Bureau
ପବିତ୍ର ଅଁଳା ନବମୀ ଉତ୍ସବ ମୁଖରିତ ପ୍ରସିଦ୍ଧ ସାକ୍ଷୀ ଗୋପୀନାଥ ମନ୍ଦିର
ପୁରୀ ୨-୧୦ (ଓଡ଼ିଆ ପୁଅ) ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ନଟବର ବେଶ ଓ ଶ୍ରୀ ରାଧାରାଣୀ ଙ୍କ ପାଦ ଦର୍ଶନ, ଓଡ଼ିଆଣୀ ବେଶ ଦର୍ଶନ ପାଈଁ ଭକ୍ତଙ୍କ ଲମ୍ବା ଲାଇନ। ଗତ କାଲି...
ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ
ପୁରୀ ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ଆଜି ବିନମ୍ର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଶହୀଦ...
୦୨ ନଭେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି ପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି...
ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରୀ
କଟକ, ୩୧/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା। ଝୁଲାପୋଲର ମରାମତି ନିମନ୍ତେ ଜିଲ୍ଲା ପ୍ରଶାସନ ଜାରି କଲା ୧୪୪ ଧାରା। ଡଙ୍ଗାରେଗହଳି ହେବା ଦୃଷ୍ଟିରୁ...
ଆରବିଆଇ ଲଞ୍ଚ କରିବ ଡିଜିଟାଲ୍ ଟଙ୍କା
ନୂଆ ଦିଲ୍ଲୀ ୧-୧୧ (ଓଡ଼ିଆ ପୁଅ) ଆର୍ବିଆଇ ଆଜି ଡିଜିଟାଲ୍ ମୁଦ୍ରା ଅର୍ଥାତ୍ ଡିଜିଟାଲ ଟଙ୍କା ଲଞ୍ଚ କରିବ। ଏହା ବର୍ତ୍ତମାନ ହୋଲସେଲ କାରବାର ପାଇଁ ଅଣାଯାଇଛି। ଖୁଚୁରା କାରବାର ପାଇଁ ସରକାର...
ଦୁର୍ନୀତି ନିବାରଣ ଶପଥ ପାଠ ଅନୁଷ୍ଠିତ
ପୁରୀ ୩୧/୧୦ (ଓଡ଼ିଆ ପୁଅ) ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି...
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସବୁଜ ପୃଥିବୀ ଓ ରାଷ୍ଟ୍ରୀୟ ଏକତାର ବାର୍ତ୍ତା ନେଇ...
ପୁରୀ ୩୧-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ର ୟୁଥ୍ ଫୋରମ୍,...
ଯୁବ ପୀଢ଼ି ସୂଚନା ଆଦାନ ପ୍ରଦାନର ତିନିଦିନିଆ ତାଲିମ ଶିବିର
ପୁରୀ ୧-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଯୁବ ପୀଢ଼ି ସୂଚନାର ଆଦାନ ପ୍ରଦାନର କଳାକୁ ସଠିକ୍ ଭାବେ ବ୍ୟବହାର କରି ପାରିଲେ ସମାଜର ଅନେକ ସମସ୍ୟା ଦୂର ହୋଇପାରିବ। ବାଲେଶ୍ଵର ଓ ପୁରୀ...
ପୁରୀରୁ ପୁଣି ଜବତ ହେଲା ଧଳାଜହର
ପୁରୀ ୧-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରୁ ପୁଣି ଜବତ ହେଲା ଧଳାଜହର। ବାସେଳୀ ସାହି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ ସହ ଚାରିଜଣ...
୦୧ ନଭେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆଧ୍ୟାତ୍ମିକ ଦୃଷ୍ଟିରେ ଆପଣଙ୍କୁ ଅନୁଭୂତି ପ୍ରଦାନ କରିବ। ଆପଣଙ୍କ ଗୂଢ଼ ବିଦ୍ୟାରେ ବିଶେଷ ଆକର୍ଷଣ ରହିବ। ଆଜି ଆଧ୍ୟାତ୍ମିକ ସିଦ୍ଧି ମିଳିବାର ମଧ୍ୟ ଯୋଗ ଅଛି। ବାଣୀ...
ଓଡିଶାର ନାରୀ ଶକ୍ତି ବିରୁଦ୍ଧରେ ମିଥ୍ୟା ଅଭିଯାନ ଚଳାଇଛି ବିଜେପି: ବିଜେଡି
ଧାମନଗର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଅପମାନ
ବିଜେପି ବିରୁଦ୍ଧରେ ମହିଳାଙ୍କ ଅସନ୍ତୋଷ ବଢୁଛି
ନଭେମ୍ବର ୩ରେ ବିଜେପିକୁ କଡା ଜବାବ ଦେବେ ମହିଳା
ଭୁବନେଶ୍ୱର, ୩୦/୧୦ (ଓଡ଼ିଆ ପୁଅ) : ଧାମନଗର ଉପନିର୍ବାଚନରେ ବିପୁଳ ଭୋଟରେ...
ପାନୀୟ ଜଳ ସଙ୍କଟ ନେଇ ଜୟହୀନ୍ଦ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କୁ ନିବେଦନ
କେନ୍ଦ୍ରାପଡ଼ା, ୩୦ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତର ଦାଣ୍ଡିସାହିସ୍ଥିତ ଜୟହୀନ୍ଦ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ସଙ୍କଟର...
ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟତା ଦିବସ ପାଳିତ
ପୁରୀ ୩୦/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପୂର୍ବାହ୍ନରେ ବିଶ୍ୱ ମିତବ୍ୟୟତା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଚେତନତା ରଥର ଉଦଘାଟନ କରାଯାଇଥିଲା। ଅତିରିକ୍ତ...
ୟୁଥ ହଷ୍ଟେଲ ମ୍ୟାନେଜର କର୍ମଶାଳା ଅନୁଷ୍ଠିତ
ପୁରୀ ୩୦/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ୟୁଥ ହଷ୍ଟେଲ ପରିସରରେ ଆଜି ପୂର୍ବାହ୍ନ ରେ ପୂର୍ବାଞ୍ଚଳ ସ୍ତରୀୟ ୨ ଦିନିଆ ୟୁଥ ହଷ୍ଟେଲ ମ୍ୟାନେଜର କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି...
ଆଜିଠାରୁ ଭୁବନେଶ୍ୱର ଜୟପୁର ବିମାନ ସେବା ଆରମ୍ଭ – ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
କୋରାପୁଟ ୩୧-୧୦ (ଓଡ଼ିଆ ପୁଅ) ବହୁପ୍ରତିକ୍ଷାର ହେବ ଅନ୍ତ। ଉପାନ୍ତ ଅଞ୍ଚଳକୁ ବିମାନ ସେବା। ରାଜଧାନୀ ସହ ଯୋଡିହେବ ଦୁର୍ଗମ ଅଞ୍ଚଳ। ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ପ୍ରଥମ ବିମାନ। ଦୁଇ ସହର...
ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ
ଦୁର୍ନୀତି ଏକ ଅମାନୁଷିକ ବିଚାରଧାରା ଯାହା ମଣିଷର ରିପୁ, ଲୋଭରୁ ଉତ୍ପତ୍ତି ହୋଇଥାଏ। କୌଣସି ମତେ ନିଜର ସମ୍ପତ୍ତି, ପ୍ରତିପତ୍ତି ବୃଦ୍ଧିକରି ସମାଜରେ ପ୍ରତିଷ୍ଠିତ ହେବା ଲକ୍ଷ ରହିଥାଏ ଦୁର୍ନୀତିଗ୍ରସ୍ଥ ମଣିଷର। ସେହି...
୩୧ ଅକ୍ଟୋବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ଭାଇ-ଭଉଣୀ ଏବଂ ମିତ୍ରମାନଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ଆପଣ ଘରର ଦାୟୀତ୍ତ୍ୱଗୁଡ଼ିକ ବୁଝି କାର୍ଯ୍ୟ କରିବେ। ମାତା-ପିତାଙ୍କୁ ଆପଣଙ୍କ ଉପରେ ଗର୍ବ ଅନୁଭବ ହେବ। କାମ କାରଣରୁ ଆପଣଙ୍କୁ...
ବଡ଼ ଦୁର୍ଘଟଣା: ଗୁଜୁରାଟର ମୌର୍ବୀରେ ପୋଲ ଭୁଶୁଡ଼ିଲା, ଅନେକ ଲୋକ ନଦୀରେ ଖସିପଡ଼ିଥିବାର ଆଶଂକା
ନୂଆ ଦିଲ୍ଲୀ ୩୦-୧୦ (ଓଡ଼ିଆ ପୁଅ) : ବଡ଼ ଦୁର୍ଘଟଣା। ଗୁଜୁରାଟର ମୌର୍ବୀରେ ଏକ କେବୁଲ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ନଦୀରେ ଭାସିଯାଇଥିବାର ଆଶଂକା କରାଯାଉଛି। ମୋର୍ବିରେ ରବିବାର ସନ୍ଧ୍ୟାରେ...
୩୦ ଅକ୍ଟୋବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଅର୍ଥ ଆଦାୟ ଯାତ୍ରା ପାଇଁ ଆଜିର ଦିନ ଭଲ ଅଟେ। ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକ ପାଇଁ ଲାଭଦାୟୀ ଦିବସ ଅଟେ। ଘରେ ଶୁଭ ପ୍ରସଙ୍ଗର ଆୟୋଜନ ହେବ। ଶେୟାରରେ ଆର୍ଥିକ...
“ମିଥ୍ୟା ଖବର ପ୍ରସାରଣ ରୋକିବାକୁ ଆମକୁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବାକୁ ହେବ” – ପ୍ରଧାନମନ୍ତ୍ରୀ
ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ମୁଖ୍ୟ ଉଦାହରଣ
“ସୁଶାସନ ନିମନ୍ତେ ପଞ୍ଚପ୍ରାଣ ଏକ ମାର୍ଗଦର୍ଶିକା”
“ସ୍ମାର୍ଟ ପ୍ରଯୁକ୍ତି ବଳରେ ଆଇନ ଓ ଶୃଙ୍ଖଳା ପଦ୍ଧତିରେ ଉନ୍ନତି ଆସିବ”
“ଆଇନଶୃଙ୍ଖଳା...