Home Coronavirus Outbreak ଅମିତାଭ ଏବଂ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ କରୋନା

ଅମିତାଭ ଏବଂ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ କରୋନା

232

ମୁମ୍ବାଇ ୧୨-୭ (ଓଡ଼ିଆ ପୁଅ) : ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ବୋହୂ ଐଶ୍ବର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟାଙ୍କର ନମୁନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। କିନ୍ତୁ ଭଲ ଖବରଯେ, ଅଭିନେତ୍ରୀ ଜୟା ବଚ୍ଚନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।

ଏହା ଜଣାପଡ଼ିବା ପରେ ଅମିତାଭ ଓ ଅଭିଷେକ ମୁମ୍ବାଇର ନାନାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍‌ପିଟାଲ୍ ତରଫରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.