Home ଓଡ଼ିଶା ନୟାଗଡ଼ : କାଠଗଡ଼, ଗଞ୍ଜେଇ ଓ ଜଙ୍ଗଲି ମାଂସ ଜବତ, ୨ ଗିରଫ

ନୟାଗଡ଼ : କାଠଗଡ଼, ଗଞ୍ଜେଇ ଓ ଜଙ୍ଗଲି ମାଂସ ଜବତ, ୨ ଗିରଫ

656

ନୟାଗଡ଼, ୧୭ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଗୋଛା ସଂରକ୍ଷିତ ଜଙ୍ଗଲରେ ଦିନକୁ ଦିନ କାଠ ମାଫିଆଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇଛି। ଓଡ଼ଗାଁ ଓ ପଂଚିରିଡ଼ା ବନାଚଂଳ ଟିମ୍ ଦ୍ୱାରା ୧୭ ଖଣ୍ଡ କାଠଗଡ଼ ଓ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଲକ୍ ଡାଉନର ସୁବିଧା ନେଇ ଗୋଛା ସଂରକ୍ଷିତ ଜଙ୍ଗଲରୁ କାଠମାଫିଆମାନେ ବଡ଼ ବଡ଼ ଗଛ କାଟି ଲୁଟି ନେଉଥବାବେଳେ ବନବିଭାଗରେ ଅଭିଯୋଗ ହୋଇଆସୁଥିଲା। କାଠମାଫିଆମାନଙ୍କୁ ଧରିବା ପାଇଁ ପଂଚିରିଡ଼ା ବନବିଭାଗ ଅନୁସନ୍ଧାନ ଚଳାଇଥିବାବେଳେ ଓଡ଼ଗାଁ ବନାଚଂଳ ଟିମ୍ ର ମିଳିତ ଉଦ୍ୟମରେ କାଫମାଫିଆଙ୍କୁ ଧରିବାରେ ସଫଳ ହୋଇଥିଲେ। ସେହିପରି ବେରୁଆଁବାରିରେ ଜଙ୍ଗଲି ମାଂସ ଓ ବନ୍ଧୁକ ଜବତ ହୋଇଥିଲାବଳେ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.