Bureau
ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା, ୧୮୫ କିମି ବେଗରେ...
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ପୂର୍ବ ମଧ୍ୟ ବଙ୍ଗୋପସାଗ ଲଘୁଚାପ ସୃଷ୍ଟି ହୋଇଛି ଏହା ଆଜି ପୂର୍ବାହ୍ନ ୧୧ ଟା ୩୦ମିନିଟ୍ ସମୟରେ ୧୬.୧ ° ଉତ୍ତର ଅକ୍ଷାଂଶ ଏବଂ ୯୦.୨ °...
କୋଭିଡ ଟୀକା ଖୋଲା ବକାରରେ ବିକ୍ରି ନିଷ୍ପତ୍ତି ସମ୍ପୂର୍ଣ୍ଣ ଜନ ବିରୋଧୀ। ତୁରନ୍ତ ଏଭଳି...
ଭୁବନେଶ୍ୱର, ୨୨/୦୪ (ଓଡ଼ିଆ ପୁଅ)- ଫାର୍ମା କମ୍ପାନୀ ପକ୍ଷରୁ କୋଭିଡ଼ ଟୀକାକୁ ୪୦୦ ଟଙ୍କା ଓ ୬୦୦ ଟଙ୍କାରେ ବିକ୍ରି କରିବାକୁ ସରକାରୀ ସ୍ଥରରେ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଜନ...
ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ପାଳିତ ମା ର ମମତା, ସ୍ନେହ ଓ ସମ୍ପର୍କ।ଗୁହାଳ...
ଖଣ୍ଡଗାଁ ୨୧।୫ (ଓଡ଼ିଆ ପୁଅ/ପ୍ରତୀକ ମିଶ୍ର) "ସ୍ୱାର୍ଥ " ଏମିତି ଏକ ଶବ୍ଦ ଯାହା ହାସଲ ହେବା ପରେ ସମ୍ପର୍କୀୟ ବି ନିଜ ସମ୍ପର୍କ କୁ ବର୍ଜନ କରିବାକୁ ପଛାନ୍ତିନି।।ଆଜିର ଯୁଗରେ ସ୍ଥାନେ...
କରୋନା’ କାହାର ସର୍ବନାଶ ତ ଆଉ କାହାର ପୁଷମାସ: ଦୁର୍ବିସହ ଜୀବନ, କେବେ ଫେରିବ...
ଛତିଆ , ୨୩।୫ (ଓଡ଼ିଆ ପୁଅ/ଶରତ ନାୟକ) : ମହାମାରୀ କରୋନା କାରଣରୁ ଲୋକମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସରକାର କେବଳ ସପ୍ତାହନ୍ତ ବନ୍ଦ ଓ ତାଲା ବନ୍ଦ କରି...
ପିଏମ୍ କେୟାର୍ସ ଫଣ୍ଡରୁ ପୁଣି ଓଡିଶାର ୮ଟି ଜିଲ୍ଲାରେ ପ୍ରତିଷ୍ଠାହେବ ପିଏସଏ ମେଡ଼ିକାଲ ଅକ୍ସିଜେନ୍...
ଓଡିଶାରେ ଅତିରିକ୍ତ ପିଏସଏ ପ୍ଲାଂଟ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
- ସମୟୋପଯୋଗୀ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ
- ଗତ ୧୫ ତାରିଖରେ ଓଡିଶାରେ ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ...
ଟୁଲକିଟ୍ କେସ୍: ସମ୍ୱିତ ପାତ୍ରଙ୍କ ନାମରେ ରାୟପୁରରେ ମାମଲା : ଅପରାହ୍ନ ୪ ଟାରେ...
ରାୟପୁର, ୨୩ ମଇ (ଓଡ଼ିଆ ପୁଅ) 'ଟୁଲକିଟ୍' ମାମଲାରେ ସମ୍ବିତ୍ ପାତ୍ରଙ୍କ ବିରୋଧରେ ପଚରାଉଚରା ପାଇଁ ଏଫଆଇଆର ରୁଜୁ କରାଯାଇଛି। ରାୟପୁର ଏଥିପାଇଁ କରିବ ପଚରା ଉଚରା। ତେବେ ଜାତୀୟ ଗଣମାଧ୍ୟମ ଖବର...
CBSE, ICSE ଦ୍ୱାଦଶ ବୋର୍ଡ ପରୀକ୍ଷା ସମ୍ବନ୍ଧରେ ଖୁବ୍ ଶୀଘ୍ର ଘୋଷଣା – ଚାଲିଛି...
ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ତଥା ରାଜ୍ୟ ଶିକ୍ଷା ସଚିବମାନଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି।
ଏହି ବୈଠକରେ...
ବୁଲା ଗାଈ ଗୋରୁ ଓ କୁକୁର ଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ...
ଭୁବନେଶ୍ୱର ୨୩/୫ (ଓଡ଼ିଆ ପୁଅ) କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି ।
ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ...
ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳର ଅଶ୍ୱିନୀ ହସ୍ପିଟାଲ ରେ ରୋଗୀଙ୍କ ଠାରୁ ସୁନା ଚୋରୀ ଅଭିଯୋଗ
ସମ୍ବଲପୁର, ୨୨/୦୫(ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳରେ ଅଶ୍ୱିନୀ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲ ରେ ରୋଗୀ ଙ୍କ ଠାରୁ ସୁନା ଚୋରୀ କରି ନିଆଯାଉଥିବା ର ଏକ...
ମହାରାଷ୍ଟ୍ରର କୋଲହାପୁରରେ ରିଚ୍ଟର ସ୍କେଲରେ ୩.୩ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ
ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଆଜି ମହାରାଷ୍ଟ୍ରର କୋଲହାପୁରରେ ରିଚ୍ଟର ସ୍କେଲରେ ୩.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି।...
ଦେଶରେ କରୋନା ନେଲା ୩,୭୪୧ ମୁଣ୍ଡ ୨,୪୦,୮୪୨ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ଦ୍ୱିତୀୟ ଲହରର ସଂକ୍ରମଣ ଜାରି ରହିଛି। ଅବଶ୍ୟ ଗତ ସପ୍ତାହରୁ ସଂକ୍ରମଣ ୩ ଲକ୍ଷ ତଳକୁ ରହୁଛି। ଦ୍ୱିତୀୟ ଲହରର ୨୬ ଦିନ...
ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: କରୋନା ନେଲା ୨୮ ଜୀବନ : ମୋଟ ମୃତ୍ୟୁ...
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ଜଣଙ୍କର ୨୮ ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୪୮୪କୁ ବୃଦ୍ଧି...
ସର୍ବାଧିକ ସଂକ୍ରମଣ, ସର୍ବାଧିକ ମୃତ୍ୟୁ: ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ: ୧୨,୮୫୨...
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୧୨୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ:...
ମଣିପୁରର ଉଖରୁଲରେ ରିଚ୍ଟର ସ୍କେଲରେ ୪.୩ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ
ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଆଜି ମଣିପୁରର ଉଖରୁଲରେ ରିଚ୍ଟର ସ୍କେଲରେ ୪.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି।...
ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର: ଆମ ରାଜ୍ୟର ଏହି ଜିଲ୍ଲାରେ ପେଟ୍ରୋଲ,...
ନୂଆଦିଲ୍ଲୀ ୨୩ ମଇ (ଓଡ଼ିଆ ପୁଅ) ଆଜି ସରକାରୀ ତୈଳ କମ୍ପାନୀଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୧୫ ରୁ ୧୭ ପଇସା ବୃଦ୍ଧି ପାଇଥିବାବେଳେ...
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ୭୪ଟି ଟ୍ରେନକୁ ବାତିଲ୍ କଲା –...
ଭୁବନେଶ୍ୱର ୨୨-୫ (ଓଡ଼ିଆ ପୁଅ) : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ୭୪ଟି ଟ୍ରେନକୁ ବାତିଲ୍ କରିଛି। ତେବେ ଭୁବନେଶ୍ୱର ଓ ପୁରୀରୁ ଆରମ୍ଭ ଏବଂ ଶେଷ ହେଉଥିବା...
ସମ୍ଭାବ୍ୟ ବାତ୍ୟା: ପାଣିପାଗ ବିଭାଗର ପୂର୍ବାନୁମାନ: ଆସନ୍ତା ୫ ଦିନ ରାଜ୍ୟରେ ପାଣିପାଗ ଏପରି...
ଭୁବନେଶ୍ୱର ୨୨-୫ (ଓଡ଼ିଆ ପୁଅ) ଆଜି ୨୨ ମଇ ସକାଳ (୦୮୩୦ ଘଣ୍ଟା IST) ରେ ପୂର୍ବମଧ୍ୟ ବଙ୍ଗୋପ ସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି...
୨୩ ମଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ। ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ।...
ସମ୍ଭାବ୍ୟ ବାତ୍ୟା ମୁକାବିଲା: ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନ ହେବା କୁ ପରାମର୍ଶ:...
ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍ସିଜେନ ଯୋଗାଣରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ
ଭୁବନେଶ୍ୱର...
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: କାର୍ଯ୍ୟକ୍ଷେତ୍ରରେ COVID ଟୀକାକରଣ କେନ୍ଦ୍ର (CVC) ରେ କର୍ମଚାରୀ ଏବଂ...
ନୂଆଦିଲ୍ଲୀ ୨୨ ମଇ (ଓଡ଼ିଆ ପୁଅ) କରୋନା ଟୀକାକରଣକୁନେଇ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିକାଶ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛନ୍ତି। ଏହା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ...




















