Home ଓଡ଼ିଶା ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୭, ୭୦୮ ନୂଆ କରୋନା ଆକ୍ରାନ୍ତ ୬୮୦ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୭, ୭୦୮ ନୂଆ କରୋନା ଆକ୍ରାନ୍ତ ୬୮୦ ମୃତ୍ୟୁ

86

ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୭, ୭୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮୦ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମାମଲା ଆକ୍ରନ୍ତଙ୍କ ସଂଖ୍ୟା ୭୩, ୦୭, ୦୯୮ ହୋଇଥିବା ବେଳେ, ୮, ୧୨, ୩୯୦ ସକ୍ରିୟ ମାମଲା, ୬୩, ୮୩, ୪୪୨ ଜଣ ଆରୋଗ୍ୟ ହୋଇଛନ୍ତି। ମୋଟ ମୃତ୍ୟୁ ୧, ୧୧, ୨୬୬ କୁ ବୃଦିଧି ପାଇଥିବା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.