Home Coronavirus Outbreak ମହାରାଷ୍ଟ୍ରର ତୃତୀୟ ମନ୍ତ୍ରୀ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରର ତୃତୀୟ ମନ୍ତ୍ରୀ କରୋନା ଆକ୍ରାନ୍ତ

131

ମୁମ୍ବାଇ ୧୨-୬ (ଓଡ଼ିଆ ପୁଅ) ଉଦ୍ଧବ ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ମହାରାଷ୍ଟ୍ରର ତୃତୀୟ ମନ୍ତ୍ରୀ ଯିଏକି କରୋନା ଆକ୍ରାନ୍ତ ହୋଇଛନ୍ତି।

ତାଙ୍କର ବ୍ୟକ୍ତିଗତ କର୍ମଚାରୀଙ୍କ ମଧ୍ୟରେ ୬ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

ସୂଚନାଯୋଗ୍ୟଯେ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅତି ଜୋରରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସାଢ଼େ ତିନି ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ ହୋଇଥିବା ବେଳେ ଏବେ ମହାରାଷ୍ଟ୍ରରେ ମୋଟ ସଂକ୍ରମଣ ସଂଖ୍ୟା ଏକ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.