Home Top News ପୁଣି ୧୧ ହଜାର ପାର ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟାରେ ୧୧,୮୦୫ ନୂଆ...

ପୁଣି ୧୧ ହଜାର ପାର ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟାରେ ୧୧,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ – ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୪, ରାଜ୍ୟରେ ୨୧ ମୃତ

103

ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୧,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪୧୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨, ୨୯୪ କୁ ବୃଦ୍ଧି ପାଇଛି।

ନୂତନ ସକରାତ୍ମକ ମାମଲା – ୧୧୮୦୫

କ୍ୱାରେଣ୍ଟିନରୁ – ୬୬୧୧

ସ୍ଥାନୀୟ ସମ୍ପର୍କ – ୫୧୯୪

ଜିଲ୍ଲା ୱାରୀ ମାମଲା

୧ – ଅନୁଗୁଳ ଜିଲ୍ଲାରୁ ୬୬୮

୨ – ବାଲେଶ୍ୱର ଜିଲ୍ଲାରୁ ୩୦୩

୩ – ବରଗଡ ଜିଲ୍ଲାରୁ ୪୨୧

୪ – ଭଦ୍ରକ ଜିଲ୍ଲାରୁ ୩୦୦

୫ – ବଲାଙ୍ଗୀର ଜିଲ୍ଲାରୁ ୩୫୮

୬ – ବୌଦ୍ଧ ଜିଲ୍ଲାରୁ ୨୪୬

୭ – କଟକ ଜିଲ୍ଲାରୁ ୧୧୯୭

୮ – ଦେବଗଡ଼ ଜିଲ୍ଲାରୁ ୧୦୯

୯ – ଢେଙ୍କାନାଳ ଜିଲ୍ଲାରୁ ୨୮୦

୧୦ – ଗଜପତି ଜିଲ୍ଲାରୁ ୧୧୫

୧୧ – ଗଞ୍ଜାମ ଜିଲ୍ଲାରୁ ୩୩୧

୧୨ – ଜଗତସିଂହପୁର ଜିଲ୍ଲାରୁ ୨୭୪

୧୩ – ଯାଜପୁର ଜିଲ୍ଲାରୁ ୩୯୨

୧୪ – ଝାରସୁଗୁଡ଼ା ଜିଲ୍ଲାରୁ ୩୨୭

୧୫ – କଳାହାଣ୍ଡି ଜିଲ୍ଲାରୁ ୩୭୭

୧୬ – କନ୍ଧମାଳ ଜିଲ୍ଲାରୁ ୮୩

୧୭ – କେନ୍ଦ୍ରାପଡା ଜିଲ୍ଲାରୁ ୧୪୭

୧୮ – କେନ୍ଦୁଝର ଜିଲ୍ଲାରୁ ୧୮୮

୧୯ – ଖୋର୍ଦ୍ଧା ଜିଲ୍ଲାରୁ ୧୪୧୪

୨୦ – କୋରାପୁଟ ଜିଲ୍ଲାରୁ ୧୯୬

୨୧ – ମାଲକାନଗିରି ଜିଲ୍ଲାରୁ ୯୪

୨୨ – ମୟୂରଭଞ୍ଜ ଜିଲ୍ଲାରୁ ୩୭୪

୨୩ – ନୱାରଙ୍ଗପୁର ଜିଲ୍ଲାରୁ ୨୩୯

୨୪ – ନୟାଗଡ଼ ଜିଲ୍ଲାରୁ ୨୮୦

୨୫ – ନୁଆପଡା ଜିଲ୍ଲାରୁ ୩୦୭

୨୬ – ପୁରୀ ଜିଲ୍ଲାରୁ ୩୮୮

୨୭ – ରାୟଗଡ଼ା ଜିଲ୍ଲାରୁ ୧୩୭

୨୮ – ସମ୍ବଲପୁର ଜିଲ୍ଲାରୁ ୫୫୩

୨୯ – ସୋନପୁର ଜିଲ୍ଲାରୁ ୨୧୪

୩୦ – ସୁନ୍ଦରଗଡ ଜିଲ୍ଲାରୁ ୧୨୦୯

୩୧ – ରାଜ୍ୟ ପୁଲ୍ ୨୮୪

ଗତକାଲି ଆରୋଗ୍ୟ ହୋଇଥିଲେ ୯୩୨୯

ସଂଗୃହିତ ପରୀକ୍ଷଣ ୧୦୮୨୫୯୧୪

ସକରାତ୍ମକ ମାମଲା ମୋଟ – ୬୦୦୪୯୨

ମୋଟ ଆରୋଗ୍ୟ ୪୯୧୬୭୪

ସକ୍ରିୟ ମାମଲା ୧୦୬୪୭୧

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

 

ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୯୩୨୯ କରୋନା ଆକ୍ରାନ୍ତ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

୧୨୧୪ – ଖୋର୍ଦ୍ଧା ଜିଲ୍ଲାରୁ,
୧୧୩୬ – ସୁନ୍ଦରଗଡ ଜିଲ୍ଲାରୁ,
୭୮୦ – କଟକ ଜିଲ୍ଲାରୁ,
୪୮୭ – ବରଗଡ ଜିଲ୍ଲାରୁ,
୪୭୦ – ସମ୍ବଲପୁର ଜିଲ୍ଲାରୁ,
୪୩୪ – ନୁଆପଡା ଜିଲ୍ଲାରୁ,
୪୧୦ – କଳାହାଣ୍ଡି ଜିଲ୍ଲାରୁ,
୩୮୪ – ଅନୁଗୁଳ ଜିଲ୍ଲାରୁ,
୩୮୪ – ଝାରସୁଗୁଡା ଜିଲ୍ଲାରୁ,
୩୧୯ – ପୁରୀ ଜିଲ୍ଲାରୁ,
୩୧୩ – ବଲାଙ୍ଗୀର ଜିଲ୍ଲାରୁ,
୩୧୨ – ନବରଙ୍ଗପୁର ଜିଲ୍ଲାରୁ,
୨୮୮ – ମୟୂରଭଞ୍ଜ ଜିଲ୍ଲାରୁ,
୨୬୧ – ଗଞ୍ଜାମ ଜିଲ୍ଲାରୁ,
୨୦୬ – ନୟାଗଡ଼ ଜିଲ୍ଲାରୁ,
୨୦୦ – ବୌଦ୍ଧ ଜିଲ୍ଲାରୁ,
୧୯୯ – ରାୟଗଡ଼ା ଜିଲ୍ଲାରୁ,
୧୯୦ – କେନ୍ଦ୍ରାପଡା ଜିଲ୍ଲାରୁ,
୧୫୧ – ବାଲେଶ୍ୱର ଜିଲ୍ଲାରୁ,
୧୪୭ – ଜଗତସିଂହପୁର ଜିଲ୍ଲାରୁ,
୧୨୩ – ସୋନପୁର ଜିଲ୍ଲାରୁ,
୧୧୬ – ଗଜପତି ଜିଲ୍ଲାରୁ,
୧୧୩ – କେନ୍ଦୁଝର ଜିଲ୍ଲାରୁ,
୯୦ – ଢେଙ୍କାନାଳ ଜିଲ୍ଲାରୁ,
୭୨ – କୋରାପୁଟ ଜିଲ୍ଲାରୁ,
୭୨ – ମାଲକାନଗିରି ଜିଲ୍ଲାରୁ,
୭୧ – ଯାଜପୁର ଜିଲ୍ଲାରୁ,
୫୩ – କନ୍ଧମାଳ ଜିଲ୍ଲାରୁ,
୫୨ – ଭଦ୍ରକ ଜିଲ୍ଲାରୁ,
୩୩ – ଦେବଗଡ଼ ଜିଲ୍ଲାରୁ,
୨୪୯ – ରାଜ୍ୟ ପୁଲ୍ ରୁ,
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୯୧୬୭୪ ରେ ପହଞ୍ଚିଛି।

ଭୁବନେଶ୍ୱରରରୁ ୯୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୭୭୭ ସୁସ୍ଥ ହେଲେ

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସମୁଦାୟ ୯୮୮ ଜଣ କରୋନାଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତିଯ ସେମାନଙ୍କ ମଧ୍ୟରୁ ୧୬୬ ଜଣ କ୍ୟାରେଣ୍ଟିନ ସେଣ୍ଟରରୁ ବାକି ୮୨୨ ଟି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହା ସହିତ, ସହରର ସମୁଦାୟ କୋଭିଡ୍ ସମକ୍ରମିତଙ୍କ ସଂଖ୍ୟା ୫୯, ୧୬୩ କୁ ବୃଦ୍ଧି ପାଇଛି| ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୧, ୪୧୮ ଜଣ। ଶୁକ୍ରବାର ଦିନ ଭୁବନେଶ୍ୱରରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବିଏମସି ସୂଚନା ଦେଇଛି। କରୋନାଭାଇରସ୍ ସଂକ୍ରମଣ ହେତୁ ଏଠାରେ ମୋଟ ୨୮୯ ଜଣଙ୍କର ମୃତ୍ୟୁ ହୋଇଛି। ୭୭୭ ଜଣ ସୁସ୍ଥ ହେବା ସହିତ ମୋଟ ଆରୋଗ୍ୟ ସଂଖ୍ୟା ୪୭, ୪୩୫ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.