Home Coronavirus Outbreak ଯେଉଁ ସହର ଟିକା ଉତ୍ପାଦନ ପାଇଁ ପ୍ରସିଦ୍ଧ, ସେହି ସହରରେ ଟିକାର ଅଭାବ : ୨୨...

ଯେଉଁ ସହର ଟିକା ଉତ୍ପାଦନ ପାଇଁ ପ୍ରସିଦ୍ଧ, ସେହି ସହରରେ ଟିକାର ଅଭାବ : ୨୨ ମଇରେ ଟୀକାକରଣ ବନ୍ଦ

68

ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଟିକାର ଅଭାବ ହେତୁ ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳର ସମସ୍ତ କେନ୍ଦ୍ରରେ ୨୨ ମଇରେ ଟୀକାକରଣ ବନ୍ଦ ରହିବ ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.