Bureau
ଅଙ୍ଗନୱାଡ଼ି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ ଆସୋସିଏସନ ଡାକରାରେ ସାରା ରାଜ୍ୟରେ ଅଙ୍ଗନୱାଡ଼ି କର୍ମଚାରୀଙ୍କର...
ପାଳିଆରେ କୁରାଳ ପଞ୍ଚମୀ ଅନୁଷ୍ଠିତ
ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧୀନ କୁମ୍ଭକାରସାହିରେ କୁରାଳ ପଞ୍ଜମୀ ଅନୁଷ୍ଠିତ ହୋଇଯାଇଛି। କୁରାଳ ପଞ୍ଚମୀ କୁମ୍ଭକାର ସଂମ୍ପ୍ରଦାୟର...
ବରିଷ୍ଠ ବାମପନ୍ଥୀ ନେତା ଦାମୋଦର ସେନାପତିଙ୍କ ପରଲୋକ
ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଦୋଳସାହି ପଞ୍ଚାୟତ ଅଧିନ ରାଢଙ୍ଗ ଗାଁର ବରିଷ୍ଠ ବାମପନ୍ଥୀ ନେତା ଦାମୋଦର ସେନାପତି (୭୦)ଙ୍କର ସୋମବାର...
ପୁରୀ ଚକ୍ରତୀର୍ଥ ରୋଡରେ ଫୁଡ୍ କୋର୍ଟ ଭିବ୍ରାନ୍ସକୁ ଭିଡିଓ କନଫରେନ୍ସି ଯୋଗେ ଉଦ୍ଘାଟନ କଲେ...
ପୁରୀ ୩୦-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଚକ୍ରତୀର୍ଥ ରୋଡରେ ଫୁଡ୍ କୋର୍ଟ ଭିବ୍ରାନ୍ସକୁ ଭିଡିଓ କନଫରେନ୍ସି ଯୋଗେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ଆତିଥ୍ୟତା...
କୁଲତା ସମାଜର ଧର୍ମଶାଳା ପାଇଁ ପୁରୀରେ ୧ ଏକର ଜାଗା ଓ ୩ କୋଟି...
ଭୁବନେଶ୍ବର ୩୦.୧୧ (ଓଡ଼ିଆ ପୁଅ) କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର...
୩୦ ନଭେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଦିନ ମିଶ୍ରିତ ଫଳଦାୟୀ ରହିବ। ପରିଜନମାନଙ୍କ ସହିତ ବୈଠକରେ ମହତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ସରକାରୀ...
୨୯ ନଭେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ନ ରଖିବାରୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ବନ୍ଧ ମଧ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ମାନସିକରୂପରେ ବ୍ୟଗ୍ରତା...
ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ସ୍ଥିତି...
ପୁରୀ ୨୭-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ଆଜି ସ୍ଥିତି ଅନୁଧ୍ୟାନ କରିଛି ଏଏସଆଇର ବିଶେଷଜ୍ଞ ଟିମ୍। ଆମିକସକ୍ୟୁରୀ ଏନ୍...
୨୮ ନଭେମ୍ବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ଭାଇ-ଭଉଣୀ ଏବଂ ମିତ୍ରମାନଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ଆପଣ ଘରର ଦାୟୀତ୍ତ୍ୱଗୁଡ଼ିକ ବୁଝି କାର୍ଯ୍ୟ କରିବେ। ମାତା-ପିତାଙ୍କୁ ଆପଣଙ୍କ ଉପରେ ଗର୍ବ ଅନୁଭବ ହେବ। କାମ କାରଣରୁ ଆପଣଙ୍କୁ...
ଦେଶର ପବିତ୍ର ସମ୍ବିଧାନକୁ ଦେଶବାସୀ ଜାଣିବା ଦରକାର ପୁରୀରେ ସମ୍ବିଧାନ ଦିବସ ପାଳିତ
ପୁରୀ ୨୬/୧୧ (ଓଡ଼ିଆ ପୁଅ) ପ୍ରତ୍ୟେକ ଭାରତୀୟ ସମ୍ବିଧାନକୁ ଜାଣିବା ଜରୁରୀ। କେବଳ ଅଧିକାର ହାସଲ ନୁହେଁ, ଦେଶ ପ୍ରତି କର୍ତ୍ତଵ୍ୟନିଷ୍ଠ ହେବା ମଧ୍ୟ ଜରୁରୀ। ଆମ ଦେଶର ସମ୍ବିଧାନ ବିଶ୍ଵରେ ଅନନ୍ୟ...
ସୁରତର ଅର୍ଥନୀତିକୁ ମଜଭୂତ୍ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ – ଧର୍ମେନ୍ଦ୍ର ପ୍ରଧାନ
ଗୁଜୁରାଟ ସୁରତରେ ନିର୍ବାଚନ ପ୍ରଚାର ସହ ଓଡ଼ିଆ ସମୁଦାୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
- ସୁରତ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ ସହ ପ୍ରବାସୀ ଓଡିଆଙ୍କ ସହ ରାତ୍ରୀଭୋଜନ କଲେ
- ଓଡିଆ ଲୋକଙ୍କ ପରିଶ୍ରମ ସୁରତକୁ...
୨୭ ନଭେମ୍ବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ନୂଆ କାର୍ଯ୍ୟ କରିବାପାଇଁ ଉପଦେଶ। ଗୂଢ ବିଦ୍ୟା ତଥା ରହସ୍ୟମୟ ବିଷଗୁଡ଼ିକୁ ବୁଝିବା ପାଇଁ ଆଜି ଆପଣ ପ୍ରଯତ୍ନ ହୁଅନ୍ତୁ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରିତ ରଖିବା ଆପଣଙ୍କ...
ନୟାଗଡ଼ : ଲକ୍ଷାଧିକ ଟଙ୍କା ଜବତ, ନୟାଗଡ଼ ସହରର ୩ ସାଇବର ଲୁଟେରା ଗିରଫ
ନୟାଗଡ଼,୨୫/୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଟାଉନ ଥାନା ପୋଲିସ ୩ଜଣ ସାଇବର ଲୁଟେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରାମାନେ ହେଲେ ନୟାଗଡ଼ ପୁରୁଣାସହର ରଥଗଡ଼ା...
କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା : କଟକ ଏସ ସି ବିରେ ଚିକିତ୍ସାଧୀନଙ୍କ ମଧ୍ୟରୁ...
କଟକ, ୨୬/୧୧ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଏସ ସି ବି ରେ ଚିକିତ୍ସାଧୀନ ବାଲିଆ ବାଣ ଦୁର୍ଘଟଣାରେ ସଙ୍କଟାପନ୍ନଙ୍କ ମଧ୍ୟରୁ ଶୁକ୍ରବାର ରାତିରେ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି। ଗୁରୁତରଙ୍କୁ...
ତା’ ଗାଳି ତା’ର
ଶ୍ରେଣୀରେ ଶିକ୍ଷକ ପଢ଼ାଉଥିବା ସମୟରେ ଦେଖିଲେ ଜଣେ ଛାତ୍ର ମନ ଦୁଃଖରେ ବସିଛି। କ୍ଲାସ୍ ସରିଲା ପରେ ଶିକ୍ଷକ ପଚାରିଲେ ତୁମର ମନ ଦୁଃଖ କାହିଁକି ? ଏମିତି ଦୁଃଖରେ ପାଠ କ'ଣ...
ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀକ ବାଲୁକା କଳା ମହୋତ୍ସବ
ପୁରୀ ୨୬-୧୧ (ଓଡ଼ିଆ ପୁଅ) ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀକ ବାଲୁକା କଳା ମହୋତ୍ସବ। ଚଳିତ ଉତ୍ସବରେ ନାମିଦାମୀ କଳାକାରଙ୍କ ଦ୍ଵାରା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ହେବ ନୃତ୍ୟ ପରିବେଷଣ।...
୨୬ ନଭେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ। ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ।...
ପୁରୀ : ହୋଟେଲରୁ ପର୍ଯ୍ୟଟକ ନିଖୋଜ
ପୁରୀ ୨୪-୧୧ (ଓଡ଼ିଆ ପୁଅ) : ହୋଟେଲରୁ ପର୍ଯ୍ୟଟକ ନିଖୋଜ। ପୁରୀ ସମୁଦ୍ର କୂଳ ଥାନା ଚକ୍ରତୀର୍ଥ ରୋଡ଼ରେ ଥିବା ହୋଟେଲ ଶାନ୍ତି ପ୍ୟାଲେସରୁ ଜଣେ ୧୮ ବର୍ଷୀୟା ଯୁବତୀ ନିଖୋଜ ହୋଇଥିବା...
ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ତେଗ ବାହାଦୁରଙ୍କ ବଳିଦାନ ଅତୁଳନୀୟ : ଗୁରୁ ଶ୍ରୀ...
ପୁରୀ - ୨୪୵୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶିଖ ନବମ ଗୁରୁ ଶ୍ରୀ ତେଗ ବାହାଦୁରଜୀଙ୍କ0 ୩୪୭ ତମ ସହିଦୀ ଦିବସକୁ ସମଗ୍ର ରାଷ୍ଟ୍ରରେ ବଳିଦାନ ଦିବସ ଭାବେ ପାଳନ କରାଯାଉଛି। ଏହି...
୨୫ ନଭେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ।...



















