Home Authors Posts by Bureau

Bureau

17676 POSTS 0 COMMENTS

ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ, ଅଭିନେତ୍ରୀ କହିଲେ ମୋର ଗର୍ଭପାତ କରିବାକୁ...

0
ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଦେଶର କେବଳ ସାଧାରଣ ମହିଳା ନୁହଁନ୍ତି, ଅଭିନେତ୍ରୀ ମଧ୍ୟ ସୁରକ୍ଷିତ ନୁହଁନ୍ତି। ନିକଟରେ ଜଣେ ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଏବଂ ବ୍ଲାକମେଲିଂ କରାଯାଇଥିବା ଅଭିଯୋଗ ହୋଇଛି।...

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

0
ଭୁବନେଶ୍ବର ୨୯-୫ (ଓଡ଼ିଆ ପୁଅ) ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶୋକବାର୍ତାରେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ଦାସ ଜଣେ...

ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ୟୁଏଇରେ ଖେଳାଯିବ, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ନିଶ୍ଚିତ...

0
ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ନିଶ୍ଚିତ କରିଛନ୍ତି ଯେ ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ଅଂଶ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଖେଳାଯିବ। ଏହା ଜଣାପଡ଼ିଛିଯେ,...

ୱାଟସ୍ ଆପ୍ ସହଯୋଗରେ ଓଡ଼ିଶା ସରକାରଙ୍କର COVID୧୯ ହେଲ୍ପଡେସ୍କ – ଜାଣିପାରିବେ ଶଯ୍ୟା ଉପଲବ୍ଧତା,...

0
ଭୁବନେଶ୍ୱର ୨୯-୫ (ଓଡ଼ିଆ ପୁଅ) ୱାଟସ୍ ଆପ୍ ସହଯୋଗରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର COVID୧୯ ହେଲ୍ପଡେସ୍କ ଆରମ୍ଭ ହୋଇଛି ବୋଲି ବିଭାଗ ସୂଚନା ଦେଇଛି। ହେଲ୍ପଡେସ୍କ ସେବାକୁ ନବୀକରଣ କରାଯାଇଛି।...

ଲକଡାଉନ ପ୍ରଭାବ: ଦେଶରେ କମିଲା ସଂକ୍ରମଣ : କରୋନା ନେଲା ୩,୬୧୭ ଜୀବନ ୧,୭୩,୭୯୦...

0
ନୂଆଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଦେଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୧,୭୩,୭୯୦ ନୂତନ COVID୧୯ ମାମଲା ୨,୮୪,୬୦୧ ସୁସ୍ଥ ଏବଂ ୩,୬୧୭ ମୃତ୍ୟୁ ରିପୋର୍ଟ...

ରାଜ୍ୟରେ ଆଜି କରୋନା ନେଲା ୩୫ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୨,୬୮୬...

0
ଭୁବନେଶ୍ୱର ୨୯-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୬୮୬ କୁ ବୃଦ୍ଧି ପାଇଛି। ଅନୁଗୁଳ ଜିଲ୍ଲାରୁ ୫...

ରାଜ୍ୟରେ ଆଜି ୭ ହଜାରରୁ ଅଧିକ ସଂକ୍ରମଣ: ୭,୧୮୮ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ...

0
ଭୁବନେଶ୍ୱର ୨୯-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୭ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୭,୧୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡିଶାରେ ଗତ ୨୪ ଘଣ୍ଟା...

ଆଜି ପୁଣି ବଢ଼ିଲା ତୈଳ ଦର: ରାଜ୍ୟରେ ୧୦୦ ଛୁଇଁବ, ଆପଣଙ୍କ ଜିଲ୍ଲାର ଦର...

0
ନୂଆଦିଲ୍ଲୀ ୨୯ ମଇ (ଓଡ଼ିଆ ପୁଅ) ଆଜି ସରକାରୀ ତୈଳ କମ୍ପାନୀଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୨୬ ରୁ ୩୦ ପଇସା ବୃଦ୍ଧି ପାଇଥିବାବେଳେ...

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୪୮୭କରୋନା ପଜିଟିଭ

0
କେନ୍ଦ୍ରାପଡ଼ା, ୨୮ା୫ (ଓଡ଼ିଆ ପୁଅ) : କେନ୍ଦ୍ରାପଡା ଜିଲ୍ଲାରେ ଶୁକ୍ରବାର ୪୮୭ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଆଳି ବ୍ଲକରେ ୩୦ଟି...

ବାତ୍ୟା ‘ୟଶ୍’ର ମୁକାବିଲା ପାଇଁ ଓଡିଶାକୁ ତତ୍କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ...

0
ପ୍ରଧାନମନ୍ତ୍ରୀଙ୍କ ସହ ‘ୟଶ୍’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ - ବିପଦ ସମୟରେ ସବୁବେଳେ ଓଡ଼ିଶାର ଲୋକଙ୍କ ସାଥୀରେ ଦୃଢ଼ତାର ସହ ଠିଆ ହୋଇଛନ୍ତି ପ୍ରଧାନମନ୍ତ୍ରୀ - ଏହି ସହାୟତା...

ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରୀୟ ସହାୟତାର ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାରେ ନିବୃତ ରୁହନ୍ତୁ...

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ଏବଂ କେନ୍ଦ୍ର ଉଭୟ ପରସ୍ପର ପରିପୂରକ। ସଙ୍ଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ତାଙ୍କର ପ୍ରାପ୍ୟ ଅର୍ଥ ଯୋଗାଇ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା ‘ୟଶ୍’ ପ୍ରଭାବିତ ଅଂଚଳ ପରିଦର୍ଶନ ଓ ସମୀକ୍ଷା ବୈଠକ...

0
ବାତ୍ୟା ପୂର୍ବରୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପାଂଠିରୁ ଓଡିଶାକୁ ଚଳିତ ମାସରେ ପ୍ରଥମ କିସ୍ତିରେ ୬୪୧.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି ପୂର୍ବରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଂଠିରେ ୧୧୯୮ କୋଟି ଟଙ୍କା ଥିଲାରାଜ୍ୟ...

ପ୍ରାକୃତିକ ବିପର୍ଯ୍ୟୟ ‘ୟଶ୍’ ଓ କରୋନା ସମୟରେ ଓଡିଶାକୁ ମୋଦି ସରକାର ଦେଇଛନ୍ତି ୨...

0
ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ୍ ସମୟରେ କେନ୍ଦ୍ରୀୟ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ - ଆଜି ପ୍ରଧାନମନ୍ତ୍ରୀ ୟଶ୍ ମୁକାବିଲା ପାଇଁ ଓଡ଼ିଶାକୁ ତତ୍କାଳୀନ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି -...

ରିଲାଏନ୍ସ ଜିଓ ପକ୍ଷରୁ ୨୪ ଘଂଟା ଭିତରେ ଓଡ଼ିଶାର ସମସ୍ତ ବାତ୍ୟା ପ୍ରଭାବିତ ଜିଲ୍ଲାରେ...

0
- ବ୍ୟାପକ ନିରୀକ୍ଷଣ ଓ ଅଗ୍ରୀମ ପ୍ରସ୍ତୁତି ପଦକ୍ଷେପ ଦ୍ୱାରା ମୋବାଇଲ୍ ନେଟ୍‌ୱର୍କରେ ସର୍ବନିମ୍ନ ପ୍ରଭାବ ନିଶ୍ଚିତ କରାଯାଇଥିବା ବେଳେ ଜିଓଫାଇବର୍ ସଂଯୋଗ କ୍ଷେତ୍ରରେ କୌଣସି ପ୍ରଭାବ ପଡିନାହିଁ ଭୁବନେଶ୍ୱର ୨୯-୫ (ଓଡ଼ିଆ ପୁଅ)...

୨୯ ମଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନର ନିରାକରଣ ଆସିବ। ଯାତ୍ରା କରିବେ ତଥା ମିତ୍ରମାନଙ୍କଠାରୁ ଉପହାର ଆଦି ମିଳିବ।...

ରାଜ୍ୟସଭା ଉପ-ନିର୍ବାଚନ ନିର୍ବାଚନ ସ୍ଥଗିତ

0
ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୧୫୧(କ) ଅନୁଯାୟୀ, ଯଦି ଖାଲିଥିବା ଅବସ୍ଥାରେ ଅବଶିଷ୍ଟ କାର୍ଯ୍ୟକାଳ ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ହେବ...

ଭଲ ଖବର : ଆଜି ରାଜ୍ୟରୁ ୧୧୯୫୪ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ...

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୧୯୫୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ- ୧୩୩୮ - ଖୋର୍ଦ୍ଧାରୁ, ୯୯୪ - ସୁନ୍ଦରଗଡରୁ, ୮୩୧ -...

HDFC ବ୍ୟାଙ୍କ ଉପରେ ୧୦ କୋଟିର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

0
ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) କିଛି ନିୟମ ଉଲ୍ଲଂଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) HDFC ବ୍ୟାଙ୍କ ଲିମିଟେଡ୍ ଉପରେ ୧୦ କୋଟି ଟଙ୍କା ଜରିମାନା ଲାଗୁ କରିଛି ବୋଲି...

କରୋନା ସଂକ୍ରମଣ ପରେ ବ୍ଲାକ,ହ୍ୱାଇଟ. ୱେଲୋ ଫଙ୍ଗସ୍‌ କଥା ଶୁଣିଥିବେ ଏବେ ବ୍ରେନ୍‌ ଫଗ୍‌...

0
ନୂଆ ଦିଲ୍ଲୀ ୨୮/୦୫ (ଓଡିଆ ପୁଅ) ଇନ୍ଦୋରରେ ପୋଷ୍ଟ କୋଭିଡ ମାମଲାରେ ବ୍ଲାକ୍ ଫଙ୍ଗସ୍ ରୋଗୀ ବହୁ ପରିମାଣରେ ଆସୁଛନ୍ତି, କିନ୍ତୁ ଏକ ନୂଆ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବ୍ରେନ୍‌...

ବାତ୍ୟା ୟାସ୍ ପ୍ରଭାବିତ ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ପାଇଁ ୧୦୦୦ କୋଟି...

0
ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ବାତ୍ୟା ୟାସ୍ ପ୍ରଭାବିତ ରାଜ୍ୟ ପାଇଁ ପିଏମ ମୋଦୀ ୧୦୦୦ କୋଟି ଟଙ୍କାର ରିଲିଫ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବିଶେଷକରି ସବୁଠାରୁ ଅସୁରକ୍ଷିତ ସମୟରେ ଓଡିଶାବାସୀଙ୍କ ସହ...