Home Coronavirus Outbreak ଲକଡାଉନ ପ୍ରଭାବ: ଦେଶରେ କମିଲା ସଂକ୍ରମଣ : କରୋନା ନେଲା ୩,୬୧୭ ଜୀବନ ୧,୭୩,୭୯୦ ନୂଆ...

ଲକଡାଉନ ପ୍ରଭାବ: ଦେଶରେ କମିଲା ସଂକ୍ରମଣ : କରୋନା ନେଲା ୩,୬୧୭ ଜୀବନ ୧,୭୩,୭୯୦ ନୂଆ ଆକ୍ରାନ୍ତ ଚିହ୍ନଟ

100

ନୂଆଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଦେଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୧,୭୩,୭୯୦ ନୂତନ COVID୧୯ ମାମଲା ୨,୮୪,୬୦୧ ସୁସ୍ଥ ଏବଂ ୩,୬୧୭ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨,୭୭,୨୯,୨୪୭
ଗତକାଲି ଡିସଚାର୍ଜ ହୋଇଛନ୍ତି – ୨,୮୪,୬୦୧
ସମୁଦାୟ ଡିସଚାର୍ଜ: ୨,୫୧,୭୮,୦୧୧
ମୋଟ ମୃତ୍ୟୁ ସଂଖ୍ୟା: ୩,୨୨,୫୧୨
ସକ୍ରିୟ ମାମଲା: ୨୨,୨୮,୭୨୪
ଗତକାଲି ଟୀକାକରଣ: ୩୦,୬୨,୭୪୭
ମୋଟ ଟୀକାକରଣ: ୨୦,୮୯,୦୨,୪୪୫

ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୨,୨୮,୭୨୪ ହୋଇଛି।

କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୩,୬୧୭ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩,୨୨,୫୧୨ ହୋଇଛି।

ଏଥି ସହିତ କରୋନାରୁ ୨,୫୧,୭୮,୦୧୧ ଲୋକ ଆରୋଗ୍ୟ ହୋଇଛନ୍ତି।

ଭାରତରେ ଆରୋଗ୍ୟ ହାର (୯୦.୮୦%)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଶନିବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୨,୨୮,୭୨୪ ଯାହା ସମୁଦାୟ ସଂକ୍ରମଣର (୮.୦୪%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୯୦.୮୦%) ପ୍ରତିଶତ।

ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨,୫୧,୭୮,୦୧୧ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧.୧୬%) ପ୍ରତିଶତ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୨୮ ମଇ ୨୦୨୧ ପର୍ଯ୍ୟନ୍ତ ୩୪,୧୧,୧୯,୯୦୯ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୨୦,୮୦,୦୪୮ ପରୀକ୍ଷା କରାଯାଇଥିଲା।

ନିମ୍ନ କ୍ରମରେ ଜାଣନ୍ତୁ ରାଜ୍ୟ ଗୁଡ଼ିକର ପରିସଂଖ୍ୟାନ

କ.ସଂଖ୍ୟା – ରାଜ୍ୟ-ୟୁଟି – ସକ୍ରୀୟ ଆକ୍ରାନ୍ତ – ମୋଟ ଆରୋଗ୍ୟ – ଗତକାଲି ସୁସ୍ଥ ହୋଇଛନ୍ତି – ମୋଟ ମୃତ୍ୟୁ – ଗତକାଲି ମୃତ୍ୟୁ

୧ – ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ – ୧୯୩ – ୬୬୩୦ – ୩୯ – ୧୧୩ – ୪

୨ – ଆନ୍ଧ୍ରପ୍ରଦେଶ – ୧୮୦୩୬୨ – ୧୪୬୬୯୯୦ – ୨୦୭୪୬ – ୧୦୬୩୪ – ୧୦୩

୩ – ଅରୁଣାଚଳ ପ୍ରଦେଶ – ୩୮୫୪ – ୨୨୩୫୨ – ୩୩୩ – ୧୧୧ – ୨

୪ – ଆସାମ – ୫୪୬୬୪ – ୩୪୦୧୭୮ – ୫୭୬୦ – ୩୧୬୮ – ୮୦

୫ – ବିହାର – ୨୪୮୧୦ – ୬୭୨୮୬୮ – ୫୩୬୨ – ୫୦୦୪ – ୬୧

୬ – ଚଣ୍ଡିଗଡ଼ – ୨୭୫୮ – ୫୬୦୮୪ – ୫୨୬ – ୭୩୫ – ୬

୭ – ଛତିଶଗଡ – ୪୬୯୩୨ – ୯୦୫୩୬୧ – ୫୨୬୧ – ୧୨୯୧୫ – ୬୭

୮ – ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ – ୩୫୮ – ୯୮୪୫ – ୬୭ – ୪ –

୯ – ଦିଲ୍ଲୀ – ୧୪୫୮୧ – ୧୩୮୫୧୫୮ – ୨୭୯୯ – ୨୩୯୫୧ – ୧୩୯

୧୦ – ଗୋଆ – ୧୫୩୨୬ – ୧୩୫୫୬୦ – ୧୩୯୬ – ୨୫୭୦ – ୩୨

୧୧ – ଗୁଜୁରାଟ – ୪୩୬୧୧ – ୭୫୦୦୧୫ – ୭୯୬୫ – ୯୭୬୧ – ୨୭

୧୨ – ହରିୟାଣା – ୨୫୦୭୫ – ୭୧୮୯୫୯ – ୫୦୨୫ – ୮୦୩୫ – ୯୬

୧୩ – ହିମାଚଳ ପ୍ରଦେଶ – ୧୮୪୯୫ – ୧୬୫୭୯୧ – ୩୧୪୮ – ୩୦୫୬ – ୬୪

୧୪ – ଜାମ୍ମୁ କାଶ୍ମୀର – ୪୧୩୮୨ – ୨୩୯୨୫୪ – ୩୬୩୭ – ୩୭୯୫ – ୫୬

୧୫ – ଝାଡଖଣ୍ଡ – ୧୧୭୮୩ – ୩୧୮୬୮୯ – ୧୯୮୨ – ୪୯୪୫ – ୧୯

୧୬ – କର୍ଣ୍ଣାଟକ – ୩୭୨୩୯୪ – ୨୧୪୬୬୨୧ – ୫୨୨୫୨ – ୨୭୮୦୬ – ୪୦୧

୧୭ – କେରଳ – ୨୩୮୨୧୦ – ୨୨୨୪୪୦୫ – ୨୬୨୭୦ – ୮୨୫୭ – ୧୯୪

୧୮ – ଲଦାଖ – ୧୬୦୬ – ୧୬୫୧୭ – ୧୭୨ – ୧୮୭ – ୨

୧୯ – ଲକ୍ଷ୍ମୀଦୀପ – ୨୧୦୯ – ୫୪୦୪ – ୨୬୮ – ୨୯ – ୧

୨୦ – ମଧ୍ୟପ୍ରଦେଶ – ୩୪୩୨୨ – ୭୩୩୪୯୬ – ୫୭୯୬ – ୭୮୯୧ – ୬୩

୨୧ – ମହାରାଷ୍ଟ୍ର – ୨୯୧୮୪୮ – ୫୩୦୭୮୭୪ – ୩୧୬୭୧ – ୯୩୧୯୮ – ୯୭୩

୨୨ – ମଣିପୁର – ୭୬୦୨ – ୩୯୪୮୦ – ୫୭୯ – ୭୬୧ – ୧୩

୨୩ – ମେଘାଳୟ – ୮୦୨୫ – ୨୫୨୬୬ – ୯୪୧ – ୫୪୪ – ୨୦

୨୪ – ମିଜୋରାମ – ୨୯୮୧ – ୮୬୪୩ – ୧୫୬ – ୩୫ – ୧

୨୫ – ନାଗାଲାଣ୍ଡ – ୪୯୯୦ – ୧୫୮୮୨ – ୧୩୮ – ୩୪୩ – ୫

୨୬ – ଓଡ଼ିଶା – ୧୦୨୧୬୫ – ୬୩୫୧୭୯ – ୧୧୫୫୧ – ୨୬୫୧ – ୩୩

୨୭ – ପୁଡୁଚେରୀ – ୧୩୮୯୬ – ୮୬୫୨୮ – ୧୭୭୯ – ୧୪୭୬ – ୨୧

୨୮ – ପଞ୍ଜାବ – ୪୪୯୬୪ – ୫୦୦୬୫୧ – ୬୭୯୭ – ୧୪୧୮୦ – ୧୭୬

୨୯ – ରାଜସ୍ଥାନ – ୬୨୪୯୨ – ୮୬୩୧୭୫ – ୧୧୧୭୭ – ୮୧୮୧ – ୭୮

୩୦ – ସିକ୍କିମ୍ – ୩୭୯୪ – ୧୦୫୯୭ – ୨୨୭ – ୨୪୩ – ୩

୩୧ – ତାମିଲନାଡୁ – ୩୧୨୩୮୬ – ୧୬୭୪୫୩୯ – ୩୧୨୫୫ – ୨୨୭୭୫ – ୪୮୬

୩୨ – ତେଲେଙ୍ଗାନା – ୩୭୭୯୩ – ୫୩୦୦୨୫ – ୩୯୮୨ – ୩୨୨୬ – ୧୯

୩୩ – ତ୍ରିପୁରା – ୬୯୧୯ – ୪୨୪୬୮ – ୮୭୮ – ୪୯୮ – ୧୩

୩୪ – ଉତ୍ତରାଖଣ୍ଡ – ୩୩୯୯୪ – ୨୮୫୧୭୦ – ୭୧୨୫ – ୬୨୬୧ – ୬୦

୩୫ – ଉତ୍ତରପ୍ରଦେଶ – ୫୨୨୪୪ – ୧୬୧୩୮୪୧ – ୮୧୪୫ – ୨୦୦୫୩ – ୧୫୪

୩୬ – ପଶ୍ଚିମବଙ୍ଗ – ୧୦୯୮୦୬ – ୧୨୧୮୫୧୬ – ୧୯୩୯୬ – ୧୫୧୨୦ – ୧୪୫

ଦେଶରେ – ୨୨୨୮୭୨୪ – ୨୫୧୭୮୦୧୧ – ୨୮୪୬୦୧ – ୩୨୨୫୧୨ – ୩୬୧୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.