Home Coronavirus Outbreak ତିନି କରୋନା ଯୋଦ୍ଧା ଆଖି ବୁଜିଲେ

ତିନି କରୋନା ଯୋଦ୍ଧା ଆଖି ବୁଜିଲେ

242

ଗଞ୍ଜାମ ୧୨-୭ (ଓଡ଼ିଆ ପୁଅ) ଗଞ୍ଜାମ ଜିଲ୍ଲାରେ ତିନିଜଣ କରୋନା ଯୋଦ୍ଧାଙ୍କର ନିଧନ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି।
ରାଜ୍ୟରେ କରୋନା ସଂକ୍ରମଣରେ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ଅଛି। ଆଜି ତିନିଜଣ କରୋନା ଯୋଦ୍ଧାଙ୍କର ନିଧନ ହୋଇଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ କରି ସୂଚନା ଦେଇଛି। ସେମାନେ ହେଲେ
୧- ଶ୍ରୀମତୀ କେ. ଆସନ୍ତା ପାତ୍ର, ସାନଖେମୁଣ୍ଡି ବ୍ଲକର ଅଙ୍ଗନୱାଡ଼ି ସୁପର ଭାଇଜର। ତାଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
୨- ଗୌରହରି ବେହେରା ହେଡମାଷ୍ଟର ସିଙ୍ଗିପୁର ଆସ୍କା ବ୍ଲକ।
୩ – ଗୋଲକ ନାୟକ, କନଷ୍ଟେବଳ, ଆସ୍କା ଥାନା
ତେଣୁ ଗଞ୍ଜାମର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଲୋକଙ୍କୁ ସାମାଜିକ ଦୂରତା ନୀତି ଅନୁସରଣ କରିବାକୁ ଅନୁରୋଧ କରଯାଇଛି।

https://twitter.com/Ganjam_Admin/status/1282273436690087936

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.