Home ଓଡ଼ିଶା ଗୁଜୁରାଟର ରାଜକୋଟରେ ନୂଆ AIIMS ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଗୁଜୁରାଟର ରାଜକୋଟରେ ନୂଆ AIIMS ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

56

ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) ଭିଡିଓ କନଫରେନ୍ସିଂ ଜରିଆରେ ୩୧ ଡିସେମ୍ବର ଦିନ ଗୁଜୁରାଟର ରାଜକୋଟରେ ପ୍ରଧାନମନ୍ତ୍ରୀ ମୋଦୀ AIIMS ର ଭିତ୍ତପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ଗୁଜରାଟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଯୋଗଦେବେ। ଏହି ପ୍ରକଳ୍ପ ପାଇଁ ୨୦୧ ଏକର ଜମି ଆବଣ୍ଟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଥିବା ଏଏନଆଇ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.