Home ଓଡ଼ିଶା ଭୁବନେଶ୍ୱରରରୁ ୯୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରରୁ ୯୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

50

ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) : ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସମୁଦାୟ ୯୮୮ ଜଣ କରୋନାଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତିଯ ସେମାନଙ୍କ ମଧ୍ୟରୁ ୧୬୬ ଜଣ କ୍ୟାରେଣ୍ଟିନ ସେଣ୍ଟରରୁ ବାକି ୮୨୨ ଟି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହା ସହିତ, ସହରର ସମୁଦାୟ କୋଭିଡ୍ ସମକ୍ରମିତଙ୍କ ସଂଖ୍ୟା ୫୯, ୧୬୩ କୁ ବୃଦ୍ଧି ପାଇଛି| ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୧, ୪୧୮ ଜଣ। ଶୁକ୍ରବାର ଦିନ ଭୁବନେଶ୍ୱରରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବିଏମସି ସୂଚନା ଦେଇଛି। କରୋନାଭାଇରସ୍ ସଂକ୍ରମଣ ହେତୁ ଏଠାରେ ମୋଟ ୨୮୯ ଜଣଙ୍କର ମୃତ୍ୟୁ ହୋଇଛି। ୭୭୭ ଜଣ ସୁସ୍ଥ ହେବା ସହିତ ମୋଟ ଆରୋଗ୍ୟ ସଂଖ୍ୟା ୪୭, ୪୩୫ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.