Home Authors Posts by Bureau

Bureau

17655 POSTS 0 COMMENTS

ସମାଜବାଦୀ ପାର୍ଟି ନେତା ମୁଲାୟାମ ସିଂ ଯାଦବ କରୋନା ଆକ୍ରାନ୍ତ

0
ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ତାଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ହୋଇଛି।...

ବିଦ୍ୟାଳୟର ଘୋଷା ଘୋଷି ସଂସ୍କୃତି ଶେଷ ହେବ – ୫୭୧୮ କୋଟି ଟଙ୍କାର ‘ଷ୍ଟାର୍ସ’...

0
- ସ୍କୁଲ ଶିକ୍ଷାରେ ସୁଧାର ଲାଗି ବିଶ୍ୱ ବ୍ୟାଙ୍କ ସହାୟତାରେ ହେବ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି : - ବିଶ୍ୱ ବ୍ୟାଙ୍କ ଠାରୁ ୫୦୦...

ICAI CA ପରୀକ୍ଷା ୨୦୨୦: ଆଗକୁ ଘୁଞ୍ଚିଲା ସିଏ ପରୀକ୍ଷା ତାରିଖ, ଏବେ ପଢ଼ନ୍ତୁ...

0
ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ICAI, CA ପରୀକ୍ଷା ୨୦୨୦ ପୁଣି ସ୍ଥଗିତ ହୋଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଚଳିତ ବର୍ଷର ICAI CA ପରୀକ୍ଷା ୨୦୨୦...

ରାଜ୍ୟରେ ଆଜି ୨୬୦୪ ନୂଆ ଆକ୍ରାନ୍ତ –୧୫ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର...

0
ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୫୯୫୪୧ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୫୧୧ ଜଣ ନୂଆ ଆକ୍ରାନ୍ତ...

ରାଜ୍ୟରେ ଆଜି କୋରନା ନେଲା ୧୫ ମୁଣ୍ଡ- ମୋଟ ମୃତକଙ୍କ ସଂଖ୍ୟା ୧୦୭୨ କୁ...

0
ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କୋରନା ନେଲା ୧୫ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୦୭୨ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।ଜାଣନ୍ତୁ କେଉଁ...

ରାଜ୍ୟରେ ଆଜି ୨୬୦୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୫୯୫୪୧ କୁ ବୃଦ୍ଧି

0
ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୫୯୫୪୧ କୁ ବୃଦ୍ଧି ପାଇଛି - ନୂଆ ଆକ୍ରାନ୍ତ : ୨୬୦୪- କ୍ୱାରେଣ୍ଟାଇନ୍ ସେଣ୍ଟରରୁ:...

ନଭେମ୍ବରରୁ ଆସାମରେ ସମସ୍ତ ମଦ୍ରାସା ଏବଂ ସଂସ୍କୃତ ସ୍କୁଲରେ ପଡ଼ିବ ତାଲା – ଜାଣନ୍ତୁ...

0
ନୂଆଦିଲ୍ଲୀ ୧୪ ଅକ୍ଟୋବର (ଓଡିଆ ପୁଅ) ଆସାମର ବିଜେପି ବିଧାୟକ ତଥା ରାଜ୍ୟ ଶିକ୍ଷା ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ନଭେମ୍ବରରେ ସମସ୍ତ ରାଜ୍ୟ ମଦ୍ରାସା ବନ୍ଦ ସମ୍ପର୍କରେ...

ଜନ ଧନ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରନ୍ତୁ, ମିଳିବ ୫ ହଜାର ଟଙ୍କା

0
ନୂଆ ଦିଲ୍ଲୀ ୧୪ ଅକ୍ଟୋବର (ଓଡିଆ ପୁଅ) ଆପଣ ଆପଣଙ୍କ ଜନ ଧାନ ଆକାଉଣ୍ଟକୁ ଆପଣଙ୍କ ଆଧାର କାର୍ଡ ସହିତ ସଂଯୁକ୍ତ କରିଛନ୍ତି କି ନାହିଁ। ଯଦି କରି ନାହାଁନ୍ତି ତେବେ ଶୀଘ୍ର...

ଭଦ୍ରକ – ଅବକାରୀ ବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ,...

0
ଭଦ୍ରକ:୧୪/୧୦-(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ୭ଜଣ କର୍ମଚାରୀ ମଦ ମାଫିଆଙ୍କ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହେବାପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି।କାହିଁକିନା ଦୀର୍ଘଦିନର ବ୍ୟବଧାନ ପରେ ଏହି ଜିଲ୍ଲାର କେତେକ ଅସାଧୁ ମଦ...

ବିମାନକୁ ରେଷ୍ଟୁରାଣ୍ଟରେ ପରିଣତ କଲା ସିଂଙ୍ଗାପୁର ଏୟାରଲାଇନ୍ସ – ଅଧଘଣ୍ଟାରେ ସବୁ ଟିକେଟ ଶେଷ

0
ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ଏବେ ଅନ୍ତରାଷ୍ଟ୍ରୀୟ ବିମାନସେବା ପ୍ରଭାବିତ ହୋଇଛି। ଦୁନିଆର ସୁଟାରୁ ବଡ଼ଏୟାର ଲାଇନ୍ସ ସିଙ୍ଗାପୁର ଏୟାରଲାଇନ୍ସ ଘୋଷଣା କରିଛି ଯେ, ଚାଙ୍ଗି ବିମାନବନ୍ଦରରେ ପାର୍କିଂ ହୋଇଥିବା ଦୁଇଟି...

କରୋନାରେ ପୁନଃ ସଂକ୍ରମଣ ଚିନ୍ତାର ବିଷୟ – ସତର୍କ କଲା ICMR

0
ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଦେଶର ସର୍ବବୃହତ ଡାକ୍ତରୀ ଅନୁସନ୍ଧାନ ସଂଗଠନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ନିଶ୍ଚିତ କରିଛି ଯେ, ଥରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ...

ହାଇଦ୍ରାବାଦରେ ପ୍ରବଳ ବର୍ଷା, ଅଘଟଣ – ୮ ମୃତ

0
ହାଇଦ୍ରାବାଦ ୧୪-୧୦ (ଓଡ଼ିଆ ପୁଅ): ହାଇଦ୍ରାବାଦରେ ପ୍ରବଳ ବର୍ଷା ହେବା କାରଣରୁ ଏକ ସ୍ଥାନରେ କୋଲନୀ କାନ୍ଥ ଭୁଷୁଡ଼ି ଅଘଟଣ ଘଟିଛି। ଏହା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଲିଛି।...

ରାଜ୍ୟସଭା ନିର୍ବାଚନରେ ​​ବିଜେପିକୁ ୧୧ ରୁ ୧୦ ଟି ଆସନ ଆସିପାରେ

0
ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଯଦିଓ କେନ୍ଦ୍ରରେ ଶାସକ ବିଜେପି ଦ୍ରୁତ ଗତିରେ ନିଜର ମିଳିତ ସହଯୋଗୀମାନଙ୍କୁ ହରାଉଛି, କିନ୍ତୁ ନଭେମ୍ବର ୯ ରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହେବାକୁ ଥିବା...

ଟ୍ରେନ୍‌ରେ ଫଳ ଏବଂ ପନିପରିବା ପରିବହନରେ କୃଷକମାନେ ୫୦ ପ୍ରତିଶତ ସବସିଡି ପାଇବେ

0
ନୂଆଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) କୃଷକ ଟ୍ରେନ୍ ମାଧ୍ୟମରେ ବିଜ୍ଞପ୍ତିଯୁକ୍ତ ଫଳ ଓ ପନିପରିବା ପରିବହନରେ କୃଷକମାନେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅନୁଦାନ ପାଇବେ। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି କହିଛନ୍ତି...

କୋଭିଡ୍‌ ସଂକ୍ରାନ୍ତ ମନ୍ତ୍ରିସ୍ତରୀୟ ଗୋଷ୍ଠୀର ଏକବିଂଶ ବୈଠକ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

0
- ‘କରୋନା ମହାମାରୀଜନିତ ଜନସ୍ୱାସ୍ଥ୍ୟ ଆହ୍ୱାନର ଭାରତ ଦୃଢ଼ ମୁକାବିଲା କରିବାରେ ସଫଳ ହୋଇଛି’ - ‘ଆସନ୍ତା ପାର୍ବଣ ଏବଂ ଶୀତଋତୁ ସମୟରେ କୋଭିଡ୍‌ ପ୍ରତି ସଚେତନ ରହି ଆମକୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ...

ପ୍ରତି ୧୦ ଲକ୍ଷରେ ସର୍ବନିମ୍ନ ସଂକ୍ରମିତ ଓ ମୃତ୍ୟୁ ହାର ସହ ଅଧିକ ଟେଷ୍ଟିଂ...

0
- ସକ୍ରିୟ ମାମଲା କ୍ରମାଗତ ଭାବେ ନିମ୍ନମୁଖୀ ରହିଛି - ଗତ ୨୪ ଘଣ୍ଟା ମଧ୍ୟରେ ୫୫, ୩୪୨ ନୂଆ ପଜିଟିଭ ନୂଆଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ନିର୍ଦ୍ଦିଷ୍ଟ ରଣକୌଶଳ ଏବଂ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡଃ ବାଳାସାହେବ ବିଖେ ପାଟିଲଙ୍କ ଆତ୍ମଜୀବନୀ ‘ଦେହ ବେଚୱା କାରଣି’ ଉନ୍ମୋଚିତ

0
- ‘ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ’ର ନାମ ପରିବର୍ତ୍ତିତ ହୋଇ ହେଲା ଲୋକନେତେ ଡଃ ବାଳାସାହେବ ବିଖେ ପାଟିଲ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ - ଡଃ ବାଳାସାହେବ ବିଖେ ପାଟିଲଙ୍କ ଉଦ୍ୟମ ଓ...

ଖୋଲା ବଜାରରୁ ୬୮, ୮୨୫ କୋଟି ଟଙ୍କା, ଋଣ ସଂଗ୍ରହ ନିମନ୍ତେ ୨୦ ରାଜ୍ୟକୁ...

0
ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଖୋଲା ବଜାରରୁ ୬୮, ୮୨୫ କୋଟି ଟଙ୍କାର ଋଣ ସଂଗ୍ରହ ନିମନ୍ତେ ୨୦ଟି ରାଜ୍ୟକୁ ଅନୁମତି ଦିଆଯାଇଛି। ଏହି...

ବିଜେଡିର ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ବିବାଦ ଜିଲ୍ଲା ସଭାପତିଙ୍କ ହସ୍ତକ୍ଷେପରେ ଶାନ୍ତ ଉତ୍ତେଜିତ କର୍ମୀ

0
ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଦଳୀୟ କର୍ମୀ ମହଲରେ ଗତକାଲିଠାରୁ ଦେଖା ଦେଇଥିବା ଅସନ୍ତୋଷ ଓ ଉତ୍ତେଜନା ଆଜି ଆପାତତଃ ଶାନ୍ତ ପଡ଼ିଥିବା...

ମୁକ୍ତ ହେଲେ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି

0
ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ସରକାର ମୁକ୍ତ କରିଛନ୍ତି। ସୂଚନାଯୋଗ୍ୟଯେ, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫତିଙ୍କୁ...