Home Authors Posts by Bureau

Bureau

17675 POSTS 0 COMMENTS

ଉଦୀୟମାନ ତାଇକୋଣ୍ଡୋ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ

0
ବାଲେଶ୍ୱର, ୧୨ା୬(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରତିଭାବାନ ତାଇକୋଣ୍ଡୋ କ୍ରୀଡାବିତ୍ ମେରି ସୋରେନଙ୍କୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ତାଙ୍କୁ ୨୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ବାଲେଶ୍ୱର ବାମପଦା...

ଗୁଡ଼ିପଦାରେ ବର୍ଜ୍ୟବସ୍ତୁ ଡମ୍ପିଂ ୟାର୍ଡ଼କୁ ନେଇ ଜନ ଅସନ୍ତୋଷ

0
ବାଲେଶ୍ୱର, ୧୨ା୬(ଓଡ଼ିଆ ପୁଅ/ଅଭୟ ଦାସ): ପୌରପାଳିକା ପକ୍ଷରୁ ବାଲେଶ୍ୱର ସହରର ଗୁଡ଼ିପଦା ଜନବହୁଳ ଅଞ୍ଚଳରେ ଆଦିବାସୀଙ୍କ ପୂଜାସ୍ଥଳୀ ଜମିକୁ ବର୍ଜ୍ୟବସ୍ତୁ ଡମ୍ପିଂ ୟାର୍ଡ଼ ଭାବେ ବ୍ୟବହାର କରିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ...

ଷଣ୍ଢ ଲଢ଼େଇ ଯୋଗୁଁ ଦେଢ଼ଘଣ୍ଟା ବନ୍ଦ ବିବେକାନନ୍ଦ ମାର୍ଗ

0
ବାଲେଶ୍ୱର, ୧୨ା୬(ଓଡ଼ିଆ ପୁଅ/ଅଭୟ ଦାସ): ରଜ ପାଇଁ ବାଲେଶ୍ୱର ବଜାର ଆଜି ବେଶ୍ ଗହଳି ଥିବା ବେଳେ ସହରର ବିବେକାନନ୍ଦ ମାର୍ଗରେ ହଠାତ ଦୁଇ ଷଣ୍ଢଙ୍କ ଘମାଘୋଟ ଲଢ଼େଇ ଏକ ଅଭାବନୀୟ ପରିସ୍ଥିତି...

କରୋନା କଟକଣାରୁ ଫିକା ଉତ୍କଳୀୟ ଗଣପର୍ବ ‘ରଜ’

0
ବାଲେଶ୍ୱର, ୧୨ା୬(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା ଜନିତ କଟକଣା ପାଇଁ ଉତ୍କଳୀୟ ସଂସ୍କୃତିରେ ଅନ୍ୟତମ ଗଣପର୍ବ, ଆଷାଢ଼ ମାସ ସଂକ୍ରାନ୍ତିର ରଜପର୍ବ ଚଳିତ ବର୍ଷ ଫିକା ପଡ଼ିବ ବୋଲି ଏବେଠାରୁ ସ୍ପଷ୍ଟ...

ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣେ ଅଜଣା ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ

0
ବଲାଙ୍ଗୀର, ୧୨/୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍କୁଟିକୁ ଧକ୍କା ଦେଲା ହାଇୱା। ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର ସୁତପଡ଼ା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ସ୍କୁଟି...

କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା – ଆରୋଗ୍ୟ ହାର ଶତକଡା ୪୯.୪୭ କୁ ବୃଦ୍ଧି...

0
ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ ୪୯.୪୭%ରେ ପହଞ୍ଚିଛି। ୧, ୪୭, ୧୯୪ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୧,...

କରୋନା ସଂକ୍ରମଣ କାଳରେ ସହରାଞ୍ଚଳ ପରିବହନ ସେବା ଯୋଗାଣ

0
-କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଜାରି କଲା ମାର୍ଗଦର୍ଶିକା କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ନଗର ଏବଂ ମେଟ୍ରୋ ରେଳ କମ୍ପାନୀଗୁଡିକୁ...

କରୋନାଭାଇରସ୍ ସ୍ଥିତିକୁ ନେଇ ଜୁନ୍ ୧୬-୧୭ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

0
ନୂଆଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ଭାରତରେ କରୋନାଭାଇରସ୍ ସ୍ଥିତି ସମ୍ପର୍କରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ...

କରୋନାକୁ ପରାସ୍ତ କରି ଘରକୁ ଫେରିଥିବା- ୯୪ ବର୍ଷୀୟ ପ୍ରସିଦ୍ଧ ଉର୍ଦ୍ଦୁ କ୍ରାନ୍ତିକାରୀ କବି...

0
ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) ୯୪ ବର୍ଷୀୟ ପ୍ରସିଦ୍ଧ ଉର୍ଦ୍ଦୁ କ୍ରାନ୍ତିକାରୀ କବି 'ଗୁଲଜାର ଦେହଲଭି' ଙ୍କର ତାଙ୍କର ନୋଏଡ଼ା ସ୍ଥିତ ବାସଭବନରେ ନିଧନ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମିତ ହେବା...

ରାଜ୍ୟମାନେ ଚାହିଁଲେ ଭାରତୀୟ ରେଳ ଯୋଗାଇବ ଶ୍ରମିକ ସ୍ପେଶାଲ ଟ୍ରେନ

0
-ବିଭିନ୍ନ ରାଜ୍ୟ ଏପର୍ଯ୍ୟନ୍ତ ବରାଦ କରିଛନ୍ତି ୬୩ଟି ଶ୍ରମିକ ସ୍ପେଶାଲ ଟ୍ରେନ -୬୩ରୁ ସର୍ବାଧିକ ୩୨ଟି ମାଗିଛି କେରଳ -ଆବଶ୍ୟକତା ଅନୁସାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଯୋଗାଯିବ ଟ୍ରେନ : ରେଳ ବୋର୍ଡ ଅଧ୍ୟକ୍ଷ ରାଜ୍ୟଗୁଡିକର...

ଜିଏସଟି ପରିଷଦର ଆଇନ ଓ ପ୍ରକ୍ରିୟାଜନିତ ସୁପାରିସ

0
ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଏସଟି ପରିଷଦର ୪୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର...

ମରଣାନ୍ତକ ଆକ୍ରମଣ ଘଟଣାରେ ମାମଲା ରୁଜ୍ଜୁ କରି ହାତ ବାନ୍ଧି ବସିଛି ପୁଲିସ

0
ପାଣିକୋଇଲି, ୧୨ା୬ (ଓଡ଼ିଆ ପୁଅ/ଭାସ୍କର ସାହୁ) : କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ସୁକାନ୍ତ ନାୟକ ଓ ତାଙ୍କ ପୁଅ ସୌମ୍ୟଙ୍କୁ ତାଙ୍କ ଗ୍ରାମର ଶ୍ୟାମସୁନ୍ଦର ବାରିକ, ସିପୁନ ବାରିକ, ଲିପୁନ...

ମହାରାଷ୍ଟ୍ରର ତୃତୀୟ ମନ୍ତ୍ରୀ କରୋନା ଆକ୍ରାନ୍ତ

0
ମୁମ୍ବାଇ ୧୨-୬ (ଓଡ଼ିଆ ପୁଅ) ଉଦ୍ଧବ ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ମହାରାଷ୍ଟ୍ରର ତୃତୀୟ ମନ୍ତ୍ରୀ ଯିଏକି କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ବ୍ୟକ୍ତିଗତ...

କୋଭିଡ ମୁକାବିଲା ଲଡାଉନ ସମୟରେ ପୋଲିସର ସଂଯମତା ଓ ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା ଥାନା...

0
ଭୁବନେଶ୍ୱର, ୧୨.୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍.ପି ମାନଙ୍କ...

ରାଜ୍ୟରେ ନୂଆ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ – ଆଉ ଜଣେ ମୃତ

0
ଭୁବନେଶ୍ୱର,୧୧ା୬ (ଓଡ଼ିଆ ପୁଅ): ଆଜି ରାଜ୍ୟରେ ଆଉ ୧୩୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ...

ପୁଣି ଦେଶରେ ୧୦ ହଜାର ନୂଆ ଆକ୍ରାନ୍ତ, ୮ ହଜାର ମୃତ୍ୟୁ, ତିନି ଲକ୍ଷ...

0
ନୂଆ ଦିଲ୍ଲୀ ୧୧-୬ (ଓଡ଼ିଆ ପୁଅ) ଦେଶରେ ଆଜି ରେକର୍ଡ ସଂଖ୍ୟକ ୯,୯୯୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି। ୫୮୨୩ ରୋଗୀ...

ହାଇକୋର୍ଟର ବିଚାରପତିଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ସାବିତ୍ରୀ ରଥ

0
କଟକ ୧୧-୬ (ଓଡ଼ିଆ ପୁଅ) : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ସାବିତ୍ରୀ ରଥ ଆଜି ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଶପଥ...

ଲକଡାଉନ ଉଠିବା ସହ ବୃଦ୍ଧି ପାଉଛି ରେଳ ମାଲ ପରିବହନ

0
- ମେ’ ମାସରେ ଭାରତୀୟ ରେଳ ପରିବହନ କରିଛି ୮୨.୨୭ ନିୟୁତ ଟନ ଅତ୍ୟାବଶ୍ୟକ ସାମଗ୍ରୀ ଯାହା ଏପ୍ରିଲ ମାସ ତୁଳନାରେ ଶତକତା ୨୫ ଅଧିକ - ଏପ୍ରିଲ ପହିଲାରୁ ୯ ଜୁନ ମଧ୍ୟରେ...

“ପ୍ରତି ବୁନ୍ଦା, ଅଧିକ ଶସ୍ୟ” କାର୍ଯ୍ୟକ୍ରମ ଅଧିନରେ ୨୦୨୦- ୨୧ ଆର୍ଥିକ ବର୍ଷ ନିମନ୍ତେ...

0
- ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (ପିଏମକେଏସୱାଇ- ପିଡ଼ିଏମସି) କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ “ପ୍ରତି ବୁନ୍ଦା, ଅଧିକ ଶସ୍ୟ” କାର୍ଯ୍ୟକ୍ରମ ଅଧିନରେ ୨୦୨୦- ୨୧ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ସରକାରମାନଙ୍କ ପାଇଁ...

ଆପଣମାନେ କେବଳ ଆପଣଙ୍କ ପରିବାରର ନୁହେଁ, ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ – ମୁଖ୍ୟମନ୍ତ୍ରୀ

0
ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କର୍ମଶାଳା - - ରାଜ୍ୟରେ କୋଭିଡ ମୃତ୍ୟୁ କମ୍ କରିବା ଓ ସୁସ୍ଥତା ହାର ବୃଦ୍ଧି କରିବାରେ ଓଡିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ...