ad
Coronavirus Outbreak

ରାଜ୍ୟରେ ଆଜି ୨୪୭୦ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୬୨୦୧୧ କୁ ବୃଦ୍ଧି

ଭୁବନେଶ୍ୱର ୧୫-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ଆଜି ୨୪୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୨୬୨୦୧୧ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ସୂଚନା ଦେଇଛି।

– ନୂଆ ଆକ୍ରାନ୍ତ : ୨୪୭୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୪୬୨
– ସ୍ଥାନୀୟ ଅଞ୍ଚଳରୁ୧୦୦୮

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୭୦
୨- ବାଲେଶ୍ୱର ଜିଲ୍ଲାରୁ – ୧୦୬
୩- ବରଗଡ଼ ଜିଲ୍ଲାରୁ – ୬୯
୪- ଭଦ୍ରକ ଜିଲ୍ଲାରୁ – ୬୭
୫- ବଲାଙ୍ଗୀର ଜିଲ୍ଲାରୁ – ୯୧
୬- ବୌଦ୍ଦ ଜିଲ୍ଲାରୁ – ୭୦
୭- କଟକ ଜିଲ୍ଲାରୁ – ୧୮୬
୮- ଦେବଗଡ଼ ଜିଲ୍ଲାରୁ – ୧୨
୯- ଢେଙ୍କାନାଳ ଜିଲ୍ଲାରୁ – ୫୦
୧୦- ଗଜପତି ଜିଲ୍ଲାରୁ – ୯
୧୧- ଗଞ୍ଜାମ ଜିଲ୍ଲାରୁ – ୩୬
୧୨- ଜଗତସିଂହପୁର ଜିଲ୍ଲାରୁ – ୬୪
୧୩- ଯାଜପୁର ଜିଲ୍ଲାରୁ – ୭୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୪
୧୫- କଳାହାଣ୍ଡି ଜିଲ୍ଲାରୁ – ୫୫
୧୬- କନ୍ଧମାଳ ଜିଲ୍ଲାରୁ – ୪୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୭
୧୮- କେନ୍ଦୁଝର ଜିଲ୍ଲାରୁ – ୪୨
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୩୬୮
୨୦- କୋରାପୁଟ ଜିଲ୍ଲାରୁ – ୩୨
୨୧- ମାଲକାନଗିରି : ୩୦
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୩୪
୨୩- ନବରଙ୍ଗପୁର ଜିଲ୍ଲାରେ: ୫୮
୨୪- ନୟାଗଡ଼ ଜିଲ୍ଲାରୁ – ୨୩
୨୫- ନୂଆପଡ଼ା ଜିଲ୍ଲାରୁ – ୮୫
୨୬- ପୁରୀ ଜିଲ୍ଲାରୁ – ୮୭
୨୭- ରାୟଗଡ଼ା ଜିଲ୍ଲାରୁ – ୩୧
୨୮- ସମ୍ବଲପୁର ଜିଲ୍ଲାରୁ – ୫୪
୨୯- ସୋନପୁର ଜିଲ୍ଲାରୁ – ୫୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬୧
୩୧- State Pool: ୭୨
– ନୂଆ ସୁସ୍ଥ ହୋଇଥିଲେ୨୭୭୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୯୨୧୧୪୦
– ମୋଟ ଆକ୍ରାନ୍ତ ୨୬୨୦୧୧
– ମୋଟ ସୁସ୍ଥ ହେଲେଣି ୨୩୫୭୬୩
– ସକ୍ରୀୟ ଆକ୍ରାନ୍ତ – ୨୫୧୦୬

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top