Home Coronavirus Outbreak ରାଜ୍ୟରେ ୫୯୫ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୩୧୨୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ୫୯୫ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୩୧୨୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

162

ଭୁବନେଶ୍ୱର ୧୨-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୫୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୩୧୨୧କୁ ବୃଦ୍ଧି ହୋଇଛି।

– ନୂଆ ଆକ୍ରାନ୍ତ: ୫୯୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୯୪
– ସ୍ଥାନୀୟ ଅଞ୍ଚଳରୁ୨୦୧

– ୨୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ

– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୨୩୦

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ବାଲେଶ୍ୱର ଜିଲ୍ଲାରୁ – ୧୧
୨- ବରଗଡ଼ ଜିଲ୍ଲାରୁ – ୩
୩- ଭଦ୍ରକ ଜିଲ୍ଲାରୁ – ୧୧
୪- ବଲାଙ୍ଗୀର ଜିଲ୍ଲା: ୧
୫- କଟକ ଜିଲ୍ଲାରୁ – ୧୧
୬- ଗଜପତି ଜିଲ୍ଲାରୁ – ୨୦
୭- ଗଞ୍ଜାମ ଜିଲ୍ଲାରୁ – ୨୩୦
୮- ଜଗତସିଂହପୁର ଜିଲ୍ଲାରୁ – ୫
୯- ଯାଜପୁର ଜିଲ୍ଲାରୁ – ୯୭
୧୦- କଳାହାଣ୍ଡି ଜିଲ୍ଲାରୁ – ୪
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨
୧୨- କେନ୍ଦୁଝର ଜିଲ୍ଲାରୁ – ୩
୧୩- ଖୋର୍ଦ୍ଦା ଜିଲ୍ଲାରୁ – ୭୬
୧୪- କୋରାପୁଟ ଜିଲ୍ଲାରୁ – ୪୪
୧୫- ମାଲକାନଗିରି : ୩୬
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୧୪
୧୭- ନୟାଗଡ଼ ଜିଲ୍ଲାରୁ – ୫
୧୮- ପୁରୀ ଜିଲ୍ଲାରୁ – ୧୦
୧୯- ରାୟଗଡ଼ା ଜିଲ୍ଲାରୁ – ୨
୨୦- ସମ୍ବଲପୁର ଜିଲ୍ଲାରୁ – ୨
୨୧- ସୁନ୍ଦରଗଡ଼ ଜିଲ୍ଲାରୁ – ୮

– ନୂଆ ସୁସ୍ଥ ହୋଇଥିଲେ ୩୮୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୩୪୫୨୭
– ମୋଟ ଆକ୍ରାନ୍ତ ୧୩୧୨୧
– ମୋଟ ସୁସ୍ଥ ହେଲେଣି ୮୩୬୦
– ସକ୍ରୀୟ ଆକ୍ରାନ୍ତ – ୪୬୭୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.