Home ଜିଲ୍ଲା ପରିକ୍ରମା ନୟାଗଡ଼ : ଲକ୍ଷାଧିକ ଟଙ୍କା ଜବତ, ନୟାଗଡ଼ ସହରର ୩ ସାଇବର ଲୁଟେରା ଗିରଫ

ନୟାଗଡ଼ : ଲକ୍ଷାଧିକ ଟଙ୍କା ଜବତ, ନୟାଗଡ଼ ସହରର ୩ ସାଇବର ଲୁଟେରା ଗିରଫ

52

ନୟାଗଡ଼,୨୫/୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଟାଉନ ଥାନା ପୋଲିସ ୩ଜଣ ସାଇବର ଲୁଟେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରାମାନେ ହେଲେ ନୟାଗଡ଼ ପୁରୁଣାସହର ରଥଗଡ଼ା ସାହିର ସାଗର ଓରଫ ସିଦ୍ଧାର୍ଥ ପାଣିଗ୍ରାହୀ (୨୪), ନବଘନପୁର ଗ୍ରାମର ସିଲୁ ଓରଫ ଆଶୁତୋଷ କର(୨୨), ନୟାଗଡ଼ ପୁରୁଣାସହର ମଙ୍ଗଳାସାହିର ସିଦ୍ଧୁ ଓରଫ ମନୋରଞ୍ଜନ ଦାସ (୨୮) ସେମାନଙ୍କ ଠାରୁ ୧ଲକ୍ଷ ୬୫ହଜାର ଟଙ୍କା ସହ ୫ଟି ମୋବାଇଲ ଜବତ କରାଯାଇ ପୋଲିସ ବିଭିନ୍ନ ଦଫା ଲଗାଇ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.