Home ଓଡ଼ିଶା ଭୂତଳ ଜଳର ସହଣୀୟ ପରିଚାଳନା, ଦକ୍ଷତା ନିର୍ମାଣ, ଗବେଷଣା ଓ ବିକାଶ ପାଇଁ ଉଦ୍ଦିଷ୍ଟ ଭାରତ-ଅଷ୍ଟ୍ରେଲିଆ...

ଭୂତଳ ଜଳର ସହଣୀୟ ପରିଚାଳନା, ଦକ୍ଷତା ନିର୍ମାଣ, ଗବେଷଣା ଓ ବିକାଶ ପାଇଁ ଉଦ୍ଦିଷ୍ଟ ଭାରତ-ଅଷ୍ଟ୍ରେଲିଆ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

49

ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି। ଭୂପୃଷ୍ଠ ଓ ଭୂତଳ ଜଳର ସୁପରିଚାଳନା ପାଇଁ ତାଲିମ ପ୍ରଦାନ, ଶିକ୍ଷା ଓ ଗବେଷଣା ମାଧ୍ୟମରେ କୃଷି, ସହରାଞ୍ଚଳ, ଶିଳ୍ପ ଓ ପରିବେଶଗତ ବ୍ୟବହାର ଲାଗି ଜଳ ନିରାପତ୍ତା ଲକ୍ଷ୍ୟ ହାସଲ ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତ ପକ୍ଷରୁ ଜଳସଂପଦ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଭୂତଳ ଜଳବୋର୍ଡ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଭି ପାର୍ଟନର୍ସ ଅକ୍ଟୋବର ୨୦୧୯ରେ ଏହି ଚୁକ୍ତିରେ ସ୍ୱାକ୍ଷରିତ କରିଥିଲେ। କ୍ୟାବିନେଟରେ ଏହି ଚୁକ୍ତି ସଂପର୍କରେ ପ୍ରଧାନମନ୍ତ୍ରୀ ଅବଗତ ହେବା ପରେ ଏହାକୁ ଅନୁମୋଦନ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.