Home Top News ଭଲ ଖବର : ଆଜି ରାଜ୍ୟରୁ ୧୧୯୫୪ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ...

ଭଲ ଖବର : ଆଜି ରାଜ୍ୟରୁ ୧୧୯୫୪ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

99

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୧୯୫୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୧୩୩୮ – ଖୋର୍ଦ୍ଧାରୁ,

୯୯୪ – ସୁନ୍ଦରଗଡରୁ,

୮୩୧ – କଟକରୁ,

୭୯୭ – ଅନୁଗୁଳରୁ,

୭୫୬ – ଯାଜପୁରରୁ,

୭୦୨ – ସମ୍ବଲପୁରରୁ,

୫୪୫ – ମୟୂରଭଞ୍ଜରୁ,

୪୨୪ – ପୁରୀରୁ,

୪୨୦ – ଭଦ୍ରକରୁ,

୪୧୯ – ନୟାଗଡ଼ରୁ,

୪୧୦ – ନବରଙ୍ଗପୁରରୁ,

୪୦୮ – ବାଲେଶ୍ୱରରୁ,

୩୩୦ – ଜଗତସିଂହପୁରରୁ,

୩୦୭ – ରାୟଗଡ଼ାରୁ,

୨୯୬ – କଳାହାଣ୍ଡିରୁ,

୨୯୪ – ବଲାଙ୍ଗୀରରୁ,

୨୯୨ – ଝାରସୁଗୁଡାରୁ,

୨୫୮ – କୋରାପୁଟରୁ,

୨୫୨ – ବରଗଡରୁ,

୨୪୪ – କେନ୍ଦୁଝର

୨୨୦ – ସୋନପୁରରୁ,

୨୧୮ – ଗଞ୍ଜାମରୁ,

୧୯୩ – କେନ୍ଦ୍ରାପଡାରୁ,

୧୭୫ – ଢେଙ୍କାନାଳରୁ,

୧୨୩ – ନୁଆପଡାରୁ,

୧୧୩ – ବୌଦ୍ଧରୁ,

୧୦୪ – ଦେବଗଡ଼ରୁ,

୧୦୧ – କନ୍ଧମାଳରୁ,

୮୪ – ମାଲକାନଗିରିରୁ,

୬୪ – ଗଜପତିରୁ ଏବଂ

୨୪୨ – ରାଜ୍ୟ ପୁଲ୍ ରୁ ସୁସ୍ଥ ହୋଇଛନ୍ତି।

ଓଡିଶାର ମୋଟ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୬୪୭୧୩୩ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.