Home Authors Posts by Bureau

Bureau

17654 POSTS 0 COMMENTS

୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ/ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣକୁ ଡିସିଜିଆଇର...

0
· ୫୨୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଠାରେ ପରୀକ୍ଷା କରିବ ଏମ/ଏସ୍ ଭାରତ ବାୟୋଟେକ ନୂଆ ଦିଲ୍ଲୀ ମଇ ୧୩ (ଓଡ଼ିଆ ପୁଅ) ଦେଶର ଜାତୀୟ ନିୟନ୍ତ୍ରକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)...

ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ୨୦୨୧ ତାରିଖ ଘୁଞ୍ଚିଲା

0
ନୂଆ ଦିଲ୍ଲୀ ମଇ ୧୩ (ଓଡ଼ିଆ ପୁଅ) ନୋଭେଲ୍ କରୋନା ଭାଇରସ୍ (କୋଭିଡ-୧୯) ଦ୍ଵାରା ସୃଷ୍ଟି ହୋଇଥିବା ଅସୁବିଧା କାରଣରୁ ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା ୨୦୨୧କୁ କେନ୍ଦ୍ର ଲୋକସେବା ଆୟୋଗ ସ୍ଥଗିତ...

ଗ୍ରାମାଞ୍ଚଳରେ କୋଭିଡ-୧୯ ମୁକାବିଲା : ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରୁଛନ୍ତି ବିଭିନ୍ନ ରାଜ୍ୟ

0
- ଅଭିନବ ପଦକ୍ଷେପ ଜରିଆରେ ସଂକ୍ରମଣକୁ ପ୍ରତିହତ କରିବା ସହ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁ ପ୍ରୟାସ ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ଦେଶର ବିଭିନ୍ନ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି...

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

0
ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) - ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ। ଆସନ୍ତା ୧୭ ତାରିଖ ସନ୍ଧ୍ୟା ୫.୩୦ରେ ସର୍ବଦଳୀୟ ବୈଠକ ବସିବ। ଭିଡିଓ କନଫରେନସିଂ...

ପ୍ରଧାନମନ୍ତ୍ରୀ ମୋଦୀ ଆଜି ପ୍ରଦାନ କରିବେ PM-KISAN ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି

0
ନୂଆ ଦିଲ୍ଲୀ ମଇ ୧୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିସାନ ସାମନ ନିଧି (PM-KISAN)...

ପୁଣି ବଢ଼ିଲା ତୈଳ ଦର – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ଆଜିର ପେଟ୍ରୋଲ ଦର

0
ନୂଆ ଦିଲ୍ଲୀ ୧୪ - ୫ (ଓଡ଼ିଆ ପୁଅ) ଶୁକ୍ରବାର ପେଟ୍ରୋଲ-ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ମେ ମାସରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମୋଟ ୮ ଦିନ ବୃଦ୍ଧି ପାଇଛି।...

ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ୧୨୩୯୦ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ...

0
ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୨୩୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାରେଣ୍ଟିନରୁ ୬୯୩୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୪୫୨ ଜଣ ଚିହ୍ନଟ ହୋଇଛନ୍ତି। ମୋଟ...

ଭାଙ୍ଗିଲା ରାଜ୍ୟରେ ଦୈନିକ ମୃତ୍ୟୁ ରେକର୍ଡ – ୨୪ ଘଣ୍ଟା ଭିତରେ ମହାମାରୀ ନେଲା...

0
ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ଭିତରେ ମହାମାରୀ ନେଇଛି ୨୨ ଜଣଙ୍କ ଜୀବନ। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୨୨୭୩ କୁ ବୃଦ୍ଧି ପାଇଛି। ତେବେ ଦ୍ୱିତୀୟ...

ଆମେରିକାର ଲୋକଙ୍କ ପାଇଁ ବଡ଼ ଆଶ୍ଵସ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି ସେମାନଙ୍କୁ ମାସ୍କ...

0
ନୂଆଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ଯୁକ୍ତରାଷ୍ଟ୍ର ଆମେରିକାରେ ମାସ୍କ ନିୟମରେ ପରିବର୍ତ୍ତନ : ଗୋଟିଏ ପଟେ ବିଶ୍ଵର ଅନେକ ଦେଶ କରୋନାଭାଇରସ୍ ସଙ୍କଟର ମୁକାବିଲା ପାଇଁ ସମସ୍ତ ପ୍ରୟାସରେ ନିୟୋଜିତ ଥିବାବେଳେ ଭଲ...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ : ୪,୦୦୦...

0
ନୂଆଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୩,୪୩,୧୪୪ ନୂତନ COVID୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩,୪୪,୭୭୬ ଡିସଚାର୍ଜ ଏବଂ ୪,୦୦୦...

ବନ, ରେଳ, ବ୍ୟାଙ୍କ, ବୀମା, କଲ ସେଣ୍ଚର କର୍ମଚାରୀମାନେ ଏବେ ଫ୍ରଣ୍ଟଲାଇନ ୱାର୍କର ଶ୍ରେଣୀରେ...

0
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ରାଜ୍ୟ ସରକାର ବନ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ବୀମା କମ୍ପାନୀ କର୍ମଚାରୀ ଆଦି ଆହୁରି କେତେକ ଆଗଧାଡ଼ିର କର୍ମଚାରୀଙ୍କୁ ଟିକାକରଣ ପାଇଁ ଫ୍ରଣ୍ଟଲାଇନ ୱାର୍କର୍ ବର୍ଗରେ ଅନ୍ତର୍ଭୂକ୍ତ...

କୋଭିଡ କାର୍ଯ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍‌ଡ ଟିକାର ପ୍ରଥମ ମାତ୍ରାରୁ ଦ୍ୱିତୀୟ ମାତ୍ରା...

0
ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ଡକ୍ଟର ଏନ.କେ ଆରୋରାଙ୍କ ଅଧ୍ୟକ୍ଷତାରେ କୋଭିଡ୍ କାର୍ଯ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରା ଓ ଦ୍ୱିତୀୟମାତ୍ରା ଦେବାର ବ୍ୟବଧାନ ୧୨ରୁ ୧୬...

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ : ରିକ୍ଟର ସ୍କେଲରେ ୬.୦ ମ୍ୟାଗ୍ନିଚ୍ୟୁଡ୍

0
ଟୋକିଓ/ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) : ଜାପାନର ହନସୁର ପୂର୍ବ ତଟରେ ଶୁକ୍ରବାର ଦିନ ୬.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି, କିନ୍ତୁ...

୧୪ ମଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ (Aries) - ଧନ ଲାଭ ପ୍ରାପ୍ତିର ଭଲ ଅବସର ପ୍ରାପ୍ତ ହୋଇପାରେ। ଭାଗ୍ୟ ଆପଣଙ୍କ ସାଥି ଦେବ। କାମକାର୍ଯ୍ୟ କ୍ଷେତ୍ରରେ ଭଲ ସଫଳତା ପ୍ରାପ୍ତ ହୋଇପାରେ। ସେଥିପାଇଁ ଆପଣ ନିଜର କାର୍ଯ୍ୟ...

COVID-19 ର ଦ୍ୱିତୀୟ ଲହରକୁ ଦେଖି ରାଜ୍ୟରେ ଶିଶୁ, କିଶୋର, ଗର୍ଭବତୀ ଏବଂ ସ୍ତନ୍ୟପାନ...

0
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) COVID-19 ମହାମାରୀରେ ଦ୍ୱିତୀୟ ଲହରରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିଶୁ, କିଶୋର, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି...

ଆଜି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

0
ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ଏ ନେଇ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

କୋଭିଡ଼ ମୁକାବିଲା ପାଇଁ ବଲାଙ୍ଗୀରକୁ ଦୁଇ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ବର ତା ୧୩/୫ (ଓଡ଼ିଆ ପୁଅ) କୋଭିଡ଼ ଦ୍ଵିତୀୟ ଲହରୀ ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ...

କରୋନା ନେଲା ଆଉ ଜଣେ ପ୍ରବାସୀ ଓଡ଼ିଆଙ୍କ ଜୀବନ: ରାଜ୍ୟସଭା ସଚିବାଳୟର ଅତିରିକ୍ତ ନିର୍ଦ୍ଦେଶକ...

0
ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) କରୋନା ନେଇଗଲାଣି ଅନେକ ପ୍ରବାସୀ ଓଡ଼ିଆଙ୍କର ଜୀବନ। ପୁଣି ଏକ ଦୁଃଖଦ ଖବର ଆସିଛି। ରାଜ୍ୟସଭା ସଚିବାଳୟରେ କାର୍ଯ୍ୟରତ ଅଶୋକ କୁମାର ସାହୁଙ୍କର କରୋନାରେ ମୃତ୍ୟୁ...

ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ୫୫୦ଟି ବେଡ଼୍ ସହ ଆନୁଷଙ୍ଗିକ ବ୍ୟବସ୍ଥା...

0
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତର ଦେଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ - ଓଡିଶାରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ...

ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୮୬୬୫ କରୋନା ଆକ୍ରାନ୍ତ

0
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୮୬୬୫ କରୋନା ଆକ୍ରାନ୍ତ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ? ୧୧୪୬ - ଖୋର୍ଦ୍ଧା ଜିଲ୍ଲାରୁ ୬୨୮ - ସୁନ୍ଦରଗଡ ଜିଲ୍ଲାରୁ ୫୨୮...