକ ଭାବେ...
ବାତ୍ୟା ରୂପ ନେଲା ଅମ୍ଫାନ – ଜାଣନ୍ତୁ ତାଜା ସ୍ଥିତି
ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତରୁ ବାତ୍ୟାର ରୂପ ନେଇଛି। ଏହି ବାତ୍ୟାର ନାମକରଣ ଅମ୍ଫାନ ନାମରେ ନାମିତ କରାଯାଇଛି। ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣରେ ୧୦୪୦...
ସନ୍ଥ କବି ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକଙ୍କ ବିରୁଦ୍ଧରେ ଏତଲା – ମହିମା...
ସନ୍ଥ କବି ଭୀମ ଭୋଇ ହେଉଛନ୍ତି ଗର୍ବ ଓ ଗୌରବ ଏବଂ ମହିମା ଧର୍ମର ଶ୍ରେଷ୍ଠ ପ୍ରଚାରକପୁସ୍ତକରେ ଭୀମ ଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଲେଖାକୁ ଦଳ ପକ୍ଷରୁ ଘୋର...






