Home Top News ୩.୮୦ କୋଟି ଡୋଜ କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କଲେ ରାଜ୍ୟ ସରକାର

୩.୮୦ କୋଟି ଡୋଜ କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କଲେ ରାଜ୍ୟ ସରକାର

55

ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) : ୩.୮୦ କୋଟି ଡୋଜ କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କଲେ ରାଜ୍ୟ ସରକାର। ଓଡ଼ିଶା ଷ୍ଟେଟ ମେଡିକାଲ କର୍ପୋରେସନ୍ ଲିମିଟେଡ୍ ଇ-ଟେଣ୍ଡର ପୋର୍ଟାଲ୍ (https://tendersodisha.gov.in) ମାଧ୍ୟମରେ COVID-୧୯ ଟିକା (ସଂରକ୍ଷଣ ସ୍ଥିତି: ୨ ° C ରୁ ୮ ° C) ପାଇଁ ଯୋଗ୍ୟ ବିତରଙ୍କ ପାଇଁ ରାଜ୍ୟ ସରକାର ଟେଣ୍ଡର ଡାରୀ କରିଛନ୍ତି।
ଚୁକ୍ତିର ୪ ମାସ ଭିତରେ ୩.୮ କୋଟି ଡୋଜ୍‌ ଟିକା ଯୋଗାଇବାକୁ ହେବ। ମେ ୨୮ରେ ଖୋଲାଯିବ ଗ୍ଲୋବାଲ ଟେଣ୍ଡର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.